Daily Archives

August 5, 2021

ଅଲିମ୍ପିକ୍ସ କୁସ୍ତିରେ ରୌପ୍ୟ ପଦକ ଜିତିଲେ ରବି ଦହିୟା । ୫୭ କେଜି ଫ୍ରି ଷ୍ଟାଇଲ ବର୍ଗରେ ଜିତିଲେ ରୌପ୍ୟ ପଦକ ।

କନକ ବ୍ୟୁରୋ: ଅଲିମ୍ପିକ୍ସ କୁସ୍ତିରେ ରୌପ୍ୟ ପଦକ ଜିତିଲେ ଭାରତୀୟ ରେସଲର ରବି କୁମାର ଦହିୟା । ଆଜି ୫୭ କେଜି ଫ୍ରି ଷ୍ଟାଇଲ ବର୍ଗର ଫାଇନାଲରେ ସେ ପରାସ୍ତ ହେବା ସହିତ ରୌପ୍ୟ ପଦକ ଲାଭ କରିଛନ୍ତି । ଋୁଷର କୁସ୍ତି ଯୋଦ୍ଧା ଜାବୁର ୟୁଗୁଏବଙ୍କ ଠାରୁ ରବି କୁମାର ହାରି ଯାଇଛନ୍ତି ।…

ମୁଁ ପ୍ରଥମେ ଚାଷୀ ତା ପରେ ବିଧାୟକ । ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

କନକ ବ୍ୟୁରୋ: ଜଣେ ନେତା ଜନତାଙ୍କ ପାଇଁ ଆଦର୍ଶ ହେବା ଉଚିତ୍ । ବେଳେବେଳେ ଦେଖାଯାଏ ନେତା ଗାଦିରେ ବସିଯିବା ପରେ ତାଙ୍କ ଚାଲି ଚଳଣି, ଆଚାର ବ୍ୟବହାର ବଦଳିଯାଏ । ଜୀବନଶୈଳୀରେ ପରିବର୍ତ୍ତନ ହୁଏ, କିନ୍ତୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଟିକେ ନିଆରା । ବିଧାୟକ ହୋଇ ବି ସେ ଭୁଲିନାହାନ୍ତି…

ଓଡିଶା ଲଘୁ ଖଣିଜ ଉପରେ ମାଫିଆଙ୍କ ନଜର । ପଶ୍ଚିମବଙ୍ଗ ମାଫିଆଙ୍କ କବଜାରେ ବାଲେଶ୍ୱର ରାଇବଣିଆର ମୋରମ । ରାଜସ୍ୱ…

ଲଘୁ ଖଣିଜ ଉପରେ ମାଫିଆଙ୍କ ନଜର ଓଡ଼ିଶାରେ ରାଜ୍ କରୁଛନ୍ତି ପଶ୍ଚିମବଙ୍ଗ ମାଫିଆ ବାଲେଶ୍ୱର ରାଇବଣିଆ ଅଞ୍ଚଳରୁ ଲୁଟ ହେଉଛି କୋଟି କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ । ପଡୋଶୀ ପଶ୍ଚିମବଙ୍ଗର ମୋରମ ମାଫିଆ ସ୍ଥାନୀୟ କିଛି ଦଲାଲଙ୍କୁ ଅସ୍ତ୍ର କରି ଜଙ୍ଗଲ ଜମି ସହିତ ଲୋକଙ୍କ ଜାଗାରୁ…

ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। କେନ୍ଦୁଝର, ମୟୁରଭଞ୍ଜ ଓ କଳାହାଣ୍ଡି ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତା ୨୪…

ରେକର୍ଡ ସ୍ତରରେ ସେନସେକ୍ସ, ପ୍ରଥମଥର ପାଇଁ ୫୪ ହଜାର ଉପରେ ସେନସେକ୍ସ । ୧୬,୩୦୦ ଉପରେ ବନ୍ଦ ହେଲା ନିଫ୍ଟୀ

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ବି ରେକର୍ଡ ଛୁଇଁଛି ସେନସେକ୍ସ, ସୋମବାର ଦିନ ବଜାର ବନ୍ଦ ହେବା ପୂର୍ବରୁ ସେନସେକ୍ସ ୫୪,୬୦୦ ପଏଣ୍ଟ ଅତିକ୍ରମ କରିଥିବା ବେଳେ ନିଫ୍ଟୀ ୧୬.୩୦୦ ଅଙ୍କ ଅତିକ୍ରମ କରିଛି । କାରବାର ବନ୍ଦ ହେବା ବେଳକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ର ପ୍ରମୁଖ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ଓ୍ୱାର୍ଣ୍ଣିଂ ଜାରି କରି…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୁରଭଞ୍ଜ ଓ କଳାହାଣ୍ଡି ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ହେତୁ ଏହି ସବୁ ଜିଲ୍ଲାରେ ୟେଲୋ…