Daily Archives

July 29, 2021

ପେଗାସସ ମାମଲା : ଭାରତରେ ଝଡ, ଇସ୍ରାଏଲରେ ତଦନ୍ତ ।

କନକ ବ୍ୟୁରୋ : ପେଗାସସ ଗୁଇନ୍ଦାଗିରିକୁ ନେଇ ଭାରତର ସଂସଦରେ ଅଚଳାବସ୍ଥା ଦେଖା ଦେଇଛି । ବିରୋଧୀ ଏହାର ତଦନ୍ତ ସଂସଦୀୟ କମିଟି ଦ୍ୱାରା କରିବାକୁ ଦାବିରେ ଅଡି ବସିଛନ୍ତି । ସରକାର ଓ ପେଗାସସର ସଂପର୍କକୁ ନେଇ ସ୍ପଷ୍ଟୀକରଣ ମାଗୁଛନ୍ତି ବିରୋଧୀ ଦଳ ନେତା । ସେପଟେ କିନ୍ତୁ ପେଗାସସକୁ ନେଇ ବଡ…

ପୁରୀ ବେଳାଭୂମିରେ ଓଟିଡିସିର ମଦ ବିକ୍ରିକୁ ବିରୋଧ । ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ନିଶାନିବାରଣ ସଂଗଠନ ।

କନକ ବ୍ୟୁରୋ: ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନର ବ୍ୟବସ୍ଥା ଯୋଜନାକୁ ଜୋରଦାର ବିରୋଧ କରାଯାଇଛି । ପୁରୀର ବିଭିନ୍ନ ନିଶା ନିବାରଣ ସଂଗଠନ ପକ୍ଷରୁ ଏହି ବିରୋଧ କରାଯାଇଛି । ତାଙ୍କ କହିବା କଥା ହେଲା, ଜଗନ୍ନାଥ ସଂସ୍କୃତି ପାଇଁ ସାରା ବିଶ୍ୱରୁ ଭକ୍ତ ପୁରୀକୁ ଆସୁଛନ୍ତି । ଏହି…

ସଂସଦରେ ପହଞ୍ଚିନି କି ଓଡ଼ିଶା-ଆନ୍ଧ୍ର ବିବାଦ ପ୍ରସଙ୍ଗ? ସଂସଦରେ ୭ଟି ରାଜ୍ୟର ସୀମା ବିବାଦ ଉଲ୍ଲେଖ କଲେ କେନ୍ଦ୍ର…

କନକ ବ୍ୟୁରୋ :  କୋଟିଆକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଚାଲିଥିବା ବିବାଦ ବାବଦରେ ଜାଣନ୍ତି ନାହିଁ କେନ୍ଦ୍ର ସରକାର । ଆନ୍ତଃରାଜ୍ୟ ସୀମା ବିବାଦକୁ ନେଇ ସଂସଦରେ ସରକାର ଉତ୍ତର ରଖିଥିବା ବେଳେ ତାଲିକାରେ ଓଡିଶା ନାହିଁ । ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ତେଜିଛି । କୋଟିଆ…

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳିବ ଭିଟାମିନ୍ ଯୁକ୍ତ ଚାଉଳ । ମାଲକାନଗିରି ଜିଲ୍ଲାରେ ପାଇଲଟ୍ ପ୍ରୋଜେକ୍ଟର ଶୁଭାରମ୍ଭ…

କନକ ବ୍ୟୁରୋ: ଅପପୁଷ୍ଟି ରୋକିବ ଭିଟାମିନ ଯୁକ୍ତ ଚାଉଳ । ହିତାଧିକାରୀଙ୍କୁ ପିଡିଏସ ମାଧ୍ୟମରେ ପୁଷ୍ଟିକର ଚାଉଳ ଯୋଗାଇବେ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱାସ୍ଥ୍ୟବର୍ଦ୍ଧକ ଭିଟାମିନ ଯୁକ୍ତ ଚାଉଳ ବଣ୍ଟନକୁ ମାଲକାନଗିରିରେ ଶୁଭାରମ୍ଭ କରିଛନ୍ତି ।…

ଦୁର୍ନୀତି ହୁଏ ଏମିତି… ସାମନାକୁ ଆସିଲା ଠିକାଦାରିର ଗଳାବାଟ । ଛୋଟ ଛୋଟ ଭାଗରେ ବିଭକ୍ତ କରି ନିର୍ଦ୍ଦିଷ୍ଟ…

କନକ ବ୍ୟୁରୋ: ଦୁର୍ନୀତି କେମିତି ହୁଏ? ନିୟମର ଗଳାବାଟ ଦେଇ କେମିତି ନେତା, ଅଫିସର ଓ ଠିକାଦାର ମାଲାମାଲ ହୁଅନ୍ତି, ଆରଟିଆଇ ରିପୋର୍ଟରୁ ତା’ର ଏକ ବଡ଼ ପ୍ରମାଣ ମିଳିଛି । ତେବେ ଦୁର୍ନୀତିର ଏହି ପୂରା କାହାଣୀ ଜାଣିବା ପାଇଁ ଭୁବନେଶ୍ୱରରେ ଥିବା ଷ୍ଟେଟ୍ ମ୍ୟୁଜିୟମ ବା ରାଜ୍ୟ ସଂଗ୍ରହାଳୟର…

ଲକଡାଉନରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି ମଣିଷ । ଛୋଟ ବ୍ୟବସାୟୀଙ୍କ ସ୍ଥିତି ସଙ୍ଗୀନ, ଅନଲକ ନହେଲେ ଆହୁରି ବିଗିଡିବ…

କନକ ବ୍ୟୁରୋ : ବଞ୍ଚିବା ପାଇଁ ସଂଘର୍ଷ କରୁଛି ଲକଡାଉନରେ ଥିବା ମଣିଷ । କଟକଣାର କାଟାଗୋରୀ ଭିତରେ ବ୍ୟବସାୟ କରିବାରେ ଅଙ୍କୁଶ, ବ୍ୟବସାୟୀଙ୍କୁ ହରଡଘଣାରେ ପକାଇ ଦେଇଛି । ଛୋଟ ବ୍ୟବସାୟୀ କେମିତି କର୍ମଚାରୀଙ୍କୁ ଦରମା ଦେବେ, କେମିତି ବ୍ୟାଙ୍କ ଋଣ ସୁଝିବେ, ତାକୁ ନେଇ ଚିନ୍ତାରେ ଅଛନ୍ତି । ଆଉ…