Daily Archives

September 1, 2021

ନୟାଗଡ଼ରେ ଗର୍ଭପାତକୁ ନେଇ ବିତର୍କ । ପେଟରେ ଥିବା ଶିଶୁ, ବାମନ ହେବା ନେଇ ଜାଣିବା ପରେ କରାଇଥିଲେ ଗର୍ଭପାତ, ନର୍ସିଂହୋମ…

କନକ ବ୍ୟୁରୋ : ନୟାଗଡ ନିକଟସ୍ଥ ବାହାଡାଝୋଲା ଅଞ୍ଚଳର ଜଣେ ମହିଳା ଦୁଇ ଦିନ ପୂର୍ବରୁ ଗର୍ଭପାତ କରାଇଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ନର୍ସିଂହୋମକୁ ସିଲ୍ କରିବା ସହ ୫ଜଣଙ୍କୁ ଗିରଫ କରିଛି । ବିଭିନ୍ନ ଦଫାରେ କେସ ରୁଜୁ କରାଯାଇଛି । କିନ୍ତୁ ଏସବୁ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ…

କାହିଁକି ଆଫଗାନ୍ ଛାଡ଼ିବା ଜରୁରୀ ଥିଲା? ସଫେଇ ଦେଲେ ବାଇଡେନ । କ’ଣ କହିଲେ, ପଢ଼ନ୍ତୁ…

କନକ ବ୍ୟୁରୋ: ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତି ଯଥାର୍ଥ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଅଗଷ୍ଟ ୩୦ ବିଳମ୍ବିତ ରାତିରେ ଆଫଗାନ ମାଟିରୁ ଆମେରିକାର ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ପରେ ଦେଶବାସୀଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ରାଷ୍ଟ୍ରପତି ବାଇଡେନ୍ ।…

ମଧ୍ୟବିତ୍ତଙ୍କ ରୋଷେଇ ଘରେ ମହଙ୍ଗା ମାଡ । ଆଜି ୯ ଶହ ଟପିଲା ରୋଷେଇ ଗ୍ୟାସର ଦର । ରାହୁଲ କହିଲେ, ଜିଡିପି ଅର୍ଥ…

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଅର୍ଥନୀତି ଟ୍ରାକକୁ ଫେରିଥିଲେ ବି ସ୍ୱାଭାବିକ ହୋଇନି ଜନଜୀବନ । ଏଭଳି ସମୟରେ ବାରମ୍ବାର ଗ୍ୟାସ ଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ସିଲିଣ୍ଡର ପିଛା ୨୫ଟଙ୍କା ବଢ଼ି ୯ଶହ ଟଙ୍କା ଟପିଯାଇଛି । ଏହି…

ଆହ୍ଲାବାଦ ହାଇକୋର୍ଟଙ୍କ ଟିପ୍ପଣୀ । ଗାଈକୁ କୌଣସି ଧର୍ମ ସହିତ ଯୋଡା ନଯାଇ ଜାତୀୟ ପଶୁ ଘୋଷଣା କରାଯିବା ଦରକାର

କନକ ବ୍ୟୁରୋ : ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି କି ଗୋ ରକ୍ଷାକୁ କୌଣସି ଧର୍ମ ସହିତ ଯୋଡା ଯିବାର କୌଣସି ଆବଶ୍ୟକତା ନାହିଁ । ଗାଈକୁ ସରକାର ଜାତୀୟ ପଶୁ ଭାବେ ଘୋଷଣା କରିବାର ଆବଶ୍ୟକତା ରହିଛି । କହିରଖୁ କି ବୁଧବାର…

ଗ୍ରାହକ ସାଜି ଆସିଥିଲା ଲୁଟେରା । ବ୍ୟାଙ୍କ କର୍ମଚାରୀଙ୍କୁ ବାନ୍ଧି ଲୁଟ୍ କରି ଫେରାର ହେବା ବେଳେ ଧରିପକାଇଲେ…

କନକ ବ୍ୟୁରୋ : ଗ୍ରାହକ ସାଜି ନକଲି ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍ ଉଦ୍ୟମ । ମାତ୍ର ୧୦ ମିନିଟରେ ବ୍ୟାଙ୍କ ଖାଲି କରିଦେଲା ଲୁଟେରା । ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ହାତ ବାନ୍ଧି ଆଣ୍ଠେଇ ଦେଇଥିଲା ଆଉ ଏହି ସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ଏହାରି ଭିତରେ…

କରୋନାର ନୂଆ ଭାରିଆଣ୍ଟ ବିଶ୍ୱ ପାଇଁ ସାଜିବ କି ବିପଦ ? ଦକ୍ଷିଣଆଫ୍ରିକା ସମେତ ୮ଟି ଦେଶରେ ହେଲା ଚିହ୍ନଟ, ହୁ କହିଲା…

କନକ ବ୍ୟୁରୋ : କରୋନାର ନୂଆ ପ୍ରକାର ଭାରିଆଣ୍ଟ ଚିନ୍ତା ବଢାଇବ କି ? ନୂଆ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକା ସମେତ ୮ଟି ଦେଶରେ ଚିହ୍ନଟ ହୋଇଛି । ଏସବୁ ରାଷ୍ଟ୍ରରେ ସଂକ୍ରମଣର ସଂଖ୍ୟା ଓ ଗୁରୁତର ହେଉଥିବା ରୋଗୀଙ୍କ ସଂଖ୍ୟା ଉପରେ ନଜର ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଉ ଭାରତ ମଧ୍ୟ ଏହାକୁ…