Daily Archives

September 19, 2021

କାଲି ଶପଥ ନେବେ ଚରଣଜିତ ସିଂ ଚନ୍ନୀ: ହେବେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ 

କନକ ବ୍ୟୁରୋ: ଆଗାମୀକାଲି ପୂର୍ବାହ୍ନ ୧୧ଟାରେ କଂଗ୍ରେସର ଦଳିତ ନେତା ଚରଣଜୀତ ସିଂହ ଚନ୍ନୀ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଗୋଟିଏ ଦିନର କଳ୍ପନାଜଳ୍ପନାର ଅବସାନ ଘଟାଇ ଅନ୍ୟତମ କଂଗ୍ରେସ ନେତା ହରିଶ ରାୱତ୍‌ ଟୁଇଟ୍‌ କରି କରି ଏକଥା ଜଣାଇଛନ୍ତି। ତାଙ୍କୁ ଅଭିନନ୍ଦନ…

ମାସ୍କ ପିନ୍ଧିନଥିଲେ ବୋଲି… ଧକ୍କା ମାରି ବକ୍ସରଙ୍କୁ ଫ୍ଲାଇଟରୁ ବାହାର କରିଦେଲା ପୋଲିସ

କନକ ବ୍ୟୁରୋ: ବ୍ରିଟିଶ ବକ୍ସର ଆମିର ଖାନଙ୍କୁ ମାସ୍କ ନପିନ୍ଧିବା ପଡିଲା ମହଙ୍ଗା । ମାସ୍କ ପିନ୍ଧିନଥିଲେ ବୋଲି ଆମିରଙ୍କୁ ଆମେରିକାନ ଏୟାରଲାଇନ୍ସ ଧକ୍କା ମାରି ଫ୍ଲାଇଟରୁ ବାହାର କରିଦେଲା । ଏକଥା ନିଜେ ଆମିର ଖାନ ସୋସିଆଲମିଡିଆ ଜରିଆରେ କହିଛନ୍ତି । ଜଣେ ସିଲିବ୍ରିଟି ହୋଇଥିଲେ ମଧ୍ୟ ମାସ୍କ…

ଓଡ଼ିଶାରେ ବଢୁଛି ରକ୍ତଚାପ ରୋଗୀଙ୍କ ସଂଖ୍ୟା । କମ୍ ଲୋକ ଖାଉଛନ୍ତି ଫଳମୂଳ ଓ କ୍ଷୀର, ଅଧିକ ଖାଉଛନ୍ତି ମାଂସ ।

କନକ ବ୍ୟୁରୋ : ରାଜ୍ୟରେ କିପରି ସ୍ୱାସ୍ଥ୍ୟ ବିଗୁଡିଛି, କରୋନା ସମୟରେ କିପରି ଅଣସଂକ୍ରାମକ ରୋଗ ବଢ଼ିଚାଲିଛି, ଏ ନେଇ ଚିନ୍ତାଜନକ ଚିତ୍ର ଦେଇଛି ଆସୋଚାମ । କରୋନା ମହାମାରୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଦାରିଦ୍ର୍ୟ, ଖରାପ ଖାଦ୍ୟାଭ୍ୟାସ, ବାୟୁ ପ୍ରଦୂଷଣ, ଚିକିତ୍ସା…

ରାତି ବଢୁଛି, ଚାଲେଞ୍ଜ ବଢୁଛି… ଅନ୍ଧାର ଭିତରେ ଅପରେସନ ‘ଜ୍ୟୋର୍ତିମୟ’

କନକ ବ୍ୟୁରୋ: ରାତି ବଢୁଛି, ଚାଲେଞ୍ଜ ବଢୁଛି... ଅନ୍ଧାର ରାତିରେ ଅପରେସନ କରିବା ମୁସ୍କିଲ ହେଉଛି । ଭୁବନେଶ୍ୱର ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀ ସ୍ଥିତ ଡ୍ରେନ ପାଣିରେ ଛାତ୍ର ଭାସିଯିବାକୁ ପାଖାପାଖି ସାଢେ ୩ ଘଣ୍ଟାରୁ ୪ ଘଣ୍ଟା ହେଲାଣି ତଥାପି ଏଯାଏଁ ଛାତ୍ର ଜ୍ୟୋତିର୍ମୟ…

ରେଡ୍ କରିବାକୁ ଯାଇଥିଲେ ବିଏମସି ଅଧିକାରୀ । ଲିଫ୍ଟରେ ଯାଉଥିବା ବେଳେ ପାୱାର ଅଫ୍ କରିଦେଲେ ବାର୍ ମାଲିକ ।

କନକ ବ୍ୟୁରୋ : କରୋନା ନିୟମ ନମାନି ବିଳମ୍ବିତ ରାତି ଯାଏଁ ବାର ଚଳାଇଲେ, ଚଢ଼ାଉ ବେଳେ ଡେପୁଟି କମିସନରଙ୍କ ସମେତ ବିଏମସିର ଦୁଇ ଜଣ ଅଧିକାରୀଙ୍କୁ ଲିଫ୍ଟରେ ବନ୍ଦ କରିଦେଲେ ବାର ମାଲିକ ଓ କର୍ମଚାରୀ । ଲିଫ୍ଟରେ ପାୱାର ଅଫ୍ କରିଦେବାରୁ ଅଣନିଶ୍ୱାସୀ ଅବସ୍ଥାରେ ଫସି ରହିଲେ ବିଏମସି ଅଧିକାରୀ ।…