Daily Archives

July 13, 2021

ସିଦ୍ଧୁଙ୍କ ଟ୍ୱିଟ୍ ପରେ କଂଗ୍ରେସ ରାଜନୀତିରେ ଝଡ । ରାହୁଲଙ୍କୁ ଭେଟିଲେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର

କନକ ବ୍ୟୁରୋ : ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ମଙ୍ଗଳବାର ଦିନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଏହି ଭେଟଘାଟ ରାହୁଲଙ୍କ ଦିଲ୍ଲୀସ୍ଥିତ ବାସଭବନରେ ହୋଇଛି । କହିରଖୁ କି ପଞ୍ଜାବ କଂଗ୍ରେସ ନେତା ନବଜାତସିଂ ସିଦ୍ଧୁଙ୍କ ଟ୍ୱିଟ୍ ପରେ…

ପ୍ରଶାନ୍ତ-ରାହୁଲ ଭେଟାଭେଟି । ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଲେ ରାଜନୈତିକ ରଣନୀତିକାର ପ୍ରଶାନ୍ତ…

କନକ ବ୍ୟୁରୋ: କଂଗ୍ରେସରେ  କ୍ଷମତା କନ୍ଦଳ ଲାଗି ରହିଥିବାବେଳେ ଆଜି ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ପ୍ରଖ୍ୟାତ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର । ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ରାହୁଲ ଗାନ୍ଧୀଙ୍କୁ ପ୍ରଶାନ୍ତ କିଶୋର ଭେଟିବା ସହିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା…

ସେପ୍ଟେମ୍ବର ମାସରୁ ସେରମ ଇନଷ୍ଟିଚ୍ୟୁଟ୍ ଉତ୍ପାଦନ କରିବ ସ୍ପୁଟନିକ-ଭି ଟିକା । ବାର୍ଷିକ ୩୦ କୋଟି ଉତ୍ପାଦନ ଲକ୍ଷ୍ୟ

କନକ ବ୍ୟୁରୋ : ଭାରତର ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଋଷୀୟ ଟିକା ସ୍ପୁଟନିକ-ଭି କୁ ସେପ୍ଟେମ୍ବର ମାସ ଠାରୁ ଉତ୍ପାଦନ କରିବ । ଏହାସହ ବାର୍ଷିକ ୩୦ କୋଟି ଡୋଜ ଉତ୍ପାଦନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବା କୁହାଯାଇଛି । ସୂଚନା ମୁତାବକ ଏବେ ଟେକ୍ନୋଲୋଜି ପ୍ରକ୍ରିୟା ଆରମ୍ଭ ହୋଇଛି ।…

ଭାରତର ପ୍ରଥମ କୋଭିଡ୍ ପଜିଟିଭ୍, ପୁଣିଥରେ ହେଲେ କରୋନା ସଂକ୍ରମିତ । ୨୦୨୦ ଜାନୁଆରୀ ମାସରେ ଫେରିଥିଲେ ଚୀନରୁ…

କନକ ବ୍ୟୁରୋ: ୨୦୨୦ ମସିହା ଜାନୁଆରୀ ୩୦ ତାରିଖରେ ଭାରତରେ ପ୍ରଥମକରି କୋଭିଡ୍ ଭାଇରସ ଚିହ୍ନଟ ହୋଇଥିଲା । ଚୀନରୁ ଫେରିଥିବା ଜଣେ ମେଡିକାଲ୍ ଷ୍ଟୁଡେଣ୍ଟ ପ୍ରଥମ କରି ଭାରତରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ସେହି ଷ୍ଟୁଡେଣ୍ଟ ଜଣକ ଏବେ ପୁଣିଥରେ କୋଭିଡ୍ ଭାଇରସରେ ଆକ୍ରାନ୍ତ ହୋଇଥିବା…

ଉତ୍ତର -ପୂର୍ବାଞ୍ଚଳ ପରେ ଏବେ ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ । କରୋନା…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ ତାରିଖ ଦିନ ୧୧ ଟା ବେଳେ ଆନ୍ଧ୍ରପ୍ରଦେଶ,କର୍ଣ୍ଣାଟକ,ଓଡିଶ।. ମହାରାଷ୍ଟ୍ର,ତାମିଲନାଡୁ ଓ କେରଳ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବୈଠକ କରିବେ । ଏହି ଭର୍ଚୁଆଲ ବୈଠକରେ କରୋନା ସ୍ଥିତି ନେଇ ଏହି ବୈଠକରେ ଆଲୋଚନା ହେବ । କହିରଖୁ କି ଆଜି…

ଟିମ୍ ଇଣ୍ଡିଆର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନକୁ ନେଇ ନିର୍ମାଣ ହେବ ବାୟୋପିକ୍ ଫିଲ୍ମ । ମୁଖ୍ୟ ଚରିତ୍ରରେ…

କନକ ବ୍ୟୁରୋ: କ୍ରିକେଟର ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନୀ ଓ ମହମ୍ମଦ ଆଝାରୁଦ୍ଧିନଙ୍କ ପରେ ଏବେ ସୌରଭ ଗାଙ୍ଗୁଲିଙ୍କ ଜୀବନ ଉପରେ ବାୟୋପିକ୍ ଫିଲ୍ମ ବନିବାକୁ ଯାଉଛି । ଏନେଇ ନିଜେ ସୌରଭ ଗାଙ୍ଗୁଲି ହିଁ ଏକ ଜାତୀୟ ଗଣମାଧ୍ୟମକୁ ଖବର ଦେଇଛନ୍ତି । ସୌରଭ ଏବେ ଭାରତୀୟ କ୍ରିକେଟ ଦଳ…