Daily Archives

August 24, 2021

ଟ୍ରେନ୍ ବିଳମ୍ବ ହୋଇଗଲା ବୋଲି… । ଯାତ୍ରୀଙ୍କୁ କ୍ଷତିପୂରଣ ଦେଲା ଆଇଆରସିଟିସି ।

କନକ ବ୍ୟୁରୋ : ତେଜସ ଏକ୍ସପ୍ରେସ ଦେଶର ଏକମାତ୍ର ଟ୍ରେନ ଯେଉଁ ଟ୍ରେନ୍ ବିଳମ୍ବରେ ପହଞ୍ଚିଲେ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିଥାଏ। ତେବେ ଲକ୍ଷ୍ନୌରୁ ଦିଲ୍ଲୀ ମଧ୍ୟରେ ଚାଲୁଥିବା ତେଜସ ଏକ୍ସପ୍ରେସ ବିଳମ୍ବରେ ପହଞ୍ଚିଥିବା ହେତୁ ଆଇଆରସିଟିସି ପକ୍ଷରୁ ପ୍ରତି ଯାତ୍ରୀଙ୍କୁ ୨୫୦ଟଙ୍କା ଲେଖାଏଁ…

ମହଙ୍ଗା ପଡିଲା ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ପୋଲିସ ହେପାଜତରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ପୋଲିସ ହେପାଜତକୁ ଯାଇଛନ୍ତି  କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ପୋଲିସ ହେପାଜତକୁ  ଯିବା ପୂର୍ବରୁ ରାଣେ ରତ୍ନାଗିରି ଥାନାରେ ଅଗ୍ରିମ ଜାମିନ ପାଇଁ ଆବେଦନ କରିଥିଲେ ବି କୋର୍ଟ ତାହାକୁ ଖାରଜ…

ଭାଗ୍ୟ ହାତରେ ଜୀବନ: ଦିନେ ଶିକ୍ଷକ ଥିବା ମଧୁସୂଦନ ଏବେ ଫେରିବାଲା: ଟ୍ରାଇସାଇକେଲରେ ଫେରି କରି ପୋଷୁଛନ୍ତି କୁଟୁମ୍ବ,…

କନକ ବ୍ୟୁରୋ: ଭାଗ୍ୟ କାହାକୁ କୁଆଡେ ନେବ କିଏ କହିବ । ଦିନେ ଥିଲେ ଶିକ୍ଷକ ଏବେ ଫେରିବାଲା । । ଆମେ କହୁଛୁ ବରଗଡର ଭିନ୍ନକ୍ଷମ ଯୁବକ ମଧୂସଦନ ବାଗଙ୍କ କଥା । ଜନ୍ମରୁ ପୋଲିଓ ।ହେଲେ ମନ ଟାଣ କରି ପାଠ ପଢି ନିଜକୁ ଯୋଗ୍ୟ କଲେ , ଶିକ୍ଷା ସହାୟକ ଭାବେ ନିଯୁକ୍ତି ମଧ୍ୟ ପାଇଲେ । ହେଲେ ଏତିକିରେ…

ସଂକଟରେ ପଞ୍ଜାବ ସରକାର । ସିଦ୍ଧୁଙ୍କ ନିକଟତର ୨୩ ବିଧାୟକଙ୍କ ଗୁପ୍ତ ବୈଠକ, ସୋନିଆଙ୍କୁ ଭେଟିବା ନେଇ ଚର୍ଚ୍ଚା

କନକ ବ୍ୟୁରୋ : ପୁଣି ଥରେ ପଞ୍ଜାବରେ କ୍ୟାପଟେନ ଅମରିନ୍ଦରସିଂଙ୍କ ସରକାର ଉପରେ ସଂକଟର କଳା ବାଦଲ ଛାଇ ଯାଇଛି । ମଙ୍ଗଳବାରଦିନ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତସିଂ ସିଦ୍ଧୁଙ୍କ ନିକଟତର କୁହାଯାଉଥିବା ମନ୍ତ୍ରୀ ତୃପ୍ତ ରାଜିନ୍ଦର ସିଂ ବାଜବାଙ୍କ ଘରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତିନି ଜଣ…

କୋରାପୁଟ କଂଗ୍ରେସ କଳି । କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଲେ, ଆଦିବାସୀ ନେତାଙ୍କୁ ଛାଡ଼ି କୋରାପୁଟରେ ରାଜନୀତି…

କନକ ବ୍ୟୁରୋ : ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନେଇ ରାଜ୍ୟ କଂଗ୍ରେସରେ ବଢ଼ିଲା ବିବାଦ । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ତାରାଙ୍କ ଅଶାଳୀନ ମନ୍ତବ୍ୟକୁ ବରଦାସ୍ତ କରାଯିବ ନାହିଁ । ଅବିଭକ୍ତ କୋରାପୁଟରେ ଆଧିପତ୍ୟ ଜାହିର କରିବା ଅଭ୍ୟାସ ଛାଡ଼ନ୍ତୁ ତାରା ।…

ଆଶଙ୍କା ବଢାଇଲା ପାଣିପାଗ ବିଭାଗର ପୂର୍ବାନୁମାନ । ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଲେ, ଆଉ ଅଗଷ୍ଟରେ ବର୍ଷାର ନାହିଁ…

କନକ ବ୍ୟୁରୋ : ଅଗଷ୍ଟରେ ଆଉ ନାହିଁ ବର୍ଷା । ରାଜ୍ୟରେ ଗଜା ମରୁଡି ପରିସ୍ଥିତି ଉପୁଜିଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ଏଭଳି ଆଶଙ୍କା ଚିନ୍ତା ବଢାଇ ଦେଇଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କନକ ନ୍ୟୁଜକୁ ଫୋନେ ଯୋଗେ ସୂଚନା ଦେଇଛନ୍ତି, ଅଗଷ୍ଟ ଶେଷ ସପ୍ତାହରେ ଆଉ ବର୍ଷା ହେବାର…