Daily Archives

June 28, 2021

ପର୍ଯ୍ୟଟନକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା । ୫ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ମାଗଣା ଭିଜା

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା କାଳରେ ଆଜି ଅନେକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି । ତାହା ମଧ୍ୟରେ ଟୁରିଷ୍ଟ ଓ ଗାଇଡ ମାନଙ୍କ ପାଇଁ ଅନେକ ସହାୟତା ଘୋଷଣା କରାଯାଇଛି । ଅର୍ଥମନ୍ତ୍ରୀଙ୍କ ସୂଚନା ମୁତାବକ ୫ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ମାଗଣାରେ ଭିଜା…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କରୋନା ପ୍ୟାକେଜ ଘୋଷଣା । କୋଭିଡ ପ୍ରଭାବିତଙ୍କ ପାଇଁ ୧.୧ ଲକ୍ଷ କୋଟିର ଲୋନ ଗ୍ୟାରେଣ୍ଟି

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କରୋନା ପ୍ୟାକେଜ ଘୋଷଣା । ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୫୦ ହଜାର କୋଟିର ସହାୟତା ଘୋଷଣା ହୋଇଥିବା ବେଳେ କୋଭିଡ ପ୍ରଭାବିତଙ୍କ ପାଇଁ ୧.୧ ଲକ୍ଷ କୋଟିର ଲୋନ ଗ୍ୟାରେଣ୍ଟି ଦିଆଯାଇଛି ।…

ବିସିସିଆଇ ସଂପାଦକ ଜୟ ଶାହାଙ୍କ ସୂଚନା । ୟୁଏଇରେ ହେବ ଟି -୨୦ ବିଶ୍ୱକପ୍

କନକ ବ୍ୟୁରୋ : ଚଳିତବର୍ଷ ଟି-୨୦ ବିଶ୍ୱକପର ଆୟୋଜନ ୟୁଏଇରେ ହେବ । ଏନେଇ ଆଜି ବିଭାଗୀୟ ଅଧିକାରୀ ଘୋଷଣା କରିଛନ୍ତି । କରୋନା ସମୟରେ ଭାରତରେ ଏହି ମ୍ୟାଚ୍ ଆୟୋଜନ ନେଇ ସନ୍ଦେହ ଥିବା ବେଳେ ଆଜି ବିସିସିଆଇ ତରଫରୁ ଆଇସିସିକୁ ସୂଚନା ଦିଆଯାଇଛି । ଟି-୨୦ ବଶ୍ୱକପ୍ ଅକ୍ଟୋବର କିମ୍ବା ନଭେମ୍ବରରେ…

ମାଟ୍ରିକ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗ । ବୋର୍ଡ କହିଲା, ମୂଲ୍ୟାୟନରେ ତ୍ରୁଟି ହୋଇନି

କନକ ବ୍ୟୁରୋ: ମାଟ୍ରିକ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ବୋର୍ଡ ସଭାପତି ରାମାଶିଷ ହାଜରା । ଛାତ୍ରଛାତ୍ରୀଙ୍କ ମାର୍କ କମିବା ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ କର୍ତ୍ତୃପକ୍ଷ । କହିଲେ ମାଟ୍ରିକ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି । କାହାର ମାର୍କ…

ଉପକୂଳ ଜିଲ୍ଲାରେ କାହିଁକି କମୁ ନାହିଁ କରୋନା ? ରେଡ ଜୋନରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର…

କନକ ବ୍ୟୁରୋ: କିଛି ଜିଲ୍ଲାରେ ସଂକ୍ରମଣ ବଢ଼ୁଛି, ଅନ୍ୟ କିଛି ଜିଲ୍ଲାରେ କମୁଛି  । ମହାମାରୀରେ ଏକା ସାଂଗେ ସଂକ୍ରମଣ ଥମିବ ବୋଲି ଦେଖାଯାଇ ନାହିଁ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଚାରି ପାଂଚଟି ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବା ହେତୁ ସେହିସବୁ ଜିଲ୍ଲା ଉପରେ ଧ୍ୟାନ ଦିଆଯାଉଛି । ତେବେ…

ଦିଲ୍ଲୀ, ରାଜସ୍ଥାନ ସମେତ ଅନେକ ରାଜ୍ୟରେ ଆଜିଠାରୁ କୋହଳ ହେଲା କୋଭିଡ କଟକଣା । ଜାଣନ୍ତୁ କେଉଁଠି କଣ ଖୋଲା କଣ ବନ୍ଦ

କନକ ବ୍ୟୁରୋ : ଦେଶରେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାକୁ ନଜରରେ ରଖି କିିଛି ରାଜ୍ୟସରକାର କରୋନା କଟକଣାରେ କୋହଳ କରିଛନ୍ତି । ଏହି କ୍ରମରେ ଦିଲ୍ଲୀରେ ଆଜିଠାରୁ ଜିମ୍ ଓ ଯୋଗ ଇନଷ୍ଟିଚ୍ୟୁଟ୍ ଖୋଲିବାକୁ ଅନୁମତି ମିଳିଛି । ଏହାସହ ରାଜସ୍ଥାନରେ ଧାର୍ମିକ ସ୍ଥଳକୁ ଲୋକମାନଙ୍କ…