Daily Archives

October 6, 2021

ୟୁପି ଲଖିମପୁର ହିଂସାକାଣ୍ଡ: କାଲି ଶୁଣାଣି କରିବେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: ୟୁପି ଲଖିମପୁର ହିଂସାକାଣ୍ଡର ଘଟଣାରେ କାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । ମୁଖ୍ୟ ବିଚାରପତି ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବେ । ଲଖିମପୁର ହିଂସାକାଣ୍ଡ ନେଇ ସୁପ୍ରିମକୋର୍ଟ ନିଜ ଆଡୁ ନଜର ରଖିଛନ୍ତି । ଏହି ଘଟଣାକୁ ନେଇ ଏବେ ୟୁପିରେ ରାଜନୀତି ଜୋର ଧରିଛି । ୟୁପି…

ଚାଲିଥିଲା ଆଇପିଏଲ ବେଟିଂ । ଚଢାଉ କଲା ପୋଲିସ, ୨ ଗିରଫ ।

କନକ ବ୍ୟୁରୋ : ଦେବଗଡ଼ ଥାନା ଅନ୍ତର୍ଗତ ଜାଡାଗୋଳା ଗ୍ରାମରେ ଆଇପିଏଲ୍‌ ବେଟିଂ ଚାଲିଥିବାବ‌େଳେ ଦେବଗଡ଼ ଥାନା ପୁଲିସ ଚଢ଼ଉ କରି ୨ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ,  ଜାଡାଗୋଳା ଗ୍ରାମରେ ଆଇପିଏଲ ବେଟିଂ ଚାଲିଥିବା ସୂଚନା ପାଇ ଦେବଗଡ଼ ଜିଲ୍ଲା ପୁଲିସର ସ୍ପେସାଲ ଏସଡ଼ିପିଓ…

ଜସନ ରୟଙ୍କ ରୋମାଞ୍ଚକର ବ୍ୟାଟିଂ । ବାଙ୍ଗାଲୋର ଆଗରେ ୧୪୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ହାଇଦ୍ରାବାଦ ।

କନକ ବ୍ୟୁରୋ : ଆବୁଧାବିରେ ଆଜି ଖେଳାଯାଉଥିବା ରୋମାଞ୍ଚକ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଆଗରେ ୧୪୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ହାଇଦ୍ରାବାଦ । ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ…

ବିଜେପି ଠାରୁ ଦୂରେଇ ଯିବେ ଜୟରାମ ପାଙ୍ଗୀ । ରାଜନୀତିକୁ ଛାଡିବେ, କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଲଢିବେ !

କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶାର ଜଣେ ଟାଣୁଆ ନେତା ଜୟରାମ ପାଙ୍ଗୀ, ବିଜେପି ଛାଡି ଯେଉଁ ନୂଆ ଦଳ ଗଢିବାକୁ ଯାଉଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା । ଆନ୍ଧ୍ର, ଛତିଶଗଡ ଓ ଓଡ଼ିଶାର କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଆଉ ଏହାର ନାଁ ରଖିବେ,…

OSSSCରେ ନିଯୁକ୍ତି: ଗ୍ରୁପ-‘ସି’ରେ ୨, ୮୪୧ ପଦବୀ ପାଇଁ ଚାକିରି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ?

କନକ ବ୍ୟୁରୋ: ଚାକିରି ଆଶାୟୀଙ୍କ ପାଇଁ ବଡ ଖବର । ଓଏସଏସଏସସି ଅଧିନରେ ନିଯୁକ୍ତି ପ୍ରକାଶ ପାଇଛି । ଗ୍ରୁପ-ସି ପଦବୀ ପାଇଁ ଆଶାୟୀମାନେ ଆବେଦନ କରିପାରିବେ । ଷ୍ଟାଟିଷ୍ଟିକାଲ ଫିଲ୍ଡ ସରଭେୟର, ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର, ଅମିନ, ଫରେଷ୍ଟ ଗାର୍ଡ ଓ ଏକ୍ସସାଇଜ କନେଷ୍ଟବଳ ପାଇଁ ୨,…