କନକ ବ୍ୟୁରୋ : କରୋନା କବଳରେ ମାଓନେତା ହିଡମା । ତାଙ୍କୁ ଏବେ ଔଷଧର ଆବଶ୍ୟକତା ରହିଛି । ଗୁଇନ୍ଦା ତଥ୍ୟରୁ ଏହା ଜଣାପଡିଥିବା ଛତିଶଗଡ ପୁଲିସ ଦାବି କରିଛି । ହିଡମା ଆତ୍ମସମର୍ପଣ କଲେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବିଜାପୁର ପୁଲିସ ସୂଚନା ଦେଇଛି । ପୂର୍ବରୁ କରୋନାରେ ଦୁଇ ଟପ୍ ମାଓନେତା ହରି ଭୁଷଣ ଓ ବୁଦ୍ରିକାର ମୃତ୍ୟୁ ହୋଇଥିବା ଦାବି କରିଛି ପୁଲିସ । ହରିଭୂଷଣଙ୍କ ନାମରେ ୪୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରହିଥିଲା ।
କରୋନା କବଳରେ ମାଓନେତା ହିଡମା : ଆତ୍ମସମର୍ପଣ କଲେ ଚିକିତ୍ସା ଯୋଗାଇ ଦିଆଯିବ କହିଲା ଛତିଶଗଡ ପୁଲିସ
/kanak/media/post_attachments/wp-content/uploads/2021/06/23-12.jpg)