Daily Archives

August 25, 2021

ଅସଲ ରୂପ ଦେଖାଇବା ଆରମ୍ଭ କଲେ ତାଲିବାନୀ । ଘର ଘର ବୁଲି ଝିଅଙ୍କୁ ଜବରଦସ୍ତ କରୁଛନ୍ତି ବିବାହ । ସରିଆ ଆଇନ୍ ଅନୁଯାୟୀ…

କନକ ବ୍ୟୁରୋ : ମହିଳାଙ୍କୁ ସମ୍ମାନ ଦେବାର ପ୍ରତିଶ୍ରୁତି ଦେଇଥିବା ତାଲିବାନୀ ଏବେ ତାର ଅସଲ ରୂପ ଦେଖାଇବା ଆରମ୍ଭ କରିଛି । ଘରକୁ ଘର ବୁଲି ମହିଳାଙ୍କୁ ଖୋଜୁଛନ୍ତି । ଏବଂ ଜୋର ଜବରଦସ୍ତ ବାହା ହେଉଛନ୍ତି । ୧୫ବର୍ଷରୁ ଅଧିକ ଯୁବତୀ ଓ ମହିଳା ତାଲିବାନୀଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇଛନ୍ତି ।…

ସାଧୁବେଶରେ କଳା କାରବାର କରୁଥିବା ବାବା ବିଜୟାନନ୍ଦଙ୍କ ଲମ୍ବୁଛି ଠକାମୀ ତାଲିକା । ବ୍ରହ୍ମପୁର ଠିକାଦାର ଆଣିଲେ…

କନକ ବ୍ୟୁରୋ : ଓଟିଡିସିର ଅଧ୍ୟକ୍ଷ ଭାବେ ପରିଚୟ ଦେଇ କଂଟ୍ରାକ୍ଟରଙ୍କୁ ଚୂନା ଲଗାଇଥିବା ଭଣ୍ଡ ବାବାର ଗୋଟିଏ ପରେ ଗୋଟିଏ ନୂଆ ଦିଗର ଖୁଲାସା ହେଉଛି । ଇଓଡବ୍ଲୁ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଠକ ବାବାଙ୍କ ୨ଟି ଆକାଉଂଟକୁ ଫ୍ରୀଜ କରାଯାଇଛି । ସେହିଭଳି କେଉଁ ଆକାଉଂଟରୁ କେତେ ଟଙ୍କା…

କେରଳରେ କରୋନାର କରାଳ ରୂପ । ଗତ ୨୪ ଘଂଟାରେ ୩୧ ହଜାର ଉପରେ ସଂକ୍ରମିତ, ପଜିଟିଭ ହାର ୧୯ ପ୍ରତିଶତ

କନକ ବ୍ୟୁରୋ : ଦେଶର ଅନ୍ୟ ରାଜ୍ୟମାନଙ୍କରେ କରୋନାର ଦ୍ୱିତୀୟ ଲହର କମିବାରେ ଲାଗିଥିବା ବେଳେ କେରଳରେ କରୋନା ଏବେ ତାର କରାଳ ରୂପ ଦେଖାଇଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୧ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୫ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ ୨୪ ଘଂଟାରେ କେରଳରେ…

ଏଣିକି ନିୟମ ଖିଲାପ କଲେ ଆଉ ବର୍ତ୍ତି ପାରିବେନି ଗାଡ଼ି ଚାଳକ । ପ୍ରଥମ ଥର ନିୟମ ଭାଙ୍ଗିଲେ ବି ବାତିଲ ହୋଇଯିବ…

କନକ ବ୍ୟୁରୋ : ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ନିସ୍ତାର ନାହିଁ । ଏବେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କଲେ ବି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ତିନି ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ ରାଜ୍ୟର ସବୁ ପରିବହନ ଅଧିକାରୀ, ଆରଟିଓ ମାନଙ୍କୁ ଚିଠି ଲେଖିଛନ୍ତି ପରିବହନ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକଙ୍କ ଆକଳନ । ଭାରତରେ ଏଣ୍ଡେମିକ୍ ପର୍ଯ୍ୟାୟରେ ପହଞ୍ଚିଛି କରୋନା, ମହାମାରୀ…

କନକ ବ୍ୟୁରୋ : ପାଣ୍ଡେମିକ ନୁହଁ ଭାରତରେ ଏଣ୍ଡେମିକର ରୂପ ନେଲାଣି କରୋନା । ଏହାର ଅର୍ଥ ଆଉ ମହାମାରୀ ହୋଇ କରୋନା ନାହିଁ । ଅନ୍ୟ ସାଧାରଣ ଫ୍ଲୁ ବା ରୋଗ ଭଳି କରୋନା ଲୋକଙ୍କ ସହ ରହିବ । ଅର୍ଥାତ ଜଣେ ରୋଗରେ ପଡିବେ ଏବଂ ଔଷଧ ଖାଇ ସୁସ୍ଥ ହୋଇଯିବେ । ପ୍ରଥମ ଦୁଇଟି ଲହର ଭଳି କରୋନା ଯେମିତି…

ରାଜସ୍ତାନ ବାଡମେର ନିକଟରେ ବାୟୁସେନାର ମିଗ-୨୧ ବାଇସନ ବିମାନ ଦୁର୍ଘଟଣାଗ୍ରସ୍ତ, ଯାନ୍ତ୍ରିକ ତୃଟି ଯୋଗୁଁ ଦୁର୍ଘଟଣା…

କନକ ବ୍ୟୁରୋ : ପାକିସ୍ତାନ ସୀମା ରାଜସ୍ତାନର ବାଡମେର ନିକଟରେ ବାୟୁସେନାର ମିଗ-୨୧ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟେନିଂ ବେଳେ ଏଭଳି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ହେଲେ ସବୁଠାରୁ ବଡକଥା ପାଇଲଟ ଜଣଙ୍କ ଦୁର୍ଘଟଣା ପୂର୍ବରୁ ଇଜେକ୍ଟ କରିଦେଇଥିବାରୁ ସେ ସୁରକ୍ଷିତ…