Daily Archives

September 4, 2021

ବିଧାନସଭାରେ ଅସୁସ୍ଥ ହେଲେ ତାରା ବାହିନୀପତି । ଘରକୁ ଆସିବା ପରେ ଲାଗିଛି ଅକ୍ସିଜେନ୍।

କନକ ବ୍ୟୁରୋ: ବିଧାନସଭାରେ ଅସୁସ୍ଥ ହେବା ପରେ ଏବେ ଘରେ ଅଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ହେଲେ ଘରେ ଏବେ ସେ ଅକ୍ସିଜେନ୍ ସାହାଯ୍ୟରେ ଅଛନ୍ତି । ଆଜି ବିଧାନସଭାରେ ଅସୁସ୍ଥ ହୋଇପଡିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତିଙ୍କ ପୋଡିୟମ ତଳେ ଚେୟାର ଉପରେ ଚଢି…

ଆତଙ୍କ ରଚୁଛି ଅଜଣା ରୋଗ ! ନେଲାଣି ୧୦୦ରୁ ଅଧିକ ଜୀବନ

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଅଜଣା ଜ୍ୱର ଏବେ ୧୦୦ ରୁ ଅଧିକ ଜୀବନ ନେଇସାରିଲାଣି । ୟୁପିର ଅନେକ ଜିଲ୍ଲାରେ ଏହି ରହସ୍ୟମୟ ଜ୍ୱରର ପ୍ରକୋପ ବଢିବାରେ ଲାଗିଛି । ଗଣମାଧ୍ୟମର ରିପୋର୍ଟ ମୁତାବକ ଏବେ ୟୁପିର ରାଜଧାନୀ ଲକ୍ଷ୍ନୌ, ଆଗରା, ମଥୁରା, ମୈନପୁରୀ, ଏଟା, କାସଗଞ୍ଜ ଫିରୋଜାବାଦ ଜିଲ୍ଲାରେ…

RI ପରୀକ୍ଷାରେ ଆପଣ କେତେ ଠିକ୍ ଉତ୍ତର ଦେଇଛନ୍ତି ? ଏମିତି ଜାଣନ୍ତୁ…

କନକ ବ୍ୟୁରୋ : ରେଭିନ୍ୟୁ ଇନ୍ସପେକ୍ଟର ବା ଆର.ଆଇ ପଦବୀ ପାଇଁ ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ (OSSSC) ଦ୍ୱାରା ଆୟୋଜିତ ପରୀକ୍ଷା ଆପଣ ଦେଇଛନ୍ତି କି ? ଯଦି ହଁ ତେବେ ଏହି ଖବରଟି ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । କାରଣ ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ…

ପୁଣି ଘୁଞ୍ଚିଲା ଆଫଗାନରେ ସରକାର ଗଠନ । ଆସନ୍ତା ସପ୍ତାହରେ ଗଢ଼ା ହୋଇପାରେ ସରକାର ।

କନକ ବ୍ୟୁରୋ: ଆମେରିକାର ସୈନ୍ୟ ଅପସାରଣ ପରେ ସହଜରେ ତାଲିବାନ ଆଫଗାନିସ୍ତାନ ଦଖଲ କରିନେଇଛି । ହେଲେ ସରକାର ଗଠନ କରିବା ଏତେ ସହଜ ହେଉ ନାହିଁ ଆଉ ଏଥିପାଇଁ ବାରମ୍ବାର ସରକାର ଗଠନର ତାରିଖ ବଦଳାଇ ଚାଲିଛି ତାଲିବାନ । ଶନିବାର ଆଫଗାନିସ୍ତାନରେ ସରକାର ଗଠନ ହେବ ବୋଲି ପୂର୍ବରୁ ତାଲିବାନ…

୪ ମାସର ଲଢେଇ ପରେ କୋଭିଡରୁ ସୁସ୍ଥ ହେଲେ ଆର୍ତ୍ତ । ଆତ୍ମବଳ ଆଗରେ ହାର ମାନିଲା ମୃତ୍ୟୁ

କନକ ବ୍ୟୁରୋ: ଜୀବନ ଓ ମୃତ୍ୟୁ ଭିତରେ ଚାଲିଥିଲା ସଂଘର୍ଷ । ରୋଗ ଶଯ୍ୟାରେ ମୃତ୍ୟୁର ଦିନ ଗଣୁଥିଲେ ଆର୍ତ୍ତ ସାହୁ । କୋଭିଡରେ ପୀଡିତ ହୋଇ ମୃତ୍ୟୁ ସହ କରୁଥିଲେ ଲଢେଇ । ହେଲେ ଶେଷରେ ମୃତ୍ୟୁକୁ ପରାସ୍ତ କରି ସେ ପାଇଛନ୍ତି ଆଉ ଏକ ଜୀବନ । ୪ ମାସ ପରେ ଡାକ୍ତରଖାନା ଛାଡି ଫେରିଛନ୍ତି ଘରକୁ ।…

୮୭ ଦିନର ସଂଘର୍ଷ ପରେ ହାରିଗଲେ ଅଭିଷେକ । ଇକମୋ ଚିକିତ୍ସା ଚାଲିଥିବା ବେଳେ ଚାଲିଗଲା ଜୀବନ ।

କନକ ବ୍ୟୁରୋ: କରୋନା ସହ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅଭିଷେକ ମହାପାତ୍ର । କୋଲକାତାରେ ୮୭ ଦିନ ଇକମୋ ଚିକିତ୍ସା ହେବା ପରେ ଚିରନିଦ୍ରାରେ ଶୋଇଯାଇଛନ୍ତି ଅଭିଷେକ । ଆଉ ତାଙ୍କ ମୃତ୍ୟୁ ଖବର ଭଦ୍ରକ ବାସୁଦେବପୁର ସମେତ ସାରା ଓଡିଶାରେ ଶୋକର ଛାୟା ଖେଳାଇ ଦେଇଛି ।…