Daily Archives

October 2, 2021

ଭାରତକୁ ହିନ୍ଦୁ ରାଷ୍ଟ୍ର କର… ଏଭଳି ଜିଦରେ ଅଡି ବସିଲେ ଋଷି ପରମହଂସ ଆଚାର୍ଯ୍ୟ ମହାରାଜ: ଗୃହବନ୍ଦୀ କଲା ୟୁପି…

କନକ ବ୍ୟୁରୋ: ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବା ଦାବି ନେଇ ପରମହଂସ ବାବାଙ୍କ ଜଳ ସମାଧି ନେବା ମାମଲାରେ ତପସ୍ୱି କ୍ୟାମ୍ପ ବାହାରେ ପୁଲିସ ମୁତୟନ କରାଯାଇଛି । ବାବାଙ୍କୁ ପୋଲିସ ଗୃହବନ୍ଦୀ କରିଛନ୍ତି । ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯାଉ ବୋଲି ଦାବିକରି ବାବା…

ବିଶ୍ୱର କିଛି ଅସମାହିତ ପ୍ରଶ୍ନ, ଯାହା ଉପରୁ ପରଦା ଉଠାଇବାକୁ ବୈଜ୍ଞାନିକ ବି ଅସମର୍ଥ

କନକ ବ୍ୟୁରୋ : ସାରା ବିଶ୍ୱରେ ଅନେକ ରହସ୍ୟ ଏବେ ବି ଲୁଚି ରହିଛି । ଏହି ରହସ୍ୟକୁ ବୁଝିବାକୁ ଆଜି ବି ବୈଜ୍ଞାନିକମାନେ ଅସମର୍ଥ ରହିଛନ୍ତି । ଆଜି ଆମେ କିଛି ସବୁଠାରୁ ବଡ ରହସ୍ୟ ବାବଦରେ ଆପଣଙ୍କୁ କହିବୁ, ଯାହା ଉପରୁ ପରଦା ଉଠାଇବାକୁ ଆଜି ବି ବିଶ୍ୱର ବୈଜ୍ଞାନିକମାନେ ଅସମର୍ଥ ରହିଛନ୍ତି ।…

ବିଜେଡି ଯିବେ ନା କଂଗ୍ରେସରେ ରହିବେ, ଦୋ’ଛକିରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ରାଜ୍ୟସଭା ଆସନକୁ ନେଇ ଅଙ୍କ…

କନକ ବ୍ୟୁରୋ : ନେତାଙ୍କ ଦଳ ଡିଆଁ, ରାଜନୀତିରେ କିଛି ନୂଆ କଥା ନୁହେଁ । କିନ୍ତୁ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ କ୍ଷେତ୍ରରେ ଚର୍ଚ୍ଚା ଅନେକ ହେଉଛି ପୁଣି ଅଟକି ଯାଉଛି । ଗତକାଲି ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବା ପରେ ସେ ଦେଇଥିବା ବୟାନକୁ ନେଇ ରାଜନୈତିକ ସ୍ତରରେ ସମୀକ୍ଷା ଆରମ୍ଭ…

ଦମ ଦେଖାଇଲା ଦିଲ୍ଲୀ: ୪ ୱିକେଟରେ ଡିପେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ ଦେଲା ମାତ୍

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଦିଲ୍ଲୀ ଟିମ । ଏହି ମ୍ୟାଚରେ ଡିପେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ ୪ ୱିକେଟରେ ମାତ ଦେଇଛି ଦିଲ୍ଲୀ । ଏହି ବିଜୟ ସହ ଦିଲ୍ଲୀ ଫ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିସାରିଛି । ସେହିପରି ପରାଜୟ ସହ ମୁମ୍ବାଇର ପ୍ଲେ ଅଫ ଆଶା ମଉଳି…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ଏସିଡ଼ ଟେଷ୍ଟ । କାଲି ପିପିଲି ଉପନିର୍ବାଚନ ମତଗଣନା ।

କନକ ବ୍ୟୁରୋ : ଆସନ୍ତାକାଲି ପ୍ରକାଶ ପାଇବ ପିପିଲି ଫଳାଫଳ । ପଂଚାୟତ ନିର୍ବାଚନ ପୂର୍ବରୁ ଆସିବାକୁ ଥିବା ଏହି ରେଜଲ୍ଟ ରାଜ୍ୟର ପ୍ରତିଟି ଦଳ ପାଇଁ ଏକ ବାର୍ତା ଦେବ । କେତେ ବ୍ୟବଧାନରେ କିଏ ଜିତିବ ଏବଂ କାହାର ଭୋଟ ପ୍ରତିଶତ କେତେ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ସକାଳ ୮ରୁ ପୋଷ୍ଟାଲ…

ଆମେରିକାରେ କରୋନା ନେଲାଣି ୭ ଲକ୍ଷ ଜୀବନ । ୩ ମାସରେ ଗଡିଲାଣି ଏକ ଲକ୍ଷରୁ ଅଧିକ ମୁଣ୍ଡ ।

କନକ ବ୍ୟୁରୋ : ଭାରତରେ କରୋନାର ପ୍ରକୋପ ଜାରି ରହିଥିବା ବେଳେ ଆମେରିକାରେ ମହାମାରୀ ତାଣ୍ଡବ ରଚି ଚାଲିଛି । କରୋନା ଯୋଗୁଁ ସେଠାରେ ଏବେ ଦିନକୁ ପ୍ରାୟ ହଜାରେ ଲୋକଙ୍କ ଜୀବନ ଯାଉଛି । ଆମେରିକାରେ କରୋନାରେ ଏଯାଏଁ ୭ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବାଇଡେନ୍ ପ୍ରଶାସନ ଦେଶରେ ଜୋରଦାର…