Daily Archives

August 14, 2021

ଝୁଲା ପୋଲରେ ଝୁଲୁଛି ଆଦିବାସୀ ଅଞ୍ଚଳବାସୀ ଜୀବନ । ଦୁଃଖ ବୁଝିଲା ନାହିଁ ପ୍ରଶାସନ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଦେଖା…

କନକ ବ୍ୟୁରୋ: ପ୍ରଶାସନ ଶୁଣିଲାନି, ଗ୍ରାମବାସୀ ଏକତ୍ରିତ ହୋଇ ନିଜ ଖର୍ଚ୍ଚରେ ତିଆରି କଲେ ଝୁଲା ପୋଲ । ଏଥିପାଇଁ କୌଣସି ଇଞ୍ଜିନିୟରଙ୍କ ପରାମର୍ଶ ନିଆଯାଇ ନାହିଁ । ଗ୍ରାମବାସୀ ନିଜ ବୁଦ୍ଧିରେ ରଡ୍, ତାର ଜାଲି ଓ ବିଦ୍ୟୁତ୍ ତାର ସାହାଯ୍ୟରେ କାଳିପେନୁ ନଦୀ ଉପରେ ପୋଲ ତିଆରି କରିଛନ୍ତି ।…

ଦେଶରେ ଲାଗିରହିଥିବା ଅସ୍ଥିରତା ଭିତରେ ଆଫଗାନବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଘନି

କନକ ବ୍ୟୁରୋ : ଗୋଟେପଟେ ତାଲିବାନୀମାନେ ଆଫାଗାନିସ୍ତାନର ଅଧାରୁ ଅଧିକ ଅଂଶ ନିଜ ଦଖଲକୁ ଆଣିଛନ୍ତି । ତାଲିବାନ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ଏବେ ପୁରା ଆଫଗାନ ଧୂଳିସାତ ହେବାରେ ଲାଗିଛି । ଯବାନ ମରୁଛନ୍ତି, ସାଧାରଣ ଲୋକ ବେଘର ହେଉଛନ୍ତି, ମହିଳାମାନଙ୍କୁ ଉଠାଇ ନେଇ ତାଲିବାନ…

ଆସନ୍ତା ୧୬ ତାରିଖରେ ଓଡିଶା ଆସିବେ ଟୋକିଓରୁ ଅଲିମ୍ପିକ୍ ପଦକ ବିଜେତା ପୁରୁଷ ହକି ଦଳ । ସମ୍ବଲପୁରୀ ଉତ୍ତରୀୟ ଦେଇ…

କନକ ବ୍ୟୁରୋ: ଟୋକିଓରେ ଇତିହାସ ରଚିଛି ଭାରତୀୟ ହକି ଦଳ । ୪୧ ବର୍ଷ ପରେ ଭାରତକୁ ହକିରେ ଅଲିମ୍ପିକ୍ସ ପଦକ ମିଳିଛି । ପଦକ ବିଜେତା ଭାରତୀୟ ହକି ଦଳକୁ ପ୍ରୋତ୍ସାହିତ କରି ଆସୁଛନ୍ତି ଓଡିଶା ସରକାର । ଆସନ୍ତା ୧୬ ତାରିଖରେ ଟିମ୍ ଇଣ୍ଡିଆକୁ ଓଡିଶା ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ରାଉରକେଲାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତେଜନା । ପୁଲିସ ମାଡ ମାରିଥିବା ଅଭିଯୋଗ । ଆତ୍ମହତ୍ୟା ପୂର୍ବରୁ ଭିଡିଓ ଭାଇରାଲ

କନକ ବ୍ୟୁରୋ: ରାଉରକେଲା ରେଲୱେ କଲୋନୀ ନିକଟସ୍ଥ ବିବେକାନନ୍ଦ ପାଲ୍ଲୀ ବସ୍ତିରେ ଯୁବକଙ୍କ ଆତ୍ମହତ୍ୟାକୁ ନେଇ ତ୍ରୀବ ଉତେଜନା ପ୍ରକାଶ ପାଇଛି । ପୋଲିସ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ । ଏହାରି ଭିତରେ ମୃତ୍ୟୁ ହୋଇଥିବା ଯୁବକଙ୍କ ଆତ୍ମହତ୍ୟା ପୂର୍ବରୁ…

୧୬ରୁ ଖୋଲିବ ସ୍ୱର୍ଗଦ୍ୱାର । ଶବ ସତ୍କାର ପାଇଁ ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ, ମୃତକଙ୍କ ସହ ୧୦ଜଣ…

କନକ ବ୍ୟୁରୋ : ୧୬ରୁ ଖୋଲିବ ସ୍ୱର୍ଗଦ୍ୱାର । କୋଭିଡ କଟକଣା ଯୋଗୁ ବନ୍ଦ ଥିବା ସ୍ୱର୍ଗଦ୍ୱାର ୧୬ତାରିଖରୁ ବାହାର ଜିଲ୍ଲାବାସୀଙ୍କ ପାଇଁ ଖୋଲିବାକୁ ନିଷ୍ପତି ହୋଇଛି । କରୋନା କଟକଣା ପାଇଁ ପୁରୀ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ବନ୍ଦ ରହିଥିଲା ସ୍ୱର୍ଗଦ୍ୱାର । କେବଳ ପୁରୀ…

ୟୁପିର ଚର୍ଚ୍ଚିତ ପୂର୍ବ ଆଇପିଏସ୍ ଅମିତାଭ ଠାକୁରଙ୍କ ବଡ ଘୋଷଣା, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ଲଢିବେ ନିର୍ବାଚନ

କନକ ବ୍ୟୁରୋ : ଆସନ୍ତା ବର୍ଷ ୟୁପିରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି । ଶନିବାର ଦିନ ସକାଳେ ୟୁପିର ପୂର୍ବତନ ଚର୍ଚ୍ଚିତ ଆଇପିଏସ୍ ଅମିତାଭ ଠାକୁର ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ।…