Daily Archives

August 5, 2021

ଲୋକସଭାରେ ପାରିତ ହେଲା ୧୯୮୪ ଶିଖ୍ ଦଙ୍ଗା ପୀଡିତଙ୍କ ପାଇଁ ପ୍ୟାକେଜ, ମୃତକଙ୍କ ପରିବାରକୁ ୩.୫୦ ଲକ୍ଷ ଓ ଆହତଙ୍କ ପାଇଁ…

କନକ ବ୍ୟୁରୋ : ଲୋକସଭାରେ ଜାରି ରହିଥିବା ହୋହାଲ୍ଲା ଭିତରେ ଗୁରୁବାର ଦିନ କେନ୍ଦ୍ର ସରକାର ୧୯୮୪ ମସିହା ଶିଖ୍ ଦଙ୍ଗା ପୀଡିତ ମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩.୫୦ ଲକ୍ଷ ଓ ଆହତଙ୍କ ପାଇଁ ୧.୨୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା…

ପଦକ ବିଜେତା ହକି ଟିମରେ ସାମିଲ ଥିବା ୨ ହରିଆଣା ଖେଳାଳୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କଲେ ପୁରସ୍କାର ରାଶି, ଉଭୟଙ୍କୁ…

କନକ ବ୍ୟୁରୋ :  ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ସୁନ୍ଦର ପ୍ରଦର୍ଶନ କରିଛି । ଭାରତୀୟ ହକି ଟିମରେ ସାମିଲ ଥିବା ହରିଆଣାର ୨ ଜଣ ଖେଳାଳୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଗୁରୁବାର ଦିନ ଘୋଷଣା କରିଛନ୍ତି କି…

୩୨ ବର୍ଷ କାଳ ସରକାରୀ ଚାକିରି ପରେ ମିଳିଲାନି ଅବସରକାଳୀନ ଭତ୍ତା । ଏବେ ମୂର୍ତ୍ତି ତିଆରି କରି ପେଟ ପୋଷୁଛନ୍ତି…

କନକ ବ୍ୟୁରୋ: ଦିନେ ଥିଲେ ସରକାରୀ କର୍ମଚାରୀ, ଏବେ ମୂର୍ତ୍ତି କାରିଗର । ଚାକିରିରୁ ଅବସର ନେବା ପରେ ଅବସର କାଳିନ ଭତ୍ତା ନମିଳିବାରୁ ପିଲାବେଳେ ଶିଖିଥିବା କଳା ଏବେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ରୋଜଗାର ଦେଇଛି । ଆଉ ବିଭିନ୍ନ ସମୟରେ ଖରାପ ସମୟ ଓ ପରିସ୍ଥିତିର ଦ୍ୱାହି ଦେଇ ବେରୋଜଗାର…

ଦୃଢ ଆତ୍ମବଳ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ବି ପୂରା ସକ୍ଷମ ବଲାଙ୍ଗୀରର ବବଲୁ…

କନକ ବ୍ୟୁରୋ: ମଣିଷ ଯଦି ଚାହେଁ ନିଜର ଦୃଢ ମନୋବଳ ଓ ଇଚ୍ଛା ଶକ୍ତି ବଳରେ ଅସାଧ୍ୟ କମକୁ ବି କରିବାକୁ ସମର୍ଥ ହୋଇପାରେ । ସେମିତି କିଛି କରି ସଫଳ ହୋଇଛନ୍ତି ବଲାଙ୍ଗୀର ସହରର ବବଲୁ ମିଶ୍ର । ଦିବ୍ୟାଙ୍ଗ ହୋଇ ସୁଦ୍ଧା ସମାଜରେ ନିଜକୁ ଏକ ସକ୍ଷମ ମଣିଷ ଭାବେ ଗଢି ତୋଳିଛନ୍ତି ବବଲୁ । ବଲାଙ୍ଗିର…

ତାଲିବାନ ଉପରେ ବଢିଲା ଆଫଗାନ ସେନାର ଆକ୍ରମଣ । ତାଲିବାନ ଶିବିର ଉପରେ ବିମାନ ଆକ୍ରମଣକୁ ଜୋରଦାର କରିଛି ଆଫଗାନ ସେନା

କନକ ବ୍ୟୁରୋ : ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଏବେ ନୂଆ ମୋଡ ନେଇଛି । ଆଫଗାନିସ୍ତାନକୁ ଅଧିକାର କରିବାକୁ ତାଲିବାନ ଉଦ୍ୟମ ଜାରି ରଖିଥିବା ବେଳେ ଆଫଗାନ ସେନା ଏବେ ତାଲିବାନ ଶିବିର ଉପରେ ବିମାନ ଆକ୍ରମଣ ଆରମ୍ଭ କରିଛି । ଆଫଗାନ ସେନାର ଏଭଳି ଆକ୍ରମଣ ଆଗରେ ହାରମାନି ତାଲିବାନ ଏବେ…

ବଜାରରେ ମିଳିବ ଟେରାକୋଟା ରାକ୍ଷୀ । ମାଟିରେ ଜଗନ୍ନାଥ, ଗଣେଷ, ଓଁ ଏବଂ ସ୍ୱସ୍ତିକ ରାକ୍ଷୀ ତିଆରି କରିଛନ୍ତି ସ୍ୱୟଂ…

କନକ ବ୍ୟୁରୋ: ରାକ୍ଷୀରେ ଜଗନ୍ନାଥ । ଅନେକ ସମୟରେ ଆପଣ ସୋଲ ରାକ୍ଷୀରେ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଦେଖିଥିବେ । ହେଲେ ମାଟିରେ ତିଆରି ଜଗନ୍ନାଥଙ୍କୁ ରାକ୍ଷୀରେ ସଜାଯାଇଛି । ଏହି ଟେରାକୋଟା ରାକ୍ଷୀ କିଣି ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ବାନ୍ଧିବ ଭଉଣୀ ଆଉ କଳା ଠାକୁରଙ୍କ…