Daily Archives

September 15, 2021

ସବୁ ଧର୍ମରେ ଅଛି ‘ହାତ’ ଚିହ୍ନ । ପଢନ୍ତୁ, କଂଗ୍ରେସର ‘ହାତ’ ଚିହ୍ନକୁ ନେଇ କଣ କହିିଲେ ରାହୁଲ ଗାନ୍ଧୀ?

କନକ ବ୍ୟୁରୋ: ଭାରତର ସବୁଠୁ ପୁରାତନ ରାଜନୈତିକ ଦଳ କଂଗ୍ରେସର ଚିହ୍ନ ‘ହାତ’ କାହିଁକି ରଖାଯାଇଛି? ମଙ୍ଗଳବାର ଅଖିଳ ଭାରତୀୟ ମହିଳା କଂଗ୍ରେସର ସ୍ଥାପନ ଦିବସରେ ଏନେଇ ସୂଚନା ଦେଇଛନ୍ତି ଦଳର ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି , କଂଗ୍ରେସର ହାତ ଚିହ୍ନରେ ସବୁ ଧର୍ମ ରହିଛି । ହାତର ଚିହ୍ନ…

କାଲିମେଳାରୁ ବଲିଉଡ ହିରୋ: ବହୁଭାଷୀ ଚଳଚ୍ଚିତ୍ର ‘ଅନଲିମିଟେଡ’ରେ ଓଡିଆ ପୁଅ ଅମନ

କନକ ବ୍ୟୁରୋ: ମନରେ ଇଚ୍ଛା ଆଉ ନିଜ ଉପରେ ଭରସା ଥିଲେ ସଫଳତା ଆପେ ଆପେ ମିଳିଥାଏ । ଯେଉଁଠି ଲୋକମାନେ ଦିଓଳି ଦିମୁଠା ଖାଇବା ପାଇଁ ସଂଘର୍ଷ କରନ୍ତି, ଯେଉଁଠି ବିକାଶର ପାଦ ଚିହ୍ନ ନଥାଏ, ସେହି ଜାଗାରୁ ଜଣେ ସଫଳତାର ମଞ୍ଜି ବୁଣିବା କେତେ ଯେ କଷ୍ଟ ତାହା ସେ ନିଜେ ହିଁ ଜାଣିଥାଏ । ଆମେ ଆଜି…

ଅସଦଦ୍ଦୀନ ଓୱେସୀ ଓ ରାକେଶ ଟିକାୟତ ମଧ୍ୟରେ ବୟାନ ଝଡ, ‘ଚାଚାଜାନ’ କହି ଓୱେସୀଙ୍କୁ ଟ୍ରୋଲ କଲେ ଟିକାୟତ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନ ଓ ଶ୍ରମ କୋର୍ଡକୁ ନେଇ କୃଷକମାନେ ପାଖା ପାଖି ୧୦ ମାସ ହେବ ଆନ୍ଦୋଳନ ଚଳାଇଛନ୍ତି । ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ ଏବେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ କୃଷକ ମହା ପଞ୍ଚାୟତ ଆୟୋଜନ କରି କେନ୍ଦ୍ର…

କୋରାପୁଟ ଜିଲ୍ଲାରେ ଦୁର୍ବଳ ହେଉଛି କି କଂଗ୍ରେସ ? ବିଜେଡିରେ ଯୋଗ ଦେଲେ ପୂର୍ବତନ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି ।…

କନକ ବ୍ୟୁରୋ: କୋରାପୁଟକୁ କଂଗ୍ରେସର ଗଡ କୁହାଯାଏ । ଗତ ସାଧାରଣ ନିର୍ବାଚନରେ ରାଜ୍ୟର ୨୦ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ୧୯ଟି ଆସନରେ ହାରି ଯାଇଥିଲେ ବି କୋରାପୁଟ ଆସନରୁ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ । କିନ୍ତୁ ପୌର ଓ ପଞ୍ଚାୟତ ନିର୍ବାଚନ ଆଗରୁ କଂଗ୍ରେସର ଏହି ଗଡ ଦୁର୍ବଳ ହେବାରେ…

ମୋବାଇଲରେ କାର୍ଟୁନ ଦେଖୁ ଦେଖୁ, ୪ ମହଲା ବିଲଡିଂରୁ ତଳକୁ ଖସିପଡିଲା ୨ ବର୍ଷର ଶିଶୁ । ଏମିତି ବଞ୍ଚିଲା ଜୀବନ ।

କନକ ବ୍ୟୁରୋ : ଗୁଜୁରାଟର ସୁରଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୨ବର୍ଷର ଶିଶୁ ୪ମହଲାରୁ ଖସି ପଡ଼ିଥିବା ଜଣାପଡ଼ିଛି । ଏହି ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ସୂଚନା ଅନୁସାରେ, ଘଟଣା ଘଟିଥିବା ଆପାର୍ଟମେଣ୍ଟରେ ୱାଶିମ ଅନସାରି ତାଙ୍କ ପତ୍ନୀ ଓ…

ସରକାରୀ ଯୋଜନା ବଢ଼ାଇ ପାରୁନି ଚାଷୀଙ୍କ ଆୟ । ଓଡ଼ିଶା ଚାଷୀଙ୍କ ମାସିକ ଆୟ ୫ ହଜାରରୁ ସାମାନ୍ୟ ଅଧିକ ।

କେତେ ଆୟ କରୁଛନ୍ତି ଓଡ଼ିଶା ଚାଷୀ? ଆସିଲା କେନ୍ଦ୍ର ସରକାରଙ୍କ ରିପୋର୍ଟ ସାରା ଦେଶରେ ଚାଷୀ ଆନ୍ଦୋଳନ ଚାଲିଛି, ଚାଷୀଙ୍କୁ ନେଇ ରାଜନୀତି ଜୋରଦାର ହେଉଛି, ହେଲେ ଚାଷୀଙ୍କ ଆୟ ସେପରି ବଢ଼ୁନି । କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ୱୟ ମନ୍ତ୍ରାଳୟର ରିପୋର୍ଟରୁ ଏହି ତଥ୍ୟ ଆସିଛି…