Daily Archives

July 4, 2021

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଳାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ,…

ଅନ୍ ଲାଇନ କ୍ଲାସ କରିବାକୁ ପାଖରେ ନଥିଲା ମୋବାଇଲ, ହେଲେ ମାଟ୍ରିକ୍ ପରୀକ୍ଷାରେ ହୋଇଗଲେ ଜିଲ୍ଲା ଟପ୍ପର ।

କନକ ବୃରୋ : ଦୃଢ ଇଚ୍ଛାଶକ୍ତି, ନିଷ୍ଠା ଓ ଆଗକୁ ବଢିବାର ନିଶା ଯାହା ମନରେ ଥରେ ବଶା ବାନ୍ଧିଛି ତାକୁ ଦୁନିଆର କୌଣସି ପ୍ରତିବନ୍ଧକ ବି ଅଟଳାଇ ପାରିବ ନାହିଁ । ହେଲେ ଇଚ୍ଛା କଣ, ନିଷ୍ଠା କଣ ବା ସ୍ୱପ୍ନ ଓ ବାସ୍ତବତା ଭିତରେ ଫରକ ଜାଣିବାର ବୟସ ହୋଇ ନଥିବା ଜଣେ ଛାତ୍ର ଯେ ଏତେ ସଫଳତା ହାସଲ…

ଅଲିମ୍ପିକ୍ସ ଟିକେଟ୍ ନେଇ ଓଡ଼ିଶା ଫେରିବା ପରେ ଦୂତୀ ଚାନ୍ଦଙ୍କୁ ସମ୍ବର୍ଦ୍ଧନା । ରାଜ୍ୟ ଓ ଦେଶବାସୀଙ୍କ ଆଶୀର୍ବାଦ…

କନକ ବ୍ୟୁରୋ : ଅଲିମ୍ପିକ୍ସ ଟିକେଟ୍ ପାଇବା ପରେ ଓଡ଼ିଶା ଫେରିଛନ୍ତି ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦ । ଆଜି କିଟ୍ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ସାମିଲ ହୋଇ…

ବିଭିନ୍ନ ଦେଶ ସହିତ ଶତ୍ରୁତା କରିବା ଚୀନ ପାଇଁ ପଡୁଛି ମହଙ୍ଗା । ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ଦେଶ ଚୀନରୁ…

କନକ ବ୍ୟୁରୋ : ବିଶ୍ୱରେ ସବୁଠାରୁ ଶକ୍ତିମାନ ରାଷ୍ଟ୍ର ହେବାକୁ ଚୀନ ଚେଷ୍ଟା କରିଛି । ବିଶେଷ ଭାବେ ସୀମା ସମସ୍ୟା ନେଇ ବିଶ୍ୱର ଅନେକ ରାଷ୍ଟ୍ରସହ ଶତ୍ରୁତା ସୃଷ୍ଟି କରିଛି ଚୀନ । ଏନେଇ ବିଭିନ୍ନ ସମୟରେ ଛୋଟ ବଡ ରାଷ୍ଟ୍ରମାନଙ୍କ ଉପରେ ବି ଆକ୍ରମଣାତ୍ମକ ମନୋଭାବ ପୋଷଣ କରିଛି । ଏଭଳି ମନୋଭାବ…

କରୋନା ଟିକାକରଣରେ ଓଡ଼ିଶାର ରେକର୍ଡ । ୧ କୋଟି ଲୋକଙ୍କୁ ଦିଆଗଲା ପ୍ରଥମ ଡୋଜ ଟିକା । ଟୁଇଟ କରି ଓଡ଼ିଶାବାସୀ…

କନକ ବ୍ୟୁରୋ: କରୋନା ଟିକାକରଣରେ ରେକର୍ଡ କରିଛି ଓଡ଼ିଶା । ରାଜ୍ୟରେ ୧କୋଟି ଲୋକଙ୍କୁ ଦିଆଯାଇଛି ପ୍ରଥମ ଡୋଜ ଟିକା । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧କୋଟି ୨୨ଲକ୍ଷ ଲୋକ ଟିକା ନେଇଛନ୍ତି । ତେବେ  ରେକର୍ଡ ୧କୋଟି ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି । ସେହିପରି ୨୨ଲକ୍ଷ…

ପୁଣି ରାଫେଲକୁ ନେଇ ଆରମ୍ଭ ହେଲା ରାଜନୀତିି । ଯୁଦ୍ଧ ବିମାନ ଚୁକ୍ତିରେ ଅନିୟମିତତା ଅଭିଯୋଗ ପରେ ଫ୍ରାନ୍ସରେ ଆରମ୍ଭ…

କନକ ବ୍ୟୁରୋ: ରାଫେଲ ଯୁଦ୍ଧ ବିମାନ କିଣା ମାମଲାରେ ପୁଣି ଥରେ ରାଜନୀତି ଆରମ୍ଭ ହୋଇଛି । ରାଫେଲ ଚୁକ୍ତିରେ ଅନିୟମିତତା ହୋଇଥିବାର ଅଭିଯୋଗ ମିଳିବା ପରେ ଫ୍ରାନ୍ସରେ ଏହାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଫ୍ରାନ୍ସରେ ଏକ ଏନ୍ଜିଓର ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଜଣେ ବିଚାରପତିଙ୍କୁ…