Daily Archives

September 13, 2021

ପିଏଫ ଖାତାଧାରୀଙ୍କୁ ଆଶ୍ୱସ୍ତି: ବଢିଲା ୟୁଏଏନ ସହ ଆଧାର ଲିଙ୍କର ଅବଧି

କନକ ବ୍ୟୁରୋ: ଇପିପିଏଫ ଖାତାଧାରୀଙ୍କ ପାଇଁ ବଡ ଖବର । ୟୁଏଏନ ସହ ଆଧାର ଲିଙ୍କର ଅବଧିକୁ ବଢାଇ ଦିଆଯାଇଛି । ଏଣିକି କିଛି ଖାସ କ୍ଷେତ୍ରର କର୍ମଚାରୀ ପିଏଫ ଖାତାର ୟୁଏଏନକୁ ୩୧ ଡିସେମ୍ବର ଯାଏଁ ଆଧାର ନମ୍ବର ସହ ଲିଙ୍କ କରିପାରିବେ । ସେହିପରି ବାକି କିଛି କର୍ମଚାରୀଙ୍କ ପାଇଁ ସେପ୍ଟେମ୍ବର ୩୦…

ପ୍ରକାଶ ପାଇଲା +୨ କଟ୍ ଅଫ୍ ମାର୍କ ତାଲିକା । କଳା, ବାଣିଜ୍ୟ ଓ ବିଜ୍ଞାନରେ ଆଗରେ ରେଭେନ୍ସା ।

କନକ ବ୍ୟୁରୋ : ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ନାମ ଲେଖା ପାଇଁ କଟଅଫ୍ ମାର୍କ ତାଲିକା । ତିନୋଟି ଯାକ ବିଭାଗ, କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସାର କଟଅଫ୍ ମାର୍କ ସର୍ବାଧିକ ରହିଛି । ୧୪ ରୁ ୨୧ ପର୍ଯ୍ୟନ୍ତ ଚାଲିବ ନାମଲେଖା । ବଢିଲା ପାସ ହାର, ବଢିଲା କଟ୍ ଅଫ୍ । ତିନୋଟି ଷ୍ଟ୍ରିମରେ…

ଗୋଟିଏ ଜମି, ମାଲିକାନା ଜାହିର କରୁଛନ୍ତି ଅନେକ । ୫ ଜଣଙ୍କୁ ବିକ୍ରି କରାଯାଇଛି ଗୋଟିଏ ଜମି ।

କନକ ବ୍ୟୁରୋ : ଆପଣ ଭୁବନେଶ୍ୱରରେ ଜମି କିଣିବାକୁ ଚାହୁଁଛନ୍ତି କି ? ଜମି କିଣିବା ପୂର୍ବରୁ ସତର୍କ ହୋଇଯାଆନ୍ତୁ ନହେଲେ ଆପଣ ହୋଇପାରନ୍ତି ଠକାମୀର ଶିକାର । କାହିଁକି ନା ମାଳ ମାଳ ଦଲାଲ ଏବେ ଗୋଟିଏ ଜମିକୁ ବାରମ୍ବାର ବିକୁଥିବାର ଚିତ୍ର ସାମ୍ନାକୁ ଆସିଛି । ଜମି ଗୋଟିଏ, ହେଲେ ମାଲିକ ଅନେକ…

ରାଜ୍ୟରେ ବନ୍ୟା ଆଶଙ୍କା, ଫୁଲୁଛି ୧୦ ନଦୀର ଜଳସ୍ତର ।

କନକ ବ୍ୟୁରୋ : ରେକର୍ଡ ପରିମାଣର ବର୍ଷା ଯୋଗୁଁ ଶୁଖିଲା ପଡିଥିବା ନଦୀ ଗୁଡିକର ଜଳସ୍ତର ଅଚାନକ ବଢ଼ିବା ଆରମ୍ଭ କରିଛି । ବିଶେଷ କରି ଜଳକା, ବ୍ରାହ୍ମଣୀ, ବୈତରଣୀ, କୁଶଭଦ୍ରା ନଦୀ ଫୁଲିବାରେ ଲାଗିଛି । ଜଳକାର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମହାନଦୀର ଜଳସ୍ତର ବିପଦ ସଙ୍କେତ…

ଦେଶରେ ୭୫ କୋଟି ଡେଇଁଲା ଟିକାକରଣ, ଗତ ୧୩ ଦିନରେ ୧୦ କୋଟି ଟିକା ଦେଇଛି ଭାରତ ।

କନକ ବ୍ୟୁରୋ : ଟିକାକରଣରେ ନୂଆ ରେକର୍ଡ କଲା ଭାରତ । ଯାହା ପୂରା ବିଶ୍ୱ କରିପାରିନାହିଁ ତାହା ଭାରତ କରି ଦେଖାଇଛି । ଭାରତ ଏବେ ୭୫ କୋଟି ଟିକାଦାନ ଡୋଜ ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି । ଆଉ ସବୁଠୁ ବଡ କଥା ହେଉଛି କେବଳ ୧୩…

୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ: ଏହି ସବୁ ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତିପ୍ରବଳ ବର୍ଷା

କନକ ବ୍ୟୁରୋ: ଆସନ୍ତାକାଲି ଯାଏଁ ରାଜ୍ୟର ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି । ଏହି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ସମ୍ବଲପୁର, ଦେବଗଡ, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡା, ବରଗଡ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ । ଏହି ସବୁ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ…