Daily Archives

July 14, 2021

ଗରିବ, ଖଟିଖିଆଙ୍କ ପାଖରେ ପହଞ୍ଚି ପାରୁନି ଆବାସ ଯୋଜନା । ଘର ଭାଙ୍ଗିବା ପରେ ଏବେ ବି ସରକାରୀ ସହାୟତା ଅପେକ୍ଷାରେ…

କନକ ବ୍ୟୁରୋ: ଗୃହହୀନ, ଗରିବ ଖଟିଖିଆଙ୍କୁ ପକ୍କା ଘର ଯୋଗାଇବାକୁ ସରକାରଙ୍କ ଆବାସ ଯୋଜନା ରହିିଛି । ହେଲେ ଜୁନାଗଡ ବ୍ଲକରେ ପକ୍କା ଘର ଖଣ୍ଡେ ପାଇବା ଗରିବଙ୍କ ଲାଗି ସାତ ସପନ ପାଲଟି ଯାଇଛି । ଜଣେ ଭୂମିହୀନ ଗରିବ ଖଟିଖିଆଙ୍କୁ ପ୍ରଶାସନିକ ଅଧିକାରୀ ପକ୍କା ଘର ପାଇଁ ୧୯ ବର୍ଷ ହେଲା…

ପଡ଼ିଆରେ ଚାଲିଛି ପୋଲିସ ପାଇଁ ପ୍ରଶିକ୍ଷଣ । ସକାଳୁ ସକାଳୁ ଆସି ଟ୍ରେନିଂ ଦିଅନ୍ତି ଆଇଆଇସି । ଖାକି ବର୍ଦ୍ଦି ପିନ୍ଧି…

କନକ ବ୍ୟୁରୋ : ପଡ଼ିଆରେ ଚାଲିଛି କସରତ । ଶୁଭୁଛି କଦମତାଲର ଗମ୍ଭୀର ପଦଧ୍ୱନି । ଲାଗୁଛି ସତେ ଯେମିତି ସୁରକ୍ଷାବାହିନୀର କୌଣସି ବାଟାଲିୟନର ଜୋରସୋରରେ ଟ୍ରେନିଂ ଚାଲିଛି । ଏ ଘଟଣା କୌଣସି ଚଳଚ୍ଚିତ୍ରର ଦୃଶ୍ୟ ଠାରୁ କମ୍ ନୁହେଁ । କିନ୍ତୁ ବାସ୍ତବିକତା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।…

ବଦଳିବ ପାରାଦୀପ ବେଳାଭୂମିର ରୂପ । ସୌନ୍ଦର୍ଯ୍ୟକରଣ କରିବା ପାଇଁ ପ୍ରୟାସ ଆରମ୍ଭ । ନାଚଗୀତ ସହ ସୁଆଦିଆ ଖାଦ୍ୟର ମଜା…

କନକ ବ୍ୟୁରୋ: ପାରାଦୀପ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନୂଆ ଯୋଜନା । ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେଇ ସରକାର ଏବେ ସମୁଦ୍ର ବେଳାଭୂମିର ସୈାନ୍ଦର୍ଯ୍ୟକରଣ କରିବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି । ଏଥର ବନ୍ଦର ନଗରୀ ପାରାଦୀପ ବେଳାଭୂମିର ରୂପ ବଦଳିବ ଏବଂ ସଜେଇ ହେବ ପାରାଦୀପ ବେଳାଭୂମି…

ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢା । ଭକ୍ତ ଆସିବାରେ କଟକଣା ଲାଗିଥିବାରୁ ଅବଢା କମ୍ କରିବାକୁ ନିଷ୍ପତ୍ତି ।

କନକ ବ୍ୟୁରୋ: ଆଜିଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିଛି ଆଡପ ଅବଢା । ହେଲେ ଏହା ସୀମିତ ପରିମାଣର ବାହାରିବ । ଯେହେତୁ ଭକ୍ତ ଆସିବା ଉପରେ କଟକଣା ରହିଛି, ତେଣୁ ଆଡପ ଅବଢା କମ୍ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ଶ୍ରୀମନ୍ଦିର ଅବଢା ଠାରୁ ଏହି ଆଡପ ଅବଢାର ସ୍ୱାଦ ଭିନ୍ନ । ସେଥିପାଇଁ…

ମୁଁ ବୁଢା ହେଇଗଲି ବୋଲି ପର କରିଦେଲା ମାଲିକ… ଦିନେ ମୋ ପିଠିରେ ବୋଝ ବୋହି ରୋଜଗାର କରୁଥିଲା ମାଲିକ, ଆଜି ବଳ…

କନକ ବ୍ୟୁରୋ: ଓଟ ଆଖିରେ ଲୁହ । ସରିଗଲା ସ୍ୱାର୍ଥ, ଛାଡିଦେଲା ମଣିଷ । ସ୍ୱାର୍ଥ ସରିଗଲା ବୋଲି ମାଲିକ ପର କରିଦେଲା । ବୁଢା ହେଇଗଲା ବୋଲି ଓଟକୁ ରାସ୍ତାରେ ଛାଡିଦେଇଗଲା ସ୍ୱାର୍ଥପର ମାଲିକ । ମଣିଷ ମନରୁ ମରିଗଲା ମାନବିକତା । ଦିନେ ଏଇ ଓଟକୁ ନେଇ ନିଜ ସ୍ୱାର୍ଥ ସାଧନ କରୁଥିଲା ମଣିଷ । ନିଜ…

ସବୁ ରାଜ୍ୟକୁ କେନ୍ଦ୍ର ଲେଖିଲା ଚିଠି । ଗୃହ ସଚିବ କହିଲେ, ଏବେ ବି ଯାଇନାହିଁ ଦ୍ୱିତୀୟ ଲହର ।

କନକ ବ୍ୟୁରୋ: କରୋନା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା । ଏଥିରେ ସେ କହିଛନ୍ତି, ଏବେ ବି କରୋନାର ୨ୟ ଲହର ଯାଇନି ତେଣୁ ବିପଦ ଟଳିନି । ରାଜ୍ୟ ଗୁଡିକ କୋଭିଡ କଟକଣା ଉପରେ ଗୁରୁୁତ୍ୱ ଦେବାକୁ ଚିଠିରେ କୁହାଯାଇଛି । ଚିଠିରେ…