Daily Archives

October 5, 2021

ଯୋଗୀ ସରକାରକୁ ସିଦ୍ଧୁଙ୍କ ଚେତାବନୀ… । ମନ୍ତ୍ରୀଙ୍କ ପୁଅକୁ ଗିରଫ କର, ପ୍ରିୟଙ୍କା ଗାନ୍ଧୀଙ୍କୁ ଛାଡ…

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ପ୍ରଦର୍ଶନ କରୁଥିବା ୪ କୃଷକଙ୍କ ମୃତ୍ୟୁ ପରେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କ ପୁଅକୁ କଂଗ୍ରେସ ଟାର୍ଗେଟ କରିବା ସହ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ଆସୁଛି ।…

ଇଂଲଣ୍ଡକୁ ଝଟକା: ଟି-୨୦ ବିଶ୍ୱକପରୁ ବାଦ ପଡିଲେ ସାମ କୁରାନ 

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଇଂଲଣ୍ଡକୁ ବଡ ଝଟକା ଲାଗିଛି । ଆଗାମୀ ଟି୨୦ ବିଶ୍ୱକପରେ ଖେଳିବେନି ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନ । ଆହତ ସମସ୍ୟା ଯୋଗୁଁ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି ଇଂଲଣ୍ଡର ଏହି ଯୁବ ଅଲରାଉଣ୍ଡର । ତେବେ ଏଭଳି ଜଣେ ଦୁର୍ଦ୍ଦଶ ଅଲରାଉଣ୍ଡରଙ୍କ ଅନୁପସ୍ଥିତି ଦଳ…

ବ୍ୟାଟିଂରେ ଫେଲ୍, କାମ ଦେଲାନି ଧୋନୀ ରିଭ୍ୟୁ ସିଷ୍ଟମ । ମାହିଙ୍କ ଫିକା ପ୍ରଦର୍ଶନକୁ ନେଇ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ : ସୋମବାର ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୩ ୱିକେଟରେ ପରାସ୍ତ ହୋଇଥିଲା ଚେନ୍ନାଇ ସୁପରକିଙ୍ଗସ । ତେବେ ଏହି ମ୍ୟାଚ୍ ପରେ ଧୋନୀଙ୍କ ପ୍ରଦର୍ଶନକୁ ନେଇ ଉଠିଛି ପ୍ରଶ୍ନ । ଏହି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି…

ଡାଉନ ହୋଇଗଲା ଫେସବୁକ୍, ପ୍ରତି ମିନିଟ୍ ପିଛା ୧.୬ କୋଟି ଟଙ୍କା କ୍ଷତି ସହିଲେ ଜୁକରବର୍ଗ । 

କନକ ବ୍ୟୁରୋ : ସୋମବାର ରାତିରେ ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଡାଉନ ହେବା ଫଳରେ ମାର୍କ ଜୁକରବର୍ଗଙ୍କୁ ବଡ କ୍ଷତି ସହିବାକୁ ପଡିଛି । ମାତ୍ର କିଛି ଘଣ୍ଟା ଏହି ସୋସିଆଲ ସାଇଟ ଡାଉନ ହେବା ଫଳରେ ଜୁକରବର୍ଗ ବ୍ୟକ୍ତିଗତ ଭାବେ ଅନେକ କ୍ଷତି ସହିଛନ୍ତି । ଏପରିକି ତାଙ୍କର ସମ୍ପତ୍ତି  ମାତ୍ର…

୩ ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲ୍: ୨୦୧୫ ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି କଲେ ପକ୍ସୋ କୋର୍ଟ 

କନକ ବ୍ୟୁରୋ: ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜିଲ୍ଲା ଆଇସେବା ପ୍ରଧିକରଣଙ୍କୁ ସୁନ୍ଦରଗଡ଼ ପକ୍ସୋ କୋର୍ଟଙ୍କ ନିର୍ଦ୍ଦେଶ । ୨୦୧୫ ମସିହା ରଘୁନାଥପାଲି ଅଂଚଳରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ।…

ଆଦିବାସୀ ଗାଁରେ ଅଜଣା ଜ୍ୱର ଆତଙ୍କ: ଗାଁରେ ପହଂଚି ଜ୍ୱରର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ ଟିମ୍

କନକ ବ୍ୟୁରୋ: ୨୧ ଦିନରେ ୪ ଜଣଙ୍କ ଜୀବନ ନେଲାଣି ଅଜଣା ରୋଗ । ଏବେ ବି ଅନେକ ଲୋକ ଜ୍ୱରରେ ପୀଡ଼ିତ ହୋଇ ମେଡିକାଲ ଭର୍ତିି ହୋଇଛନ୍ତି । ପ୍ରଥମେ ଅବହେଳା ପରେ ଏବେ ଗାଁରେ ପହଂଚି କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ସେବା ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ…