Daily Archives

July 26, 2021

ଲକଡାଉନ ଛଡ଼ାଇ ନେଲା ରୋଜଗାର । ରାସ୍ତା ଉପରେ ଥାଳି ବାଡେଇ ଅଟୋ ଚାଳକଙ୍କ ପ୍ରତିବାଦ । ବ୍ୟାଙ୍କ ଇଏମଆଇ କୋହଳ କରିବାକୁ…

କନକ ବ୍ୟୁରୋ: ରାଜରାସ୍ତାରେ ଥାଳି ତାଟିଆ ବାଡେଇ ଅଭିନବ ପ୍ରତିବାଦ କରିଛନ୍ତି ଭୁବନେଶ୍ୱରରେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ । କରୋନା ଯୋଗୁଁ ରୋଜଗାର ନାହିଁ , ପରିବାର ଚଳେଇବା ବି କଷ୍ଟକର ହୋଇପଡିଛି । ପେଟ୍ରୋଲ ଦର ବି ଏପଟେ ଶହେ ଟପିଲାଣି । ଏହି ସମୟରେ ଇଏମଆଇ ଭଳି ମାନସିକ ଚାପ ଓ ସୁଧ…

କରୋନା କଟକଣା ଭିତରେ ଖୋଲିଲା ସ୍କୁଲ । ଅନଲାଇନ ଦୁନିଆରୁ ବାହାରି କଳାପଟାରେ ପୁଣି ପାଠ ପଢ଼ିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀ…

କନକ ବ୍ୟୁରୋ: କରୋନା ସମୟରେ ସାରାରାଜ୍ୟରେ ପୁଣି ଖୋଲିଛି ସ୍କୁଲ । କଟକରୁ କୋରାପୁଟ, ରାଜଧାନୀରୁ ରାଉରକେଲା ସବୁଠି ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହରେ ବସି ସିଧାସଳଖ ପାଠପଢ଼ା ଆରମ୍ଭ ହୋଇଛି  । କରୋନାର ଦ୍ୱିତୀୟ ଲହରର ଭୟ ଓ ତୃତୀୟ ଲହରର ଆଶଙ୍କା ଥିଲେ ବି ଦୀର୍ଘ…

ରାଜଧାନୀର ଛାତି ଉପରେ ଗ୍ୟାଙ୍ଗୱାର । ମାଷ୍ଟର କ୍ୟାଣ୍ଟିନ ଛକରେ ୨ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ ।

କନକ ବ୍ୟୁରୋ: ଗୋଟିଏ ପଟେ ଗ୍ୟାଙ୍ଗଷ୍ଟର ହାଇଦରକୁ ପୁଲିସ ଏନକାଉଣ୍ଟର କରିଥିବାବେଳେ, ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକର ଉପରେ ଦେଖିବାକୁ ମିଳିଛି ଗ୍ୟାଙ୍ଗୱାରର ଦୃଶ୍ୟ । ଗୋଟିଏ ଗ୍ୟାଙ୍ଗର ଯୁବକ ଗୋଡାଇ ଗୋଡାଇ ଆଉ ଏକ ଗ୍ୟାଙ୍ଗର ସଦସ୍ୟଙ୍କୁ ହାଣିଛନ୍ତି । ତେବେ କଡା ସୁରକ୍ଷା…

ରିକ୍ସା ଚାଳକରୁ ଗ୍ୟାଙ୍ଗଷ୍ଟର । କେମିତି ଆତଙ୍କର ନାଁ ପାଲଟିଗଲା ହାଇଦର? ପଢନ୍ତୁ, ପୂରା କାହାଣୀ…

କନକ ବ୍ୟୁରୋ: ଯିଏ ଦିନେ କେନ୍ଦ୍ରାପଡ଼ା ସହରରେ ରିକ୍ସ୍ା ଚଲାଉଥିଲା, ସେ କେମିତି ଏତେ ବଡ଼ ଗ୍ୟାଙ୍ଗଷ୍ଟର ପାଲଟିଗଲା? ଏ କାହାଣୀ ଯେତିକି ରୋମାଞ୍ଚକର, ସେତିକି ଭୟାନକ । ୮୦ ଦଶକରେ ହାଇଦର ରିକ୍ସା ଟାଣି ପରିବାର ପୋଷୁଥିଲା । ହେଲେ ୯୦ ଦଶକରେ ତା’ର ଅପରାଧର ସାମ୍ରାଜ୍ୟ ଲମ୍ବି ଚାଲିଥିଲା ।…

କେମିତି ହୋଇଥିଲା ହାଇଦରର ଏନକାଉଣ୍ଟର ? ମୃତ୍ୟୁର ପୂରା କାହାଣୀ କହିଲା ପୁଲିସ ।

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟରକୁ ନେଇ ପରିବାର ଲୋକ ପ୍ରଶ୍ନ ଉଠାଉଥିବାବେଳେ ଥାନାରେ ଏତଲା ଦେଇଛି ଏସକର୍ଟ ଟିମ୍ । ହାଇଦରକୁ ଏସକର୍ଟ କରି ନେଉଥିବା ପୋଲିସ ଅଧିକାରୀ ଗଙ୍ଗାଧର ସାସେନି ସିମୁଳିଆ ଥାନାରେ ଏଫଆଇଆର ଦେଇଛନ୍ତି ଆଉ ଏଫଆଇଆର ଆଧାରରେ ରୁଜୁ ହୋଇଛି ମାମଲା ।…

ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ୨ଜଣ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଷ୍ଟର କ୍ୟାଂଟିନ ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ରାସ୍ତା ଉପରେ ୨ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ହୋଇଥିବାର…