Daily Archives

October 5, 2021

ଲକ୍ଷ୍ମୀପୁର ହିଂସା ଘଟଣାରେ ଘେରିଲେ ବିରୋଧୀ । ଶରଦ ପାୱାର କହିଲେ, ୟୁପିରେ ଏବେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଭଳି…

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଘଟଣାରେ ଏବେ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଗୋଟଏ ଗାଡି ଜାଣିଶୁଣି ପ୍ରଦର୍ଶନ କରୁଥିବା କୃଷକ ଉପରେ ମାଡି ଯାଉଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଏବେ ଉତ୍ତରପ୍ରଦେଶରେ ରାଜନୀତି ତେଜୁଥିବାବେଳେ ବିରୋଧୀ ଦଳମାନେ ଏହାକୁ…

ବୟସର ଅପରାହ୍ଣରେ ବଣ୍ଡା ବୃଦ୍ଧାଙ୍କୁ ମିଳୁନି ଭତ୍ତା: ଆଧାର କାର୍ଡ ନଥିବାରୁ ୫ ବର୍ଷ ହେବ ଭତ୍ତା ଟଙ୍କା ବନ୍ଦ କରିଛି…

କନକ ବ୍ୟୁରୋ: ପାହାଡ ଇଲାକାରେ ଜୁଲୁମ୍ । ୫ ବର୍ଷ ହେବ ଆଧାର ନାହିଁ ବୋଲି ଭତା କାଟିଦେଲେ ବାବୁ । ଆଉ ମିଳୁନି ଚଳଣି ପାଇଁ ସହାୟ ହେଉଥିବା ଭତା ଅର୍ଥ । ହାତଗୋଡ ଚାଲୁନି, ଠିଆ ହୋଇ ଚାଲିବା ବି ମୁସ୍କିଲ । ଏହାରି ଭିତରେ ବଣ୍ଡାଘାଟିରୁ ବାହାରି ଖଇରପୁଟ ଯିବା ବଣ୍ଡା ବୁଢି ମାଆ ପାଇଁ ସ୍ୱପ୍ନ ।…

ସହରରେ ବୁଲୁଛି ମଦୁଆ ଧରା ଗାଡ଼ି: ପାର୍ବଣ ସମୟରେ ମଦୁଆ ଓ ଜୁଆଡିଙ୍କୁ ସାବାଡ କରିବାକୁ ଅଭିନବ ଉଦ୍ୟମ

କନକ ବ୍ୟୁରୋ: ସହରରେ ବୁଲୁଛି ମଦୁଆ ଧରା ଗାଡି । ଯେଉଁମାନେ ମଦ ପିଇ ବାହାରେ ବୁଲୁଛନ୍ତି ସେମାନଙ୍କୁ ଉଠାଇ ନେଇ ଗାଡିରେ ପୁରାଇ ଦେଉଛି ପୋଲିସ । ଦୁଇ ଦିନରେ ମଦ ପିଇ ବୁଲୁଥିବା ଏଭଳି ୫୦ ଜଣଙ୍କୁ ଉଠାଇ ନେଲାଣି ପୋଲିସ । ପାର୍ବଣରେ ମଦୁଆଙ୍କୁ ସାବାଡ୍ କରିବା ପାଇଁ ବ୍ରହ୍ନପୁର ପୋଲିସ ପକ୍ଷରୁ…

ରାଜ୍ୟର ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କଲା ପାଣିପାଗ ବିଭାଗ।

କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର,…

ଚାଷୀଙ୍କ ଆକାଉଣ୍ଟରୁ ଟଙ୍କା ହଡପ: ପାସବୁକ୍ ନିଜ ପାଖରେ ରଖି ଲକ୍ଷାଧିକ ଟଙ୍କାର ଋଣ କରୁଛନ୍ତି ସମବାୟ ସମିତି ସଂପାଦକ

କନକ ବ୍ୟୁରୋ: ଗୋଟିଏ ପଟେ ମରୁଡି ଆଶଙ୍କା, ଅନ୍ୟପଟେ ଋଣ ଚିନ୍ତା । ବଲାଙ୍ଗୀରରେ ପ୍ୟାକ୍ସ ସମ୍ପାଦକ ଓ କର୍ମଚାରୀଙ୍କ କଳାକରନାମା ଚାଷୀଙ୍କୁ ତଳି ତଳାନ୍ତ କରିଦେଇଛି । ଚଷୀଙ୍କ ଅଜାଣତରେ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଋଣ ହୋଇଛି । ବଲାଙ୍ଗିର ଜିଲ୍ଲ ଗୁଡେଭଲା ବ୍ଲକ ଋଷୁଡା ସମବାୟ…

ଚେନ୍ନାଇର ବିଜୟ ପାଇଁ ପ୍ରାର୍ଥନା କଲେ ଜିଭା । ଫ୍ୟାନ୍ସ କହିଲେ, ଆଇପିଏଲ ୨୦୨୧ର ସବୁଠୁ ସୁନ୍ଦର ମୁହୂର୍ତ୍ତ …

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ‘ଜିଭା’ଙ୍କୁ ସବୁବେଳେ କିଛି ନା କିଛି କାରଣରୁ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥାଏ । ଆଉ ଏବେ ଜିଭାଙ୍କ ଗୋଟିଏ ଫଟୋ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଚେନ୍ନାଇ-ଦିଲ୍ଲୀ ମ୍ୟାଚ୍ ସମୟର ଏହି…