Daily Archives

July 30, 2021

ଭୟଙ୍କର ହେଉଛି ଡେଲ୍ଟା ଭାରିଏଣ୍ଟ । ହାଡ଼ଫୁଟି ଭଳି ବ୍ୟାପୁଛି କରୋନା । ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ…

ହାଡ଼ଫୁଟି ଭଳି ବ୍ୟାପୁଛି କରୋନା ଚିନ୍ତା ବଢ଼ାଉଛି ଡେଲଟା ଭାରିଏଣ୍ଟ ବିଶ୍ୱର କିଛି ପ୍ରତିଷ୍ଠିତ ଖବରକାଗଜରେ ପ୍ରକାଶିତ ଏଭଳି ରିପୋର୍ଟ କରୋନା ଭୂତାଣର ଭୟାବହତାକୁ  ପ୍ରକାଶ କରୁଛି । ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର, କରୋନା ସଂକ୍ରମଣ ନେଇ ଯେଉଁ ତଥ୍ୟ ସାମ୍ନାକୁ…

ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟରେ ରେକର୍ଡ କଲା ବିକଳ୍ପ ମୂଲ୍ୟାୟନ । ସିବିଏସଇ ଦ୍ୱାଦଶ ଶ୍ରେଣୀରେ ୯୯.୩୭ ପ୍ରତିଶତ…

କନକ ବ୍ୟୁରୋ: କରୋନା ଭଳି ଅସ୍ୱାଭାବିକ ପରିସ୍ଥିତିରେ ଯେଉଁ ଅପ୍ରତ୍ୟାଶିତ ନିଷ୍ପତ୍ତି ନିଆଯାଇଥିଲା, ତାର ପରିଣାମ ଆସିଛି । ଆଉ ବହୁ ପ୍ରତିକ୍ଷିତ ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଜି ଠିକ୍ ଦିନ ୨ଟା ପରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇବା ପରେ…

ଓଏସଏସସି ସଦ୍ୟସଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ରେଡ୍ । ମିଳିଲା ପୁଳା ପୁଳା ଟଙ୍କା, ସୁନା । ଏବେ ପ୍ରଶ୍ନ ନିଯୁକ୍ତି…

କନକ ବ୍ୟୁରୋ: ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ୍ ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ପ୍ରାଇଭେଟ ସେକ୍ରେଟେରୀ ଭାବେ ଚାକିରି କରନ୍ତି ବିରଞ୍ଚି ନାରାୟଣ ସାହୁ ।  ଚାକିରି ବଡ଼ ନୁହେଁ, ହେଲେ ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ । ରେଡ୍ ବେଳେ ଲକ୍ଷ ଲକ୍ଷ ଟଙ୍କାର ନଗଦ, ପୁଳା ପୁଳା ସୁନା, ମାଳ…

ସରକାର ଚାକିରିଆଙ୍କ ପୁଳାପୁଳା ଟଙ୍କା ଓ ସୁନା ଦେଖି ଚମକି ଗଲା ସାରା ଓଡ଼ିଶା । କୁବେର ଭଳି ସମ୍ପତ୍ତିର ଅଧିକାରୀ…

କନକ ବ୍ୟୁରୋ: ଜଣେ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ଦେଖି ଆଜି ଭିଜିଲାନ୍ସ ବିଭାଗର ଆଖି ଖୋସି ହୋଇ ଯାଇଛି ଆଉ ଟିଭି ପରଦାରେ ଏହି ଦୃଶ୍ୟ ଦେଖି ଚକିତ ହୋଇଯାଇଛି ସାରା ଓଡିଶା । ସରକାରୀ କର୍ମଚାରୀଙ୍କ କୁବେର ଭଳି ସମ୍ପତ୍ତି । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି…

କରୋନାର କରୁଣ କାହାଣୀ ନେଇ ପରଦାକୁ ଆସିବ ଓଡିଆ ଚଳଚିତ୍ର । ଫିଲ୍ମ ‘ଲଗାମ୍’ ଦେଖାଇବ ଲକଡାଉନ୍ ବେଳେ କାମ ହରାଇଥିବା…

କନକ ବ୍ୟୁରୋ: କରୋନାର କରୁଣ କାହାଣୀ ଆପଣମାନେ ଟିଭି ପରଦାରେ ଅନେକ ଦେଖିଛନ୍ତି । କରୋନା କାଳରେ ଚାକିରି ହରାଇ ଘରକୁ ଫେରି ଆସିଛନ୍ତି ଅନେକ ପ୍ରବାସୀ ଶ୍ରମିକ । ଗରିବ ଖଟିଖିଆ, ବୁଲାବିକାଳି, ଉଠା ଦୋକାନୀ ଠାରୁ ଆରମ୍ଭ କରି ମଧ୍ୟବିତ୍ତ, ସମସ୍ତଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି ଏଇ…

ଚାଷ ଆରମ୍ଭରୁ ଚିନ୍ତାରେ ଚାଷୀ । ଧାନ ଚାଷ ଆଗେଇ ନେବାକୁ ମିଳୁନି ୟୁରିୟା ସାର । ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି…

କନକ ବ୍ୟୁରୋ: ବର୍ଷା ଦେଖି ଚାଷୀ ଗତ ଧାନ ବିକ୍ରି ଅବ୍ୟବସ୍ଥାକୁ ଭୁଲି ପୁଣି ଥରେ ଧାନ ଚାଷ ଆରମ୍ଭ କରିଛି । ହେଲେ ଆରମ୍ଭରୁ ହିଁ ଚାଷୀ ମୁଣ୍ଡରେ ଚଡକ ପଡିଛି । କାରଣ ଚାଷ ପାଇଁ ଆବଶ୍ୟକ ୟୁରିଆ ସାର ମିଳୁନି । ଯଦି ବା କେଉଁଠି ମିଳୁଛି ତାହା ଚଢା ଦରରେ । ୟୁରିଆ ସାର ବସ୍ତାକୁ ୨୮୦ ଟଙ୍କାରେ…