Daily Archives

September 14, 2021

ମୂର୍ତି ଉଚ୍ଚତା ବିବାଦକୁ ନେଇ କୋର୍ଟ ଗଲେ ପୂଜାକମିଟି ସଦସ୍ୟ । ସରକାରଙ୍କ ନିଷ୍ପତ୍ତିକୁ କଲେ ଚ୍ୟାଲେଞ୍ଜ । 

କନକ ବ୍ୟୁରୋ : ମୂର୍ତି ଉଚ୍ଚତାକୁ ନେଇ ବିବାଦ କମିବା ବଦଳରେ ବଢିଚାଲିଛି । ରାଜରାସ୍ତାର ଆନ୍ଦୋଳନ ହାଇକୋର୍ଟରେ ପହଞ୍ଚିବା ସହ ପ୍ରସଙ୍ଗରେ ରାଜନୀତିର ରଙ୍ଗ ଲାଗିଛି । ୪ ଫୁଟର ଉଚ୍ଚତା ପଛର କାରଣ ଓ ସରକାରଙ୍କ ତମାମ ଆଲୋଚନାରୁ ସୁଫଳ ମିଳୁନଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ବାପା ଅଟୋ ଡ୍ରାଇଭର, ପୁଅ ହେଲେ ଆଇଏଏସ: ପଢନ୍ତୁ ଜଣେ ସଫଳ ୟୁପିଏସସି ପରୀକ୍ଷାର୍ଥୀଙ୍କ ସଂଘର୍ଷମୟ କାହାଣୀ

କନକ ବ୍ୟୁରୋ: କଥାରେ ଅଛି, ଦୃଢ ଇଚ୍ଛା ଶକ୍ତି ସଫଳତା ଆଣିଦିଏ । ଆଉ ଯଦି ଆପଣ ମନରେ ଏଭଳି କଥା ରଖି ଆଗକୁ ବଢନ୍ତି ତେବେ ଦିନେ ନା ଦିନେ ସଫଳତା ନିଶ୍ଚେ ମିଳିବ । ଆମେ ଆଜି ଯେଉଁ ବ୍ୟକ୍ତିଙ୍କ କଥା କହିବୁ ତାଙ୍କ ଜୀବନର ସଂଘର୍ଷ ମଧ୍ୟ କିଛି କମ ନୁହେଁ । ପିଲାଟି ବେଳୁ ଗରିବି ଗଳିରୁ ବଢି ଆଜି…

ସ୍ୱିଗି ବୟ ନିଜ ରଚିଥିଲା ନିଜ ଅପହରଣ ନାଟକ । ସ୍ତ୍ରୀଙ୍କୁ ଧୋକା ଦେଇ ଆଉ ଜଣେ ଯୁବତୀଙ୍କ ସହ ଚାଲିଯାଇଥିଲା ମଧ୍ୟପ୍ରଦେଶ…

କନକ ବ୍ୟୁରୋ : ଅପହରଣ ନୁହେଁ ବରଂ ପ୍ରେମିକାଙ୍କ ସହ ଫୁର ମାରିଥିଲେ ସ୍ୱିଗି ଡେଲିଭରୀ ବୟ । ମଧ୍ୟପ୍ରଦେଶରୁ ଧରାପଡିବା ପରେ ଏହି ପୂରା ମାମଲାର ପର୍ଦ୍ଦାଫାଶ ହୋଇଛି । ସୂଚନା ଅନୁସାରେ ଧନ ବୋଲି ଡାକି ନିଜ ସ୍ତ୍ରୀଙ୍କୁ ପଠାଇଥିବା ଅଡିଓ ହିଁ ପତିତପାବନଙ୍କୁ ଧରା ପକାଇ ଦେଇଥିଲା । ୨ଟି ଭିନ୍ନ…

କୋଟିପତି ଅଙ୍ଗନବାଡି ଦିଦି: ୪ଟି କୋଠା, ୧୪ଟି ପ୍ଲଟ । ସମ୍ପତ୍ତି ଜାଣିଲେ ଆପଣ ବି ହୋଇଯିବେ ତାଜୁବ…

କନକ ବ୍ୟୁରୋ: ତାଜୁବ କରିଦେଲା ଅଙ୍ଗନବାଡି ଦିଦିଙ୍କ ସମ୍ପତ୍ତି ତାଲିକା । ଭିଜିଲାନ୍ସ ରେଡରେ ୪ କୋଟି ସମ୍ପତ୍ତି ଠାବ । ଭୁବନେଶ୍ୱର କୋରଡକଣ୍ଟା ଅଙ୍ଗନବାଡି ଦିଦି କବିତା ମାଥାନଙ୍କ ସମ୍ପତ୍ତି ତାଲିକା ଆପଣଙ୍କୁ ବି ତାଜୁବ କରିଦେବ । ୬ଟି ସ୍ଥାନରେ ଭିଜିଲାନ୍ସ ରେଡ କରି ଅଙ୍ଗନବାଡି ଦିଦିଙ୍କ…

ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ଦେଖନ୍ତୁ, କିଏ କିଏ ଅଛନ୍ତି…

କନକ ବ୍ୟୁରୋ: ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାଙ୍କ ଘୋଷଣା କରିଛି ବିଜେପି । ମଙ୍ଗଳବାର ବିଜେପି ପକ୍ଷରୁ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଥିବାବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କ ସହିତ ଅନ୍ୟ…