Daily Archives

July 28, 2021

ବର୍ଷା ଅଭାବ ସମସ୍ୟା ପରେ ସାର ସଙ୍କଟ ବଢ଼ାଇଲା ଚାଷୀଙ୍କ ଚିନ୍ତା । କେଉଁଠି ଅଭାବି ବିକ୍ରି, ତ କେଉଁଠି ଆସୁଛି ଶୋଷଣର…

କନକ ବ୍ୟୁରୋ : ଜମିରେ ପାଣି ହେବା ପରେ ଚାଷ କାର୍ଯ୍ୟରେ ଲାଗି ପଡିଛି ଚାଷୀ । ଧାନ ତଳି ରୁଆ ଚାଲିଛି । ଚାଷ କାର୍ଯ୍ୟ ଆଗକୁ ବଢୁଥିବା ବେଳେ ସାର ସଂକଟର ସମ୍ମୁଖୀନ ହେବା ସହ ଓ ଚଢ଼ା ଦାମରେ କିଣିବାକୁ ବାଧ୍ୟ ହେଉଛି ଚାଷୀ । ଏହାକୁ ନେଇ ବଢ଼ୁଛି ଚାଷୀ ଅସନ୍ତୋଷ । ଏହା କୌଣସି ଗୋଟିଏ ଅଂଚଳର…

ବି.ଟେକ୍ ଇଞ୍ଜିନିୟରଙ୍କୁ କରୋନା କରିଦେଲା ସିକ୍ୟୁରିଟି ଗାର୍ଡ । ସେପଟେ ରୋଜଗାର ଖୋଜୁଛନ୍ତି ହୋଟେଲ କର୍ମଚାରୀ ।…

କନକ ବ୍ୟୁରୋ: ବି-ଟେକ ଇଞ୍ଜିନିୟର ବନିଗଲେ ସିକ୍ୟୁରିଟି ଗାର୍ଡ । ଉଚ୍ଚଶିକ୍ଷିତ ଜଗତସିଂହପୁରର ଭକ୍ତି ପ୍ରସାଦଙ୍କୁ  କରୋନା ସଜାଇଦେଇଛି ସିକ୍ୟୁରିଟି ଗାର୍ଡ ଓ ଲଣ୍ଡ୍ରି ବଏ ।  ପେଟ ପାଇଁ ସବୁ କିଛି କରି ଏବେ ସେ ବେକାର ।  ବି.ଟେକ ସାରିବା ପରେ ଭକ୍ତିଙ୍କୁ ପୁନେରେ ପ୍ରତିଷ୍ଠିତ କମ୍ପାନୀରେ…

ରାଜ୍ୟରେ ନୂଆକରି ଗଢ଼ି ଉଠିବ ୪ ହଜାର ନୂଆ ଗ୍ରାମ । ଜିଲ୍ଲାପାଳଙ୍କୁ ଚିଠି ଲେଖି ପଦକ୍ଷେପ ନେବା ପାଇଁ ରାଜସ୍ୱ ବିଭାଗର…

କନକ ବ୍ୟୁରୋ: ରାଜ୍ୟରେ ଆହୁରି ୪ ହଜାର ନୂଆ ଗାଁ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ରାଜସ୍ୱ ସଚିବ । ଏହି ଚିଠି ଫଳରେ ପଞ୍ଚାୟତ ନିର୍ବାଚନ ଆଗରୁ ରାଜ୍ୟରେ ନୂଆ…

ପେଗାସସ୍ ସ୍ପାଏୱେର ମାମଲାରେ ସରକାରକୁ ଘେରିବାକୁ ଏକାଠି ବିରୋଧୀ । ୧୪ ବିରୋଧୀ ଦଳ ସହ ଆଲୋଚନା କଲେ ରାହୁଲ । ବିରୋଧୀ…

କନକ ବ୍ୟୁରୋ: ପେଗାସସ୍ ଗୁଇନ୍ଦାଗିରି ମାମଲାରେ ମୋଦି ସରକାରଙ୍କୁ ଘେରିବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ  । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୪ଟି ବିରୋଧୀ ଦଳର ନେତା ବସି ସଂସଦରେ ଆଗାମୀ ରଣନୀତି କ’ଣ ହେବ ସେନେଇ ଆଲୋଚନା କରିଛନ୍ତି ।  ତେବେ ବିରୋଧୀଙ୍କ ଏହି ବୈଠକରେ…

ଦିଲ୍ଲୀରେ କମିଲା କରୋନା, ଭୁବନେଶ୍ୱରରେ ଏବେ ବି ଉପରମୁହାଁ । ସକ୍ରିୟ ମାମଲା ଦୃଷ୍ଟିରୁ ରେଡ୍ ଜୋନରେ ଖୋର୍ଦ୍ଧା…

କନକ ବ୍ୟୁରୋ : ଦିଲ୍ଲୀରେ କମୁଛି କରୋନା , କିନ୍ତୁ ଭୁବନେଶ୍ୱରରେ ସ୍ଥିତି ଏବେ ସଙ୍ଗୀନ ରହିଛି । ସକ୍ରିୟ ମାମଲା ଦୃଷ୍ଟ୍ିରୁ ଏବେ ବି ରେଡ ଜୋନରେ ରହିଛି ଖୋର୍ଦ୍ଧା ଜିଲ୍ଲା । ସବୁଠୁ ଚିନ୍ତାଜନକ କଥା ହେଉଛି ଭୁବନେଶ୍ୱର ମହାନଗର ନିଗମରେ କରୋନା ସଂକ୍ରମଣ ଯେପରି କମିବା କଥା କମୁନାହିଁ ।…

ସ୍ପିରିଟ୍ ଢ଼ାଳି ପ୍ରେମିକାକୁ ପୋଡ଼ିଦେଲା ପ୍ରେମିକ! ମୃତ୍ୟୁକାଳୀନ ବୟାନରେ ଲୋମହର୍ଷଣକାରୀ କାହାଣୀ କହିଲେ ପୀଡ଼ିତା,…

କନକ ବ୍ୟୁରୋ : ପ୍ରେମିକ ପାଲଟିଗଲା ରାକ୍ଷସ । ସମ୍ପର୍କ ଆରମ୍ଭ ହେଲା ପ୍ରେମରୁ , ଆଉ ସରିଲା ନିଆଁରେ । ଗଞ୍ଜାମର ପୁରୁଷୋତ୍ତମପୁର ଅଞ୍ଚଳରୁ ଯେଉଁ ଚାଞ୍ଚଲ୍ୟକର ଖବର ଆସିଛି, ତାହା ସତରେ କେବେ ବିଶ୍ୱାସ କରିହେବନି । ମନରେ ପ୍ରଶ୍ନ ଉଠିବ, ସଭ୍ୟ ସମାଜରେ ସତରେ କଣ ଜଣେ ଶିକ୍ଷିତ ଯୁବକ ଏଭଳି…