Daily Archives

October 3, 2021

କୋଲକାତାର ଘାତକ ବୋଲିଂରେ ଘାଇଲା ହେଲା ହାଇଦ୍ରାବାଦ । କେକେଆରକୁ ଦେଲା ୧୧୬ ରନର ବିଜୟଲକ୍ଷ୍ୟ ।

କନକ ବ୍ୟୁରୋ : କୋଲକାତାର ଦମଦାର ବୋଲିଂରେ ଭୁଷୁଡିପଡିଲା ହାଇଦ୍ରାବାଦର ବ୍ୟାଟିଂ ଅର୍ଡର । ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୧୫ ରନ୍ ସଂଗ୍ରହ କରିଛି ସନ୍ ରାଇଜର୍ସ ହାଇଦ୍ରାବାଦ । ଫଳରେ ବିଜୟ ପାଇଁ ଏବେ କୋଲକାତା ଆଗରେ ରହିଛି ମାତ୍ର ୧୧୬ ରନର ବିଜୟଲକ୍ଷ୍ୟ । ଦୁବାଇ…

ଅଳ୍ପ ସମ୍ବଳରେ ସଫଳ ବ୍ୟବସାୟ: ଉଦାହରଣ ସୃଷ୍ଟି କଲେ ଖୋର୍ଦ୍ଧା ଜିଲ୍ଲା ଅରିକମାର ଚନ୍ଦ୍ର ନାରାୟଣ

କନକ ବ୍ୟୁରୋ: କଥାରେ ଅଛି ମୋ ଗାଁ ମାଟି ସବୁଠୁ ବଢିଆ , ଏଭଳି କହିବା ପଛରେ ରହିଛି ଅନେକ କାହାଣି । କରୋନା ସମୟରେ ଭିଟାମାଟିର ମୋହ ଖୋର୍ଦ୍ଧା ଜିଲ୍ଲା ଅରିକମାର ଚନ୍ଦ୍ର ନାରାୟଣ ପ୍ରତାପ ସିଂଙ୍କୁ ଗାଁକୁ ଟାଣି ଆଣିଥିଲା । କେବଳ ସେତିକି ନୁହେଁ ଆତ୍ମବଳ ଓ ଦ୍ୁଢ ଇଛାଶକ୍ତିରେ ଚନ୍ଦ୍ର ନାରାୟଣ…

୪୦ଟି ପରିବାରର ସାହା ସାଜିଛି ବାଇଗଣ ଚାଷ: ବାର୍ଷିକ ୧ଲକ୍ଷରୁ ୩ଲକ୍ଷ ଯାଏଁ ଦେଉଛି ରୋଜଗାର

କନକ ବ୍ୟୁରୋ: ବାଇଗଣ ଚାଷ କରିଛି ସ୍ୱାବଲମ୍ବୀ । ରିଆମାଳ ବ୍ଲକର ଚାଷୀ ଧାନ ସମେତ ଡାଲି ଜାତୀୟ ଶସ୍ୟ ଓ ଫଳ ଚାଷ କରି ନିଜର ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିପାରିଥିବା ବେଳେ ଏବେ ପନିପରିବା ଉତ୍ପାଦନରେ ମଧ୍ୟ ଶୀର୍ଷ ଆଡକୁ ବଢିଛନ୍ତି । ରିଆମାଳ ବ୍ଲକ ତାରଙ୍ଗ ପଂଚାୟତ ଅନ୍ତର୍ଗତ ନିଶାବିରା…

ହରିଆଣା ପଲବଲରେ ଶିଶୁଙ୍କୁ ହେଉଛି ରହସ୍ୟମୟ ଜ୍ୱର, ଦୁଇଟି ଗାଁରେ ୨୪ ଶିଶୁଙ୍କ ମୃତ୍ୟୁ

କନକ ବ୍ୟୁରୋ : ହରିଆଣା ପଲବଲ ସ୍ଥିତ ହଥୀନ ଅଞ୍ଚଳରେ ରହସ୍ୟମୟ ଜ୍ୱରର ପ୍ରକୋପ ଜାରି ରହିଛି । ଏହି ଜ୍ୱରରେ ଚିଲ୍ଲୀ ଗ୍ରାମରେ ୧୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଛୟାଂସା ଗ୍ରାମରେ ଗତ ୧୦ ଦିନ ମଧ୍ୟରେ ୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ମୋଟ ଏହି ଜ୍ୱରରେ ସେହି ଅଞ୍ଚଳରେ ୨୪ ଜଣ…

କାଲିମେଳା ଏସଏଚଜି ମହିଳାଙ୍କ ଉଦ୍ୟମ: ଚକୋଲେଟ ପ୍ରସ୍ତୁତି ଯୋଗାଇଛି ରୋଜଗାର

କନକ ବ୍ୟୁରୋ: ଲକଡ଼ାଉନ ସମୟରେ କରୋନା ମହାମାରୀ ଅନେକ ଲୋକଙ୍କ ରୋଜଗାର ଛଡ଼ାଇ ନେଇଥିବାବେଳେ କାଲିମେଳାର କିଛି ମହିଳାମାନେ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ କିଛି ରୋଜଗାର କରି ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ମହିଳାମାନେ ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ଚକୋଲେଟ ତିଆରି କାମ…

ସ୍ୱୟଂ ସହାୟକ ଗୋଷ୍ଠୀର ନିଆରା ରୋଜଗାରର ମାଧ୍ୟମ: ବର୍ଜ୍ୟ ବସ୍ତୁରୁ ତିଆରି କରୁଛନ୍ତି ଜୈବିକ ସାର 

କନକ ବ୍ୟୁରୋ: ଆପଣଙ୍କ ଘର ଅଳିଆ ଯେ ଦିନେ ଆପଣଙ୍କ ପାଇଁ ସମ୍ବଳ ପାଲୋଟିବ, ତାହା ହୁଏ ତୋ ଆପଣ କେବେ ଭାବି ନ ଥିବେ । ଆଜ୍ଞା ହଁ, ଆପଣଙ୍କ ଘର ର ବର୍ଜ୍ୟ ବସ୍ତୁ ରୁ ଏବେ ବହୁ ମୁଲ୍ୟ ସମ୍ପଦ ସୃଷ୍ଟି କରିବା କାର୍ଜ୍ୟ ଆରମ୍ଭ ହୋଇଛି । ଆପଣ ଦୈନିକ ଫୋପାଡୁ ଥିବା ଓଦା ଓ ସୁଖିଲା ଅଳିଆ ରୁ ଜୈବିକ…