Daily Archives

September 4, 2021

କେମିତି ପଡିବ ପିପିଲି ଭୋଟ ? ସିଇଓ ଦେଲେ ସୂଚନା

କନକ ବ୍ୟୁରୋ: ପିପିଲି ଉପନିର୍ବାଚ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । କରୋନା କଟକଣା ମାନି ନିର୍ବାଚନରେ ସମସ୍ତ କାମ କରାଯିବ । ରୋଡ ସୋ ମନା, ସାଇକେଲ ରାଲି, ବାଇକ ରାଲି ମନା । ଡୋର ଟୁ ଡୋର କ୍ୟାମ୍ପେନରେ ପ୍ରାର୍ଥୀଙ୍କ ସହ ୫ ଜଣ ଯାଇପାରିବେ । ତେବେ…

ନୂଆଖାଇ ଆଗରୁ ଝାରସୁଗୁଡାରେ ସରିବନି ଧାନ ଚାଷ, ଚିନ୍ତାରେ ଚାଷୀ

କନକ ବ୍ୟୁରୋ: ଝାରସୁଗୁଡ଼ା ଜିଲ୍ଲାରେ ନିଅଂଟିଆ ବର୍ଷା ସାଙ୍ଗକୁ ସାର ଅଭାବ ଚାଷୀଙ୍କ ଚିନ୍ତା ବଢାଇଛି । ଜିଲ୍ଲାରେ ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ କମ୍ ବର୍ଷା ରେକର୍ଡ଼ କରାଯାଇଛି । ଯେତିକି ବୃଷ୍ଟିପାତ ହେବା କଥା ତା ଠାରୁ ୬୩ ପ୍ରତିଶତ କମ୍ ବର୍ଷା ହୋଇଛି । ଆଗକୁ ପଶ୍ଚିମ ଓଡ଼ିଶାର…

ବିଧାନସଭାରେ ଅସୁସ୍ଥ ହୋଇପଡିଲେ ତାରା, ବାଚସ୍ପତି ଡକାଇଲେ ଡାକ୍ତର । 

କନକ ବ୍ୟୁରୋ :  ବିଧାନସଭାର ମୌସୁମୀ ଅଧିବେଶନ ଚାଲୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି ତାରା । ବାଚସ୍ପତିଙ୍କ ପୋଡିୟମ ତଳେ ଥିବା ଚେୟାର ଉପରେ ଚଢି ପ୍ରତିବାଦ କରୁଥିଲେ ତାରା । ଆଉ ଏହି ସମୟରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ ତାରା । ତେବେ ସଙ୍ଗେ ସଙ୍ଗେ ସହଯୋଗୀ ବିଧାୟକ ତାରାଙ୍କୁ ପାଣି…

ଦେବୀ ନଦୀରେ କୁମ୍ଭୀର ଆତଙ୍କ: କୁମ୍ଭୀରଙ୍କୁ ଦେଖି ଲୋକେ ଭୟଭୀତ

କନକ ବ୍ୟୁରୋ: ପୁରୀ–ଜଗତସିଂହପୁର ଜିଲ୍ଲାର ଜୀବନ ରେଖା ଭାବେ ପରିଚିତ ଦେବୀ ନଦୀରେ କୁମ୍ଭୀର ଆତଙ୍କ । ୪ ବର୍ଷ ହେଲା ଦେବୀ ନଦୀରେ ବାରମ୍ବାର ୩ଟି କୁମ୍ଭୀରର ଅବସ୍ଥିତ ନଇକୂଳିଆ ଲୋକଙ୍କୁ ଚିନ୍ତାରେ ପକାଇଛି । ଏହାସହ ସେମାନେ ବଂଶ ବୃଦ୍ଧି କରିବା ଘଟଣା ସାମନାକୁ ଆସିବା ପରେ ଲୋକଙ୍କ ଭୟ…

ଟୋକିଓ ପାରାଲିମ୍ପିକ୍ସ, ବ୍ୟାଡମିଣ୍ଟନରେ ମନୋଜ ସରକାରଙ୍କୁ ବ୍ରୋଞ୍ଜ

କନକ ବ୍ୟୁରୋ : ଟୋକିଓ ଠାରେ ଚାଲିଥିବା ପାରାଲିମ୍ପିକ୍ସର ବିଭିନ୍ନ ବିଭାଗରେ ଭାରତୀୟ ଖେଳାଳିମାନେ ସେମାନଙ୍କର ସଫଳତା ଜାରି ରଖିଛନ୍ତି । ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭାରତ ତରଫରୁ ବ୍ୟାଡମିଣ୍ଟନର ଆଉ ଏକ ବର୍ଗରେ ଭାରତୀୟ…

ନୂଆ ଭୋଟ୍, ପୁରୁଣା ପ୍ରାର୍ଥୀ: ପିପିଲି ଉପନିର୍ବାଚନ ପାଇଁ ହେବନାହିଁ ସାନି ନାମାଙ୍କନ

କନକ ବ୍ୟୁରୋ: ପିପିଲି ପାଇଁ ହେବ ନୂଆ ଭୋଟ୍ କିନ୍ତୁ ସେଇ ପୁରୁଣା ପ୍ରାର୍ଥୀ ରହିବେ । ପିପିଲି ଉପନିର୍ବାଚନ ପାଇଁ ଆଉ ହେବନାହିଁ ସାନି ନାମାଙ୍କନ । ପ୍ରମୁଖ ତିନିଟି ଦଳ ପୂର୍ବରୁ ଘୋଷଣା କରିଥିବା ପ୍ରାର୍ଥୀ ହିଁ ନିର୍ବାଚନ ଲଢିବେ । ବିଜେଡି ଟିକେଟରେ ଲଢିବେ ରୁଦ୍ର ମହାରଥୀ, ବିଜେପିରୁ…