Daily Archives

October 10, 2021

ରୁଷରେ ବିମାନ ଦୁର୍ଘଟଣା : ୧୬ ମୃତ, ୭ ଗୁରୁତର

କନକ ବ୍ୟୁରୋ: କେନ୍ଦ୍ରୀୟ ରୁଷିଆର ଟାଟାରସ୍ତାନ ଅଞ୍ଚଳରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୭ ଜଣ ଗୁରତର ଆହତ ମଧ୍ୟ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନ ମଧ୍ୟରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ୭ଜଣଙ୍କୁ ଏବେ…

ରାଜାବଗିଚା ପରେ… ବାଦାମବାଡି ଛକ: ଫାଟିଲା ପାଣି ପାଇପ, ଭାସିଲା ରାସ୍ତା

କନକ ବ୍ୟୁରୋ: ରାଜାବଗିଚା ପରେ କଟକ ବାଦାମବାଡି ଛକରେ ପୁଣି ଫାଟିଲା ପାଣି ପାଇପ । ପାଇପ ଫାଟିବାରୁ ରାସ୍ତା ଉପରେ ଛୁଟିଲା ପାଣିର ସୁଅ । ଫଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ସେପଟେ ବାଦାମବାଡି କଟକର ପ୍ରମୁଖ ରାସ୍ତା ହୋଇଥିବାରୁ ରାସ୍ତାରେ ଯାତାୟାତ କରିବାକୁ ଅସୁବିଧା ହେଉଛି…

ଚୋରି ପଇସାରେ ପ୍ରେମିକାକୁ ସୁନା ହାର ଉପହାର ଦେଉଥିଲା ଚୋର । ପୋଲିସ ହାତରେ ଧରାପଡ଼ିଲା ଡ଼ିକି ତାଡ଼ି ଲୁଟ୍ କରୁଥିବା…

କନକ ବ୍ୟୁରୋ : ଲୁଟ୍ ପଇସାରେ ପ୍ରେମିକାକୁ ସୁନା ହାର ଉପହାର । ସୁନା ଅଳଙ୍କାର ସହ ନଗଦ ଟଙ୍କା ଜବତ କଲା ବଲାଙ୍ଗୀର ସଦର ପୋଲିସ । ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ସ୍ଥାନରୁ ଡ଼ିକି ତାଡ଼ି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛି ସୋନପୁର ସହରର ଦୟାସାଗର…

କେନ୍ଦୁଝରରେ ବିଜେପି ବିଧାୟକଙ୍କୁ ଆକ୍ରମଣ ଘଟଣା । ଟୁଇଟ୍ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ…

କନକ ବ୍ୟୁରୋ: କେନ୍ଦୁଝରରେ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ବୋମାମାଡ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଘଟଣାକୁ ସେ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି…

ଉଦ୍ଧାର ହୋଇଥିବା ମୃତ ଯୁବକ ବରିଷ୍ଠ ସାମ୍ବାଦିକଙ୍କ ପୁଅ: କାଲି ହୋଇଥିଲା ଅପହରଣ, ଆଜି ମିଳିଲା ମୃତଦେହ 

କନକ ବ୍ୟୁରୋ: ଆଜି ପାତ୍ରପଡାର ଏକ ପୋଖରୀରୁ ମିଳିଥିବା ମୃତଦେହ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନରାଗଙ୍କର ବୋଲି ଜଣାପଡିଛି । ଏନେଇ ନବୀନ ଦାସ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । କାଲି ରାତିରେ ମନୀଷ ଅନୁରାଗଙ୍କୁ ଚନ୍ଦ୍ରଶେଖରପୁର ଶ୍ରୀବିହାର ଅଞ୍ଚଳରୁ ଅପହରଣ…

ଉପ-ନିର୍ବାଚନକୁ ନେଇ ବିହାରରେ ହଇଚଇ । ଆରଜେଡି ନେତାଙ୍କୁ ଆଇନା ଦେଖାଇଲେ କଂଗ୍ରେସ ପ୍ରଭାରୀ ।

କନକ ବ୍ୟୁରୋ: ଉପ-ନିର୍ବାଚନକୁ ନେଇ ଏବେ ଉଠୁଛି ପଡୁଛି ବିହାର ରାଜନୀତି । ହେଲେ ଏହାରି ଭିତରେ ମହାମେଣ୍ଟର ଦୁଇ ଦଳ କଂଗ୍ରେସ ଓ ଆରଜେଡି ଭିତରେ ସବୁକିଛି ଠିକ୍ ନଥିବା ଜଣାପଡିଛି । ସ୍ଥିତି ଏମିତି ହୋଇଛି ଯେ, ଦୁଇ ଦଳର ନେତା ସାଧାରଣରେ ବୟାନବାଜି କରିବାକୁ ମଧ୍ୟ ପଛାଉନାହାଁନ୍ତି । ବିହାର…