Daily Archives

October 10, 2021

ଟି-୨୦ ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା: ବିଜେତା ଟିମକୁ ମିଳିବ ୧୨ କୋଟି ଟଙ୍କା

କନକ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ପୁରସ୍କାର ରାଶି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଆଇସିସି । ଆଇସିସି ଅନୁସାରେ ଟି-୨୦ ବିଶ୍ୱକପ ବିଜେତାଙ୍କୁ ୧୨ କୋଟି ଟଙ୍କା ପୁରସ୍କାର ଦିଆଯିବ । ସେହିପରି ଉପବିଜେତାଙ୍କୁ ୬ କୋଟି ଟଙ୍କା । ଆଉ ସେମିଫାଇନାଲରେ ପରାସ୍ତ ହୋଇଥିବା…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ । ଖରିଫ୍ ଋତୁରେ ଧାନ କିଣା ସମ୍ପର୍କରେ ଲେଖିଲେ ଚିଠି ।

କନକ ବ୍ୟୁରୋ: ଆଗାମୀ ଖରିଫ୍ ରୁତୁରେ ଧାନ କିଣା ପ୍ରକ୍ରିୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ମୁଖ୍ୟମନ୍ତ୍ରୀ ଓଡିଶାର ବଳକା ଉଷୁନା ଚାଉଳ କିଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଓଡିଶା ଉଷୁନା ଚାଉଳ ଉତ୍ପାଦନ…

କରୋନା କାଳରେ ବଢିଛି ମାନସିକ ରୋଗୀଙ୍କ ସଂଖ୍ୟା । ମାନସିକ ଚାପରୁ ମୁକ୍ତି ପାଇଁ ଓଡ଼ିଶା ସରକାର ନେଇଥିବା ପଦକ୍ଷେପକୁ…

କନକ ବ୍ୟୁରୋ: କରୋନା କାଳରେ ମାନସିକ ଚାପରୁ ମୁକ୍ତି ଦେବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ କେନ୍ଦ୍ରର ପ୍ରଶଂସା । ଏପରିକି ଓଡିଶା ସରକାରଙ୍କୁ ପୁରସ୍କୃତ କରିଛି କେନ୍ଦ୍ର । ମହାମାରୀ ସମୟରେ ମାନସିକ ଚାପ ବହୁତ ବଢିଯାଇଛି । ମୃତ୍ୟୁ, ମୃତ୍ୟୁର ଭୟ, ରୋଗର ଭୟ ଓ କରୋନା କାଳରେ…

ଭୁବନେଶ୍ୱରରେ ଚାଞ୍ଚଲ୍ୟ । ପାତ୍ରପଡ଼ାର ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା କରାଯାଇଥିବା ସନ୍ଦେହ

କନକ ବ୍ୟୁରୋ: ଭୁବନେଶ୍ୱରରେ ଚାଞ୍ଚଲ୍ୟ । ପାତ୍ରପଡ଼ା ନିକଟସ୍ଥ ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ପୋଲିସ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ମୃତକ ଜଣକ ବରିଷ୍ଠ ସାମ୍ବାଦିକ…

ଯେପର୍ଯ୍ୟନ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦେଇନାହାଁନ୍ତି, ସେପର୍ଯ୍ୟନ୍ତ ଲଢିବୁ : ପ୍ରିୟଙ୍କା ଗାନ୍ଧୀ

କନକ ବ୍ୟୁରୋ: “ଆମେ କଂଗ୍ରେସ କାର୍ଯ୍ୟକର୍ତ୍ତ, ଦେଶକୁ ସ୍ୱାଧୀନ କରିବାକୁ ଲଢେଇ ଲଢିଛୁ । ଆମକୁ କେହି ବି ଚୁପ୍ କରିପାରିବେ ନାହିଁ । କେହି ବି ଆମର ରାସ୍ତା ରୋକିପାରିବ ନାହିଁ । ଯେବେଠୁ ଏହି ସରକାର ଆସିଛି ସେବେଠୁ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିଛି କି? ଯଦି ଆପଣଙ୍କ ଜବାବ ନାଁ, ତେବେ…

ଆସୁଛି ବଡ ବର୍ଷା ! ରାଜ୍ୟର ୭ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସ୍ଥିତିରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍‌ ପ୍ରବାହ ଏବେ ବି ଜାରି ରହିଛି । ଏହା ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର…