Daily Archives

September 9, 2021

ଟିମ୍ ଇଣ୍ଡିଆକୁ ମ୍ୟାଚ୍ ପୂର୍ବରୁ ହାରିବାକୁ ପ୍ରସ୍ତାବ ଦେଲା ଇଂଲଣ୍ଡ କ୍ରିକେଟ୍ ବୋର୍ଡ । ପଢନ୍ତୁ, କଣ କହିଲେ…

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଭିତରେ ହେବାକୁ ଥିବା ପଞ୍ଚମ ଟେଷ୍ଟ ଖେଳାଯିବ କି ନାହିଁ , ତାହା ଏବେ ବି ଆଶା ଆଶଙ୍କା ଭିତରେ ରହିଛି । ମ୍ୟାଚର ଠିକ୍ ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆର ଜଣେ ସପୋର୍ଟ ଷ୍ଟାଫ୍ ପଜିଟିଭ୍ ଚିହ୍ନଟ ହେବା ଏହି ମ୍ୟାଚ୍ ଉପରେ କଳାବାଦଲ ଢାଙ୍କି ଦେଇଛି । ଆଉ ଏହାପରେ…

ପାଣି ମାଡି ଆସିଲା, ପୋଲ ଭୁଶୁଡିଲା । ମୁସଲମୁଣ୍ଡା ଗାଁକୁ ଯାତାୟତ ଠପ୍ ।

କନକ ବ୍ୟୁରୋ :  କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ବାଲିପେଟା ପଞ୍ଚାୟତର ମୁସଲମୁଣ୍ଡା ଗାଁ ନିକଟରେ ଥିବା ପୋଲ ଭୁଶୁଡ଼ି ପଡ଼ିଛି। ଫଳରେ ମୁସଲମୁଣ୍ଡା ଗାଁ ସମେତ ଆଖପାଖ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ସୂଚନା ଥାଉକି, ନାରାୟଣପାଟଣା ଲକ୍ଷ୍ମୀପୁର ମୁଖ୍ୟ ରାସ୍ତାର…

ନିଷ୍ଠୁର ମଣିଷ । ୧୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ମାରିଦେଲେ । 

କନକ ବ୍ୟୁରୋ : ନିର୍ଦ୍ଦୟୀ, ନିଷ୍ଠୁର, ଅମାନୁଷିକ । ଯେତେ ଶବ୍ଦ ପ୍ରୟୋଗ କଲେ ବି କମ ପଡିବ । ଇଏ ଏମିତି ଏକ ଘଟଣା ଯାହା ମଣିଷକୁ ପଶୁ ସହ ତୁଳନା କଲେ ବି କମ ପଡିବ । କାରଣ ମୁହଁ ଖୋଲି ପ୍ରତିବାଦ କରି ପାରୁନଥିବାରୁ ସେମାନଙ୍କ ସହ ଅମାନୁଷିକ ବ୍ୟବହାର କରୁଛି ମଣିଷ । ସେହିଭଳି ଏକ ଘଟଣା…

ଜାତୀୟ ରାଜପଥରେ ଓହ୍ଲାଇଲା ଯୁଦ୍ଧ ବିମାନ । ପାକ୍ ସୀମା ନିକଟରେ କଲା ଶକ୍ତି ପ୍ରଦର୍ଶନ ।

କନକ ବ୍ୟୁରୋ: ଜାତୀୟ ରାଜପଥରେ ଅବତରଣ କଲା ସୁଖୋଇ-ଜାଗୁଆର । ପାକ୍ ସୀମା ନିକଟରେ କଲା ଶକ୍ତି ପ୍ରଦର୍ଶନ । ପାକିସ୍ତାନ ସୀମା ନିକଟ ରାଜସ୍ଥାନ ଜାଲୋରରେ ତିଆରି ହେଲା ସ୍ୱତନ୍ତ୍ର ଏୟାରଷ୍ଟ୍ରିପ । ଏୟାରଷ୍ଟ୍ରିପରେ ଦମ୍ ଦେଖାଇଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ । ଜାଲୋରରେ ତିିଆରି ହୋଇଥିବା…

ତାଲିବାନ ବର୍ବରତାର ଅସଲ ଚେହେରା: ସାମ୍ବାଦିକଙ୍କୁ ମାଡ ମାରିଲେ, ଲହୁଲୁହାଣ କଲେ ।

କନକ ବ୍ୟୁରୋ: ସାମ୍ନାକୁ ଆସିଛି ତାଲିବାନୀ ଆତଙ୍କବାଦୀଙ୍କ ବର୍ବରତା । କଥାରେ ଗୋଟିଏ ଓ କାମରେ ଆଉ କିଛି କରିଦେଖାଇଛି ଆଫଗାନିସ୍ତାନରେ ତାଲିବାନ ସରକାର । ତାଲିବାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କିଛି ମହିଳାଙ୍କ ଖବର ସଂଗ୍ରହ ପାଇଁ ପହଂଚିଥିବା ସାମ୍ବାଦିକଙ୍କ ଏପରି ଅବସ୍ଥା କରିଛି…

ବିବାଦ ଭିତରେ ଧୋନୀ । ଟିମ୍ ଇଣ୍ଡିଆ ମେଣ୍ଟର ଭାବେ ନୂଆ ଦାୟିତ୍ୱ ମିଳିବା ପରେ ଆସିଲା ଅଭିଯୋଗ ।

କନକ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ମେଣ୍ଟର ଭାବେ ଚୟନ ହେବା ପରେ ଏବେ ବିବାଦରେ ଧୋନୀ । ତାଙ୍କ ବିରୋଧରେ ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ପୂର୍ବତନ ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଏକ ଅଭିଯୋଗ ଆଣିଛନ୍ତି । ଯେଉଁଥିରେ ସେ ଧୋନୀଙ୍କ ଏହି ନୂଆ ଚୟନକୁ ଲୋଧା କମିଟି…