Daily Archives

July 2, 2021

କରୋନା ଛଡେଇ ନେଲା କାରିଗରଙ୍କ ଜୀବିକା । କରୋନାର ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇ ବେଉସା ହରାଇଲେ ବେତ କାରିଗର

କନକ ବ୍ୟୁରୋ: ସମସ୍ୟା ଘେରରେ ବେତ କାରିଗର । ଦୀର୍ଘ ପଚାଶ ବର୍ଷ ଧରି ଚଳିଆସୁଥିବା ବୃତି ଏବେ କରୋନା ପାଇଁ ବାଧାପ୍ରାପ୍ତ । ନା ଅଛି ବିକ୍ରି ନା ମିଳିଛି କିଛି ସରକାରୀ ସହାୟତା । ଆମେ କହୁଛୁ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କଂଟାବଣିଆ ଗାଁର କୁଶଳୀ ବେତ କାରିଗରଙ୍କ କଥା । କରୋନ ସତେ…

ସହରରୁ ମହାନଗର, ସାରା ଓଡ଼ିଶାରେ ଶତକ ମାରିଲା ପେଟ୍ରୋଲ ଦର । କଟକ-ଭୁବନେଶ୍ୱରରେ ଟପିଲା ଶହେ, ମାଲକାନିଗିରି କାଲିମେଳାରେ…

କନକ ବ୍ୟୁରୋ: ଉପାନ୍ତ ଅଂଚଳ ହେଉ, କି ଉପକୂଳ ଓଡ଼ିଶା ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି । କଟକ, ଭୁବନେଶ୍ୱର ଠାରୁ ଆରମ୍ଭ କରି ସମ୍ବଲପୁର ପର୍ଯ୍ୟନ୍ତ ସବୁଠୁ ପେଟ୍ରୋଲ ଦର ଶହେ ଟଙ୍କା ଉପରକୁ ଉଠିଛି । କାଲିମେଳାରେ ପେଟୋଲ ଲିଟରକୁ ସର୍ବାଧିକ ୧୦୬ ଟଙ୍କାରେ ବିକ୍ରି…

ରାସ୍ତା ଉପରେ ଦଣ୍ଡବୈଠକ । ଜିମ୍ ଖୋଲିବା ଦାବିରେ ଜିମ୍ ମାଲିକ ସଂଘର ଅଭିନବ ପ୍ରତିବାଦ । 

କନକ ବ୍ୟୁରୋ: ରାସ୍ତା ଉପରେ ଦଣ୍ଡ ମାରି, ସେମାନେ ନିଜ ସୁନ୍ଦର ସ୍ୱାସ୍ଥ୍ୟର ପ୍ରଦର୍ଶନ କରୁନାହାଁନ୍ତି, ବରଂ ଏହି ଦଣ୍ଡ ମାରିବା ପଛରେ ରହିଛି ପ୍ରତିବାଦ । ଜିମ ଖୋଲିବାର ଦାବି । ଜୁଲାଇ ପହିଲାରୁ ରାଜ୍ୟରେ କରୋନା କଟକଣା କୋହଳ ହୋଇଛି, ହେଲେ ଜିମ୍ ଖୋଲିବାକୁ ଅନୁମତି ମିଳିନି । ଆଉ ଏହାର…

ଦେଶରେ ୪ ଲକ୍ଷ ଟପିଲା କରୋନା ମୃତ୍ୟୁ । ଆମେରିକା, ବ୍ରାଜିଲ ପରେ ମୃତ୍ୟୁ ସଂଖ୍ୟାରେ ୩ୟ ସ୍ଥାନରେ ଭାରତ, ସଂକ୍ରମଣ ହାର…

କନକ ବ୍ୟୁରୋ : କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟାରେ ୪ ଲକ୍ଷ ଟପିଗଲା ଭାରତ । ଦେଶରେ କରୋନା ମହାମାରୀର ୨ୟ ଲହର ଧିରେ ଧିରେ ଫିକା ପଡୁଥିବାବେଳେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଅନେକାଂଶରେ କମି ଆସୁଛି । ହେଲେ ବର୍ତମାନ ସୁଦ୍ଧା ଦେଶରେ ୪ ଲକ୍ଷରୁ ଅଧିକ ଲୋକେ କରୋନାରେ ମୃତ୍ୟୁବରଣ କରି…

ଓଡ଼ିଶାରେ କମୁନି କରୋନା, ୧୫ ଦିନ ହେଲା ୩ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ । ସ୍ଥିତି ଅନୁଧ୍ୟାନ ପାଇଁ ଆସୁଛନ୍ତି…

କନକ ବ୍ୟୁରୋ: ଜୁନ ମାସ ପ୍ରଥମ ଦୁଇ ସପ୍ତାହ ଧରି ରାଜ୍ୟରେ ଦ୍ରୁତ ଗତିରେ କମୁଥିଲା କରୋନା ସଂକ୍ରମଣ । ହେଲେ ଜୁନ ୧୫ ପରେ ଏହି ଗତି ଧିମା ପଡ଼ିଯାଇଛି । ସଂକ୍ରମଣ ହାର ସାମାନ୍ୟ କମିଛି, କିନ୍ତୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ସେପରି ହ୍ରାସ ହେଉନାହିଁ । ଦୀର୍ଘ ୧୭ ଦିନ ହେଲା ଦିନକୁ ୩ ହଜାର…

ସେଦିନ ସମସ୍ତେ ଚାହିଁ ଥିଲେ, କେହି ଆଗେଇ ଆସିଲେନି, ବାଧ୍ୟବାଧକତାରେ ସ୍ତ୍ରୀକୁ ଉଠାଇଲେ ସ୍ୱାମୀ । ହସ୍ପିଟାଲର ଜଣେ…

କନକ ବ୍ୟୁରୋ: ମହାମାରୀରେ ମାନବିକତାର ମୃତ୍ୟୁ । ଫୁଲବାଣୀର ଏହି ଖବର ଦେଖିଲେ ଆପଣ ବି କହିବେ କେତେ ସ୍ୱାର୍ଥପର ଏଇ ଦୁନିଆ । ଫୁଲବାଣୀରେ ଏକା ଏକା ହସ୍ପିଟାଲ ବେଡରୁ ଷ୍ଟ୍ରେଚର ଯାଏଁ ନିଜ ପତ୍ନୀର ମୃତଦେହକୁ ଆଣିଥିଲେ ସ୍ୱାମୀ । ଆଉ କ୍ୟାମେରାରେ କଏଦ ହୋଇଥିଲା ସେହି ହୃଦୟ ବିଦାରକ ଦୃଶ୍ୟ ।…