Daily Archives

August 14, 2021

ରାଷ୍ଟ୍ରପତିଙ୍କ ଚା ପାର୍ଟିରେ ଭାରତୀୟ ଅଲିମ୍ପିକ ଟିମ, ରାଷ୍ଟ୍ରପତି କହିଲେ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ତରଫରୁ ଶନିବାର ଦିନ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଭାରତୀୟ ଅଲିମ୍ପିକ ଟିମକୁ ସ୍ୱାଗତ କରିଛନ୍ତି । ଏନେଇ ପୂର୍ବରୁ ବି ରାଷ୍ଟ୍ରପତି ଭବନ ତରଫରୁ ସୂଚନା ଦିଆଯାଇଥିଲା । କହିରଖୁ କି ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ମଧ୍ୟ ଏକ…

ଦିଲ୍ଲୀ : ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଫଟୋ ସେୟାର କରିବା ନେଇ ରାହୁଲ ଗାନ୍ଧୀଙ୍କ ନାମରେ ମାମଲା

କନକ ବ୍ୟୁରୋ : ଦିଲ୍ଲୀରେ ଜଣେ ଦଳିତ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାହୁଲ ଗାନ୍ଧୀ କରିଥିବା ଟ୍ୱିଟକୁ ନେଇ ତାଙ୍କ ନାମରେ ମାମଲା ଦାଖଲ ହୋଇଛି । ଏହି ଅଭିଯୋଗ ବିଜେପି ପ୍ରବକ୍ତା ନବୀନ କୁମାରଙ୍କ ତରଫରୁ ଦିଲ୍ଲୀର ବାରାଖମ୍ବା ପୋଲିସ ଷ୍ଟେସନରେ କରାଯାଇଛି । ନବୀନ କୁମାର…

ସ୍ୱାଧୀନତା ଦିବସ ପାଳନ କରୁଛି ପାକିସ୍ତାନ । ଟ୍ୱିଟରରେ ଟ୍ରେଣ୍ଡ କଲା #HappyBirthdayBeta

କନକ ବ୍ୟୁରୋ: ଅଗଷ୍ଟ ୧୪ ଅର୍ଥାତ ଆଜିର ଦିନରେ ସ୍ୱାଧୀନ ରାଷ୍ଟ୍ରର ମର୍ଯ୍ୟାଦା ପାଇଥିଲା ପାକିସ୍ତାନ । ଭାରତ ଠାରୁ ବିଭାଜିତ ହୋଇ ସ୍ୱତନ୍ତ୍ର ଦେଶ ଭାବେ ପାକିସ୍ତାନ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିଲା । ଆଉ ସେବେଠୁ ପାକିସ୍ତାନ ନିଜର ସ୍ୱାଧୀନତା ଦିବସ ଅଗଷ୍ଟ ୧୪ ବା ଆଜିର ଦିନରେ ପାଳନ…

ଲକ୍ଷ୍ମଣ ଦାସଙ୍କ ଜୀବନରେ ଲକ୍ଷ୍ମଣ ରେଖ।। ଟାଣି ଦେଇଛି ମାରାତ୍ମକ କ୍ୟାନସର । ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା ।…

କନକ ବ୍ୟୁରୋ: ପରିବାର ଚଳାଇବା ବୟସରେ ପରିବାର ପାଇଁ ବୋଝ ପାଲଟିଛି ଘରର ଭେଣ୍ଡିଆ ପୁଅ । ମାତ୍ର ୩୭ ବର୍ଷ ବୟସରେ କର୍କଟ ଭଳି ମାରାତ୍ମକ ରୋଗରେ ଶିକାର ହୋଇଛନ୍ତି ଜଗତସିଂହପୁର ଓଡ଼ିଶୋ ପଞ୍ଚାୟତ ଆନନ୍ଦପୁର ଗାଁର ଲକ୍ଷ୍ମଣ ଦାଶ । ତେବେ ତାଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ପଡ଼ୁଥିବା…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ସତର୍କ ସୂଚନା ଜାରି କଲେ ଏସଆରସି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ…

କନକ ବ୍ୟୁରୋ : ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । ୧୭ ତାରିଖରେ କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ନଜରରେ ରଖି ଏସଆରସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି…

ନବରଙ୍ଗପୁରରେ ରହିଛି ବ୍ରିଟିଶ ଅମଳର ଜେଲ । ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ଗଲାଣି ସ୍ୱାଧୀନତା ସଂଗ୍ରାମର ବାର୍ତ୍ତାବହନ…

କନକ ବ୍ୟୁରୋ: ବର୍ଷ ବର୍ଷ ଧରି ବିଦେଶୀଙ୍କ କବଳରେ ଥିବା ଭାରତକୁ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିଲା ସ୍ୱାଧୀନତା ସଂଗ୍ରାମ । ଏହି ସଂଗ୍ରାମରେ ସାମିଲ ହୋଇଥିଲେ ନବରଙ୍ଗପୁର ଜିଲ୍ଲାର ଶହ ଶହ ସଂଗ୍ରାମୀ । ନିଜ ଭିତରେ ଜାତୀୟତାର ବହ୍ନି ଏତେ ପ୍ରବଳ ଥିଲା ଯେ, କାରାଗାର ବରଣ କରିବା ସହିତ ଜୀବନ…