Daily Archives

September 6, 2021

କିଏ ହେବ ଆଫଗାନିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ? କ୍ଷମତା ପାଇଁ ଚାଲିଛି ରକ୍ତାକ୍ତ ସଂଘର୍ଷ ।

କନକ ବ୍ୟୁରୋ: କିଏ ହେବ ଆଫଗାନିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ, କିଏ ହେବ ରାଷ୍ଟ୍ରପତି ? କାହା ହାତରେ ରହିବ କ୍ଷମତାଭାର ? ଏହାକୁ ନେଇ ଏବେ ବି ତାଲିବାନୀ ଆତଙ୍କୀ ସଂଗଠନ ମଧ୍ୟରେ ତୁଟୁନି ବୁଝାମଣା । ଏହାକୁ ନେଇ ଆଫଗାନିସ୍ତାନରେ ସରକାର ଗଢିବାକୁ ଯାଉଥିବା ତାଲିବାନୀ ଆତଙ୍କୀ ସଂଗଠନ ଓ…

ପିମ୍ପୁଡ଼ି ପାଇଁ ଉଡ଼ିଲାନି ଉଡ଼ାଜାହାଜ ! ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ, ଜାଣନ୍ତୁ ପୂରା ଘଟଣା । 

କନକ ବ୍ୟୁରୋ : ଏୟାର ଇଣ୍ଡିଆ ବିମାନରେ ପିମ୍ପୁଡ଼ି । ଭୂଟାନ ରାଜକୁମାରଙ୍କୁ ଲଣ୍ଡନ ନେଇଯିବାକୁ ଥିବା ଏୟାର ଇଣ୍ଡିଆ ବିମାନରେ ପିମ୍ପୁଡ଼ି ଥିବା ଦେଖି ଉଡ଼ାଣ ବାତିଲ କରାଯାଇଥିବା ଜଣାପଡ଼ିଛି । ପିମ୍ପୁଡ଼ି ମିଳିବା ପରେ ରାଜକୁମାରଙ୍କୁ ଅନ୍ୟ ଏବେ ବିମାନରେ ଲଣ୍ଡନ ପଠାଯାଇଥିବା ନେଇ ସୂଚନା ମିଳିଛି…

ପଞ୍ଜଶିର ଦଖଲ ନେଇ ଦାବି କଲା ତାଲିବାନ । ବିଶ୍ୱ ଦେଖିଲା ପାକିସ୍ତାନର ଚାଲ!

କନକ ବ୍ୟୁରୋ: ଆଫଗାନିସ୍ତାନର ଅଜେୟ ଗଡ ପଞ୍ଜଶିରକୁ ତାଲିବାନର କବଜା । ଆଫଗାନିସ୍ତାନର ଶେଷ ଗଡ ଭାବେ ପଞ୍ଜଶିରକୁ ଦଖଲ କରିଥିବା ତାଲିବାନ ଘୋଷଣା କରିଛି । ତେବେ ଅହମ୍ମଦ ମାସୁଦଙ୍କ ସେନା ତାଲିବାନରୁ ଦାବିକୁ ଖଣ୍ଡନ କରିଛନ୍ତି । କହିଛନ୍ତି ଏବେ ବି ପଞ୍ଜଶିରରେ ରେଜିଷ୍ଟାନ୍ସ ଫୋର୍ସ ଅଛନ୍ତି…

ନକଲି ଟିକା ଚିହ୍ନିବେ କେମିତି ? ରଙ୍ଗ ଓ ଲେବଲ ଆଧାରରେ ଟିକା ଚିହ୍ନିବା ପାଇଁ ଜାରି ହେଲା ଗାଇଡ଼ଲାଇନ୍ ।

କନକ ବ୍ୟୁରୋ : ମହାମାରୀ ସମୟରେ ବି ଲୋକଙ୍କ ଜୀବନ ସହ ଖେଳ ଚାଲିଛି । କାରଣ ଅନ୍ତର୍ଜାତୀୟ ବଜାରରେ ମିଳୁଛି ନକଲି କରୋନା ଟିକା । କୋଭିସିଲ୍ଡ ନାଁରେ ନକଲି ଟିକା ବଜାରରେ ମିଳୁଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଉଦବେଗ ପରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ସତର୍କ କରାଇ ଦେଇଛନ୍ତି । ଭାରତରେ…

ଅମୃତଭଣ୍ଡା ଚାଷ କରିଛି ସ୍ୱାବଲମ୍ବୀ । ବ୍ୟବସାୟିକ ଭିତ୍ତିିରେ ଚାଷ କରି ଲାଭବାନ ୬ ଚାଷୀ ।

କନକ ବ୍ୟୁରୋ: ଶିଳ୍ପ ବିହୀନ ଦେବଗଡ ଜିଲ୍ଲାର ଅଧିକାଂଶ ଲୋକ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ । ଜିଲ୍ଲାରେ ଚାଷୀମାନେ ମୁଖ୍ୟତଃ ଧାନ ଚାଷ ଉପରେ ବେଶୀ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟାନ୍ୟ ଚାଷକୁ ସେତେଟା ଗୁରୁତ୍ୱ ଦେଇନଥାନ୍ତି । ହେଲେ ଗତ କିଛି ମାସ ହେଲା ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର…