Daily Archives

August 24, 2021

ବଲାଙ୍ଗିରର ଭିନ୍ନ ଏକ ଦିବ୍ୟାଙ୍ଗ ଦମ୍ପତି । ଅନ୍ତରର ସ୍ୱରରେ ବାନ୍ଧି ହୋଇଛି ଜନ୍ମରୁ କଥା କହିପାରୁନଥିବା ବାଦଲ ଓ…

କନକ ବ୍ୟୁରୋ: ବଲାଙ୍ଗିରର ବାଦଲ ଓ ସୁନିତା । ଏହି ଦିବ୍ୟାଙ୍ଗ ଦମ୍ପତିଙ୍କୁ ଦେଖିଲେ ନବେ ଦଶକର ନାନାପାଟେକର ଅଭିନିତ ଖାମୋସୀ ଚଳଚିତ୍ରର ଚରିତ୍ର ମନେ ପଡିଯାଏ । ଦୁହେଁ ସ୍ୱାମୀ-ସ୍ତ୍ରୀ କଥା କରି ପାରନ୍ତି ନାହିଁ । କିନ୍ତୁ ଏମାନଙ୍କ ଆଶା-ଭରସା ଓ ସ୍ୱପ୍ନ କୁନି ଝିଅ ଏବେ ଗାଲୁ ଗାଲୁ କରା କଥା…

ଯାଜପୁର ଯୁବକଙ୍କ ନିଆରା ରେକର୍ଡ ନିଶା । ଅତି ନିକ୍ଷୁଣ ଭାବେ ସେ ମୂର୍ତ୍ତିରେ କରୁଛନ୍ତି କାରୁକାର୍ଯ୍ୟ । ଦେଖିବାକୁ…

କନକ ବ୍ୟୁରୋ: ମହମରେ କ୍ଷୁଦ୍ର ବୈାଦ୍ଧ ମୂର୍ତି ନିର୍ମାଣ କରିବା ସହ ଖାଲି ଆଖିକୁ ଦେଖାଯାଉନଥିବା ଚୁତୁର୍ଦ୍ଧା ମୂର୍ତିଙ୍କର ବିଗ୍ରହ ନିର୍ମାଣ କରି ଏକ୍ଲୁସିଭ୍ ୱାଲର୍ଡ ରେକର୍ଡ ହାସଲ କରିବା ପରେ ଏବେ ସାରା ଜିଲ୍ଳାରେ ଚର୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଗାଁ ପୁଅ ରାକେଶ୍ । ତେବେ…

ସରକାରୀ ସ୍କୁଲରେ ହେବ ସ୍ମାର୍ଟ ପାଠ । ଗଂଜାମ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ୫୦ଟି ସ୍କୁଲରେ ନିର୍ମାଣ ହୋଇଛି ସ୍ମାର୍ଟ…

କନକ ବ୍ୟୁରୋ: ସରକାରୀ ସ୍କୁଲ ହୋଇଛି ମର୍ଡର୍ନ ସ୍କୁଲ । ଘରୋଇ ସ୍କୁଲ ଭଳି ଚମୁକୁଛି ସରକାରୀ ସ୍କୁଲ । ଏହି ସବୁ ସ୍ମୁଲରେ ଅତ୍ୟାଧୁନିକ ପ୍ରଣାଳୀରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି । ପ୍ରଥମେ ପାଇଲଟ ପ୍ରୋଜେକ୍ଟ ଭାବେ ଗଞ୍ଜାମ ଜିଲ୍ଲା ଜିଲତଲା ହିଞ୍ଜିଳି ଓ ଶେରଗଡ଼ ବ୍ଲକର ୫୦ ବିଦ୍ୟାଳୟକୁ ମର୍ଡ଼ନ…

ଜିନ୍ଦଲ କମ୍ପାନୀର ଚୂନ ପଥର ଖଣି ପାଇଁ ଜମି ଅଧିଗ୍ରହଣକୁ ବିରୋଧ । ପରିବେଶ ସମ୍ପର୍କିତ ଜନଶୁଣାଣି ବେଳେ ପ୍ରତିବାଦକୁ…

କନକ ବ୍ୟୁରୋ: ଜୀବନ ଦେଇ ଦେବୁ କିନ୍ତୁ ଜମି ନୁହେଁ । ଏହିଭଳି କିଛି ନାରା ଦେଇ ତାତି ଉଠିଛନ୍ତି ସୁନ୍ଦରଗଡ ଜିଲ୍ଲାର ଆଦିବାସୀ । ଆଜି ସୁନ୍ଦରଗଡ କୁତ୍ରା ବ୍ଲକ ଖତକୁରବାହାଲରେ ଜିନ୍ଦଲର ଚୂନପଥର ଖଣି ସଂପ୍ରସାରଣ ପାଇଁ ଜନଶୁଣାଣି ହେଉଥିଲା । ସ୍ଥାନୀୟ ଆଦିବାସୀ ଏକାଠି ହୋଇ ସେଠାରେ ପହଂଚି ଉଭୟ…

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରୁ ମିଳିଲାନି ରକ୍ତ । ମାଆ ସମଲେଇଙ୍କ ମନ୍ଦିରରେ ଅଧିଆ ପଡିଲେ ସ୍ୱାମୀ ।…

କନକ ବ୍ୟୁରୋ: ନିଜ ପ୍ରସୂତି ସ୍ତ୍ରୀ ପାଇଁ ରକ୍ତ ନ ମିଳିବାରୁ ବରଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ଶରଣାପନ୍ନ ହେବା ସହ ଅଧିଆ ପଡିବା ଓ ଅଧିଆ ପଡିବାର କିଛି ସମୟ ମଧ୍ୟରେ ରକ୍ତ ଯୋଗାଡ଼ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।ଗୋଟିଏ ପଟେ ବରଗଡ଼ ଟୁକୁର୍ଲା ସ୍ଥିତ ଜିଲ୍ଲା…

ପ୍ରକାଶ ପାଇଲା ଅଫଲାଇନ ମାଟ୍ରିକ ପରୀକ୍ଷା ଫଳ । ୧୪୧ ଜଣ ଛାତ୍ରଛାତ୍ରୀ ଫେଲ, ପାସ୍ ହାର ୮୦.୮୩ ପ୍ରତିଶତ । 

କନକ ବ୍ୟୁରୋ : ପ୍ରକାଶ ପାଇଲା ଅଫଲାଇନ ମାଟ୍ରିକ ପରୀକ୍ଷା ଫଳ । ଅଫଲାଇନ ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଯେଉଁଥିରେ ୩୧୦୦ ଛାତ୍ର ଓ ୨୧୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଅଫଲାଇନ ପରୀକ୍ଷାରେ ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି  । ଅଫଲାଇନ…