Daily Archives

October 10, 2021

ଦେଖିପାରୁନାହାନ୍ତି, କିନ୍ତୁ ସେ ଦୁର୍ବଳ ନୁହନ୍ତି । ଗରମ ତେଲରେ ସୁଆଦିଆ କଦଳୀ ଚିପ୍ସ ଛାଣି ସ୍ୱାବଲମ୍ବୀର କାହାଣୀ…

କନକ ବ୍ୟୁରୋ : କଠିନ ପରିଶ୍ରମ ଏବଂ ନିଷ୍ଠା କଦାପି ବୃଥା ଯାଏନାହଁ, ବୋଲି କଥାରେ ରହିଛି । ସୋସିଆଲ ମିଡିଆରେ ଜଣେ ଦୃଷ୍ଟିହୀନ ବୃଦ୍ଧଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ହୋ‌ଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବୃଦ୍ଧ ତାଙ୍କ ଦୃଷ୍ଟିଶକ୍ତି ହରାଇ ଦେଇଛନ୍ତି । ତଥାପି…

ପୃଥୀ ଶ’ଙ୍କ ସୁପର ଶୋ: ୧୭୨ ରନ କଲା ଦିଲ୍ଲୀ, ଚେନ୍ନାଇ ଆଗରେ ୧୭୩ ରନ ଟାର୍ଗେଟ

କନକ ବ୍ୟୁରୋ: ଆଜିର ଆଇପିଏଲ ପ୍ଲେ ଅଫ ମ୍ୟାଚରେ ପୃଥୀ ଶ ଦମଦାର ବ୍ୟାଟିଂ କରିଛନ୍ତି । ଶ’ଙ୍କ ଅର୍ଦ୍ଦଶତକ ବଳରେ ଦିଲ୍ଲୀ ୧୭୨ ରନ କରିବାରେ ସକ୍ଷମ ହୋଇଛି । ଫଳରେ ଏବେ ଚେନ୍ନାଇ ଆଗରେ ୧୭୩ ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ଦିଲ୍ଲୀ ବୋଲରଙ୍କୁ ସାମ୍ନା…

ବତକ ଚାଷ କରିଛି ଆତ୍ମ ନିର୍ଭରଶୀଳ: କେନ୍ଦ୍ରାପଡା ଖରିନାସି ଗାଁର ମିନାକ୍ଷୀ ବତକ ଫାର୍ମ କରି ହୋଇପାରିଛନ୍ତି…

କନକ ବ୍ୟୁରୋ: ବତକ ଚାଷ କରିଛି ଆତ୍ମ ନିର୍ଭରଶୀଳ ଆଉ ଦେଇଛି ରୋଜଗାର । ପଡିଆ ପଡିଥିବା ଜମିରେ ବତକ ଫାର୍ମ ପ୍ରତିଷ୍ଠା କରି ବାର୍ଷିକ ଲକ୍ଷାଧୀକ ଟଙ୍କା ରୋଜଗାର କରୁଛନ୍ତି ଜଣେ ସଫଳ ମହିଳା ବତକ ଚାଷି । ଘରର ସମସ୍ତ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ବଳକା ସମୟରେ ତୁଲାଉଛନ୍ତି ବତକ ଫାର୍ମର…

ପୂଜାରେ ଗରମ ହୋଇଥାନ୍ତା ବାବୁଙ୍କ ପକେଟ୍ । ସବୁ ସାରି ଦେଲା ଭିଜିଲାନ୍ସ, ରାଜ୍ୟ ସରକାରଙ୍କ ୩ ବଡ଼ ଅଧିକାରୀ ଗିରଫ ।

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ତିନି ପ୍ରଥମ ଶ୍ରେଣୀ କର୍ମଚାରୀ । ପୂଜା ପୂର୍ବରୁ ଦଶହରା ଭେଟି ଧରି ଘରକୁ ଫେରୁଥିଲେ ସରକାରୀ ବାବୁ । ହେଲେ ଭିଜିଲାନ୍ସ ଜାଲରେ ପଡି ବନ୍ଧା ହୋଇଛନ୍ତି । ଗିରଫ ତିନି ଅଧିକାରୀଙ୍କ ପାଖରୁ ମୋଟ୍ ୨୨ ଲକ୍ଷ ୬୧ ହଜାର ୭୨୦ ଟଙ୍କା ଜବତ ହୋଇଛି ।…

ପୋଖରୀରେ ଜଳ ବିଦ୍ୟୁତ ପ୍ରକଳ୍ପ: ଉତ୍ପାଦିତ ବିଦ୍ୟୁତରୁ ଆଲୋକିତ ହେଉଛି ତିବ୍ଦତୀୟ ପର୍ଯ୍ୟଟନ କ୍ଷେତ୍ର

କନକ ବ୍ୟୁରୋ: ବଡ ବଡ ଜଳଭଣ୍ଡାରରେ ବିଦ୍ୟୁତ ଉତ୍ପାଦନ ପାଇଁ ପ୍ରକଳ୍ପ ତିଆରି ହୋଇଥାଏ । ଆଉ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟିଏ ଛୋଟିଆ ପୋଖରୀରେ ବି ବିଦ୍ୟୁତ ଉତ୍ପାଦନ ପାଇଁ ପ୍ରକଳ୍ପ ତିଆରି ହୋଇଛି । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ…