Daily Archives

October 2, 2021

ରାତି ପାହିଲେ ଆସିବ ପିପିଲି ଉପନିର୍ବାଚନ ଫଳାଫଳ: ଠାକୁରଙ୍କ ଶରଣରେ ଗଲେ ବିଜେପି, ବିଜେଡି କର୍ମୀ

କନକ ବ୍ୟୁରୋ: ରାତି ପାହିଲେ ପିପିଲି ନିର୍ବାଚନ ଫଳାଫଳ ଆସିବ । ଏହା ପୂର୍ବରୁ ଭଗବାନଙ୍କ ଭରସାରେ ଦୁଇ ରାଜନୈତିକ ଦଳର କର୍ମୀ ଓ ସମର୍ଥକ । ଉଭୟ ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ସମର୍ଥକମାନେ ସଂଧ୍ୟାରେ ଦୀପ ଜାଳ ଠାକୁରଙ୍କ ଆଶିର୍ବାଦ ଭିକ୍ଷା କରିବା ସହ ଭଜନକୀର୍ତ୍ତନ କରିଛନ୍ତି । ବିଜେଡି…

ବ୍ରାଉନସୁଗାରର ବିଷ ବଳୟରେ ବୁଡିଛି ଓଡ଼ିଶା । କେଉଁଠୁ ଆସୁଛି ବ୍ରାଉନସୁଗାର, କାରବାର ପଛରେ କିଏ ?

କନକ ବ୍ୟୁରୋ : ଓଡ଼ିଶାରେ ବ୍ୟାପୁଛି ବ୍ରାଉନ ସୁଗାରର ବିଷ । କିଲୋକିଲୋ ଧଳା ଜହର ଧରା ପଡିବା ପରେ ଏହା କେଉଁଠୁ ଆସୁଛି ଓ କିଭଳି ଲୋକଙ୍କ ପାଖରେ ପହଞ୍ଚୁଛି, ତାର ମୂଳ ଖୋଜିବାକୁ ଜାରି ରହିଛି ଅପରେସନ୍ । ମିଳିଥିବା ସୂଚନା ଅନୁସାରେ ଆଫଗାନିସ୍ତାନରୁ ବାଂଲାଦେଶ ଦେଇ ପଶ୍ଚିମବଙ୍ଗ ଓ ପରେ ଜଳପଥ…

ଘରେ ସ୍ତ୍ରୀ ସହିତ ଝଗଡା ପରେ ସ୍କୁଲରେ ଶିକ୍ଷକ କଲେ ଏମିତି କାମ, ଗାଁ ଲୋକ ବି ହୋଇଗଲେ ଚକିତ

କନକ ବ୍ୟୁରୋ : ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏକ ଘଟଣା ଶୁକ୍ରବାର ଦିନ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଜଣେ ବୈସୟିକ ଶିକ୍ଷାନୁଷ୍ଠାନର ଅଧ୍ୟପକ ଘରେ ସ୍ତ୍ରୀ ସହିତ ଝଗଡା କରିବା ପରେ ସ୍କୁଲରେ ଯାହା କରିଛନ୍ତି ତାହା ଜାଣିଲେ ଆପଣ ଚକିତ ହୋଇଯିବେ । ସୂଚନା ମୁତାବକ…

ଚାନ୍ଦା ଆଦାୟ କଲେ ବାନ୍ଧିନେବେ ପୁଲିସ ବାବୁ । ପାର୍ବଣରେ ଭାଇଗିରି ଉପରେ ଲାଗିବ ରୋକ୍ ।

କନକ ବ୍ୟୁରୋ : ପାର୍ବଣ ବେଳେ ଚାନ୍ଦା ମାଗିଲେ ବନ୍ଧା ହେବେ । ଚାନ୍ଦା ଆଦାୟକାରୀଙ୍କୁ ସାବଧାନ କରାଇ ଦେଇଛି କମିଶନରେଟ ପୁଲିସ । ଯଦି କେହି ଚାନ୍ଦା ମାଗୁଛନ୍ତି ତା’ହେଲେ ଥାନା ଅଧିକାରୀଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଛନ୍ତି ପୁଲିସ କମିଶନର । ଏବେ ପ୍ରଶ୍ନ ଉଠୁଛି, ପୁଲିସ ତ ତାଗିଦ୍…

ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ: କହିଲେ, ପୂର୍ବ ଲଦାଖରେ ସେନା ସଂଖ୍ୟା ବୃଦ୍ଧି କରୁଛି ଚୀନ

କନକ ବ୍ୟୁରୋ: ପୂର୍ବ-ଲଦାଖ ଗସ୍ତରେ ଥିବା ସ୍ଥଳ ସେନା ମୁଖ୍ୟ ଶନିବାର ଭାରତର ଦୁଇ ପଡୋଶୀ ରାଷ୍ଟ୍ରକୁ ଦେଇଛନ୍ତି କଡା ଚେତାବନୀ । ସୀମାରେ ସ୍ଥିତି ପରଖିବାକୁ ଯାଇଥିବା ସେନା ମୁଖ୍ୟ ଏମ ଏମ ନରଭଣେ, କହିଛନ୍ତି ସୀମାରେ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଭାରତ । ତେବେ ଲଦାଖ…

ଚାଷୀ ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ପଂଜାବ, ହରିଆଣାରେ ରବିବାର ଠାରୁ ଆରମ୍ଭ ହେବ ଶଷ୍ୟ କିଣା…

କନକ ବ୍ୟୁରୋ: ରବିବାର ଠାରୁ ପଂଜାବ ଓ ହରିଆଣାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ । ହରିଆଣାରେ ଚାଷି ଆନ୍ଦୋଳନ ତେଜିବା ପରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ । ଧାନ କିଣାରେ ବିଳମ୍ବ ହେଉଥିବାରୁ ଚାଷୀ ଅସନ୍ତୋଷ ବଢିବାରେ ଲାଗିଥିଲା । ହଜାର ହଜାର ସଂଖ୍ୟାରେ ଚାଷୀ ହରିଆଣା…