Daily Archives

August 20, 2021

କୋଭିଡ ସମୟେରେ ତାରାଙ୍କ କଳା ଚଷମାର କାହାଣୀ : ଆଉ ସୁସ୍ଥ ହେବେନି ବୋଲି ଅନୁଭବ କରି ପୁଅ ହାତରେ ଦିଲ୍ଲୀରୁ ଚଷମା ଓ…

କନକ ବ୍ୟୁରୋ : କୋଭିଡ଼ରେ ସଂକ୍ରମିତ ହୋଇ ଗୁରୁତର ହୋଇପଡ଼ିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ନିଜର ବେବାକ୍ ଅନ୍ଦାଜ ଓ ବିଧାନସଭାରେ ସରକାରୀ ଦଳକୁ କଡ଼ା ସମାଲୋଚନା କରୁଥିବାରୁ ରାଜ୍ୟ ରାଜନୀତିରେ ଏହି ଚେହେରା ବେଶ ଚର୍ଚ୍ଚିତ । ବିଶେଷକରି ଗଣମାଧ୍ୟମର ଜଣେ ପରିଚିତ ଚେହେରା ।…

ପିଲାଙ୍କ ପାଇଁ କରୋନା ଟିକା : ଭାରତରେ ପରୀକ୍ଷଣ ପାଇଁ ଜନସନ ଆଣ୍ଡ ଜନସନ ମାଗିଲା ଅନୁମତି, ୧୨-୧୭ ବର୍ଷର ପିଲାଙ୍କ ଉପରେ…

କନକ ବ୍ୟୁରୋ : ଗୋଟିଏ ପଟେ ପିଲାଙ୍କ ପାଇଁ ବିକଶିତ ହୋଇଥିବା କରୋନା ଟିକାର ପରୀକ୍ଷଣ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି ତ ଅନ୍ୟପଟେ ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ତରଫରୁ ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା କରୋନା ଟିକାର ପରୀକ୍ଷଣ ପାଇଁ ଡିସିଜିଆଇ ଠାରୁ ଅନୁମତି ମାଗିଛି । ୧୮…

ପେଟ୍ରୋଲ ପମ୍ପରେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ : ସାମ୍ନାକୁ ଆସିଲା ଚୋରି ସମୟର ସିସିଟିଭ ଚିତ୍ର

କନକ ବ୍ୟୁରୋ : ପେଟ୍ରୋଲ ପମ୍ପରେ ଡ଼ାକାୟତି । ସାମ୍ନାକୁ ଆସିଲା ଚୋରି ସମୟର ସିସିଟିଭ ଚିତ୍ର । ଆଠଗଡ଼ ତିଗିରିଆ ଥାନା ପଂଚଗାଁ ଜଗା ବଳିଆ ପେଟ୍ରୋଲ ପମ୍ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତିନି ଜଣ ଦୁର୍ବୃତ ଏକ ବାଇକରେ ଆସି ପେଟ୍ରୋଲ ପକାଇବା ସହ ଟାଙ୍କି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ…

ପଶ୍ଚିମ ଓଡ଼ିଶା ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି : ୫ ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି ଜଷ୍ଟିସ୍ ଏସ୍ .…

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶା ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲିଧରଙ୍କ ୫ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି । ଜିଲ୍ଲା ଜର୍ଜକୋର୍ଟ ରେ ବିଚାରପତି ମାନଙ୍କ ସହିତ ଆଲେଚନା କରିବା ସହିତ କୋର୍ଟ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ…

ଜମ୍ମୁ-କାଶ୍ମୀର : ଅବନ୍ତିପୁରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଆତଙ୍କୀ ମୃତ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅପରେଶନରେ ପୋଲିସ, ସେନା ଓ ସିଆରପିଏଫ ଯବାନ ମାନେ ସାମିଲ ଅଛନ୍ତି । ମୃତ୍ୟୁବରଣ କରିଥିବା ହଜ୍ଜିବୁଲ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ପରିଚୟ…

ମନ ମୋହୁଛି ଧାନ ରାକ୍ଷୀ: ଧାନ ଭିତରେ କାଳିଆ ସାଆନ୍ତଙ୍କ କଳାମୁହଁ ,ଗ୍ରାହକଙ୍କ ମଧ୍ୟରେ ଉତ୍ସାହ

କନକ ବ୍ୟୁରୋ: ଦିନ କେଇଟା ପରେ ଆସିବ ଗହ୍ମା ପୁର୍ଣ୍ଣିମା ।ଏଥିପାଇଁ ଚାରିଆଡେ ରାକ୍ଷୀ ଷ୍ଟଲରେ ଝଲମଲ କରୁଛି ବିଭିନ୍ନ ଡିଜାଇନର ରାକ୍ଷୀ । ହେଲେ ଏହାରି ଭିତରେ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଧାନରେ ତିଆରି ରାକ୍ଷୀ । କୋରାପୁଟ ସଦର ମହକୁମାରେ ପ୍ରଥମ ଥର ପାଇଁ ଲାଗିଥିବା ଏହି ରାକ୍ଷୀ ପସରାକୁ…