Daily Archives

June 27, 2021

ଜନ୍ମଭୂମିରେ ପହଞ୍ଚି  ଗାଁ ମାଟିକୁ ମୁଣ୍ଡିଆ ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କହିଲେ, ଏଇଠୁ ରାଷ୍ଟ୍ରପତି ଭବନ…

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତରପ୍ରଦେଶ ଗସ୍ତରେ ଯାଇଛନ୍ତି । ଆଉ ନିଜର ଏହି ଗସ୍ତରେ ନିଜ ପୈତୃକ ଗାଁ ବା ଜନ୍ମସ୍ଥାନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । କିନ୍ତୁ ରାଷ୍ଟ୍ରପତି ନିଜ ଗାଁରେ ପହଞ୍ଚିବା ବେଳେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଆପଣଙ୍କୁ ମଧ୍ୟ କିଛି…

ହାରିଗଲା କ୍ୟାନସର, ଜିତିଗଲେ ସ୍ୱାଗତିକା । ମୃତ୍ୟୁକୁ ମାତ୍ ଦେଇ କର୍କଟ କୋଳରୁ ଫେରିବା ପରେ ସାହସ ବାଣ୍ଟୁଛନ୍ତି କଟକର…

କନକ ବ୍ୟୁରୋ: ମଣିଷ ଜିତିବ, କ୍ୟାନ୍ସର ହାରିବ । ମୁଁ ଜିତିଛି, ତମେ ବି ଜିତିବ... ଡରିଗଲେ ସରିଯିବ ଆୟୁଷ, ହାରିଗଲେ ମରିଯିବ ମଣିଷ । କ୍ୟାନସର ହେଲା ତ କଣ ହେଲା ଦୃଢ ଆତ୍ମବିଶ୍ୱାସ, ଶକ୍ତ ମନୋବଳ ନେଇ ରୋଗ ସହ ଲଢେଇ କଲେ ଦିନେ ନା ଦିନେ ଜୀବନ ଯୁଦ୍ଧରେ ଜିତିଯିବ ମଣିଷ । ଆଉ ମୃତ୍ୟୁ ଉପରେ…

ତୁରନ୍ତ ସାରନ୍ତୁ ବ୍ୟାଙ୍କ କାର୍ଯ୍ୟ । ଜୁଲାଇ ମାସରେ ଅଧାଦିନ ବନ୍ଦ ରହିବ ବ୍ୟାଙ୍କ । ପଢନ୍ତୁ କେବେ ଖୋଲା କେବେ ବନ୍ଦ

କନକ ବ୍ୟରୋ : ଯଦି ଆସନ୍ତା ମାସରେ ଆପଣଙ୍କର କିଛି ବ୍ୟାଙ୍କ କାମ ରହିଛି ତେବେ ଏବେ ଠାରୁ ସଜାଗ ହୁଅନ୍ତୁ । କାରଣ ଜୁଲାଇ ମାସରେ ବିଭିିନ୍ନ ପର୍ବ ପର୍ବାଣି ଓ ସାପ୍ତାହିକ ଛୁଟିକୁ ମିଶାଇ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ । ଆରବିଆଇର ସୂଚନା ମୁତାବକ ରଥଯାତ୍ରା, ବକରୀଦ୍ ଓ ଭାନୁ ଜୟନ୍ତୀ ଭଳି ପର୍ବ…

କଳିଯୁଗରେ ହେଲା ସ୍ୱୟଂବର । ଶିବଙ୍କ ଧନୁଷ ଭାଙ୍ଗି କନ୍ୟାଙ୍କ ମନ ଜିଣିଲେ ବର ।

କନକ ବ୍ୟୁରୋ : ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରାମାୟଣ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । ପ୍ରଭୁ ରାମଙ୍କ ସ୍ୱୟଂବର କାହାଣୀ ମଧ୍ୟ ଆପଣ ଜାଣିଥିବେ । କେମିତି ଶିବଙ୍କ ଧନୁଷ ଭାଙ୍ଗି ସୀତାଙ୍କୁ ବିବାହ କରିଥିଲେ ପ୍ରଭୁ ଶ୍ରୀରାମ । ତେବେ କଳିଯୁଗରେ ଦେଖିବାକୁ ମିଳିଛି ରାମାୟଣ ଭଳି ସତ କାହାଣୀ ।…

ଶହେ ଟଙ୍କା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତିଙ୍କୁ ହତ୍ୟା : ଘର ଭିତରକୁ ପଶିଆସି ଟଙ୍କା ଦାବି…

କନକ ବ୍ୟୁରୋ : ୧୦୦ଟଙ୍କା ପାଇଁ ଜଣେ ଜଣଙ୍କ ଜୀବନ ନେଇଯାଇପାରେ ଏଭଳି ଚାଂଚଲ୍ୟକର ଖବର ଆସିଛି ଝାରସୁଗୁଡ଼ାରୁ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଧୃବରାଜ ନାଏକଙ୍କୁ ହତ୍ୟା କରିଛି ଜଣେ ଦୁର୍ବୃତ । ମୃତକଙ୍କ ଭାଇଙ୍କ କହିବା ହେଲା ସାହିର ଜଣେ ବ୍ୟକ୍ତି ହଠାତ୍ ଘର ଭିତରକୁ…

ଅସହ୍ୟ ହେଲାଣି ତେଲ ତାତି । ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ତ ଡିଜେଲ ୧୦୦ ଟଙ୍କା ପାର

କନକ ବ୍ୟୁରୋ : ଦେଶରେ ଇନ୍ଧନ ଜାତୀୟ ତୈଳଦର ଏବେ ଲଗାମ ଛଡା । ପେଟ୍ରୋଲ ଓ ଡିଜେଲର ଦାମ ଏବେ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଘରୋଇ ବଜାରରେ ଆଜି (ଜୁନ-୨୭) ପୁଣି ତୈଳଦର ବୃଦ୍ଧି ହୋଇଛି । କେବଳ ମଧ୍ୟପ୍ରଦେଶ ନୁହେଁ ଆଜି ତୈଳଦର ବୃଦ୍ଧି ଫଳରେ ରାଜସ୍ଥାନରେ ବି ଡିଜେଲ ଲିଟର ପିଛା…