Daily Archives

June 19, 2021

କେବଳ ମଣିଷ ନୁହେଁ ପେଟ ବି ମାରୁଛି କରୋନା । ପୋଲସରାରୁ ଆସିଲା କରୋନା କଷ୍ଟର ଆଉ ଏକ କାହାଣୀ । ବୁଡ଼ି ଗଲା ବ୍ୟାଣ୍ଡ,…

କନକ ବ୍ୟୁରୋ: ପେଶା ବୁଡ଼ି ଯିବାର ଦୁଃଖ ରହିଛି, ନୂଆ ଜୀବିକା ବାଛି ନେବାର ସାହସ ବି ରହିଛି । ଦିିନେ ବ୍ୟାଣ୍ଡ ପାର୍ଟିର ମାଲିକ ଥିବା ପ୍ରକାଶ, ଏବେ ବାଉଁଶ କାରିଗର । ୧୦ରୁ ୧୨ ଜଣକୁ ରୋଜଗାର ଦେଉଥିବା ମଣିଷ, ଏବେ ନିଜ ପେଟ ପାଟଣା ପାଇଁ ସଂଘର୍ଷ କରୁଛନ୍ତି । ମହାମାରୀ ଆସି କେବଳ ମଣିଷ…

ପୁଣି ଥରେ ତାଜା ହୋଇଗଲା, ମିଲଖା ସିଂହଙ୍କ କଟକ କାହାଣୀ । ଦୌଡ଼ ସରିବା ପରେ ଟ୍ରାକ୍ ମାପିଥିଲେ ମିଲଖା

କନକ ବ୍ୟୁରୋ: ନିଜ କ୍ରୀଡା କ୍ୟାରିୟରରେ ମୋଟ୍ ୮୦ଟି ରେସ୍ ରେ ଅଂଶ ଗ୍ରହଣ କରିଥିଲେ ମିଲଖା ସିଂ । ଏଥିରୁ କେତୋଟିରେ ବିଜୟୀ ହୋଇଥିଲେ ଜାଣିଛନ୍ତି । ମିଲଖା ସିଂ ଏହା ମଧ୍ୟରୁ ୭୭ଟି ରେସରେ ବାଜି ମାରିନେଇଥିଲେ । ଏହି ବିଜୟ ଭିତରୁ ରହିଛି ଓଡିଶା କନେକ୍ସନ । ବାରବାଟୀ ଷ୍ଟାଡିୟମରେ ଗୋଟିଏ ରେସ୍…

କୁନି ପିଲାର ମୂଲ୍ୟ ୧୦ ହଜାର ଟଙ୍କା । ଭୁବନେଶ୍ୱର ମାଳି ସାହିରୁ ଶିଶୁ ବିକ୍ରି ଅଭିଯୋଗ ଘଟଣା ପରେ ପିଲାକୁ ଉଦ୍ଧାର କଲା…

କନକ ବ୍ୟୁରୋ: ରାଜଧାନୀରେ ବିକ୍ରି ହୋଇଥିବା ନବଜାତ ଶିଶୁକୁ ଚାଇଲଡ ଲାଇନ ଉଦ୍ଧାର କରିବା ପରର ଏ ହେଉଛି ଦୃଶ୍ୟ । ମାତ୍ର ୨୪ ଘଂଟା ମାଆ ହେବାକୁ ସୁଯୋଗ ପାଇଥିଲେ ସାମେଦ୍ଦୁନ ବିବି । ହେଲେ ଚାଇଲଡ ଲାଇନ୍ ଛୁଆକୁ ନେଇଯିବା ପରେ ପୁଣି ତାଙ୍କ କୋଳ ଖାଲି ହୋଇଯାଇଛି । ସାମେଦ୍ଦୁନ କୋଳରେ ଥିବା ଏହି…

ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନେଇ ତେଜିଲା ରାଜନୀତି । ସଂସ୍କୃତି ଓ ପରମ୍ପରା ବଜାୟ ରଖିବାକୁ ବିଜୟ…

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାକୁ ନେଇ ରାଜ୍ୟ ସରାକାର ସବୁଜ ସଂକେତ ମିଳିବା ପରଠାରୁ ଯେଉଁ ଆଶଙ୍କା କରାଯାଉଥିଲା ସେଇଆ ହୋଇଛି । ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ବଳଦେବଜିଉ ଏବଂ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି ଜୋର…

କରୋନା ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ମୃତ ପରିବାରଙ୍କୁ କେନ୍ଦ୍ରୀୟ ପାଣ୍ଠିରୁ ସହାୟତା ଦିଆଯିବା ସମ୍ପର୍କରେ…

କନକ ବ୍ୟୁରୋ: କରୋନା ମୃତ୍ୟୁକୁ ନେଇ ରାଜନୀତି ତେଜିବାରେ ଲାଗିଛି । କରୋନା ଜନିତ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ବିଜେପି ବିଧାୟକ ଦଳ । ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଓ ସରକାରଙ୍କ କୋଭିଡ ମୃତ୍ୟୁ ତଥ୍ୟରେ ତାଳମେଳ ନାହିଁ ।…

ଟିକାର ଦୁଇଟି ଡୋଜ୍ ନେବା ପରେ ବି କାହିଁକି ହେଉଛି ସଂକ୍ରମଣ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ପରିବେଶରେ ସଂକ୍ରମଣ…

କନକ ବ୍ୟୁରୋ: ଦୁଇ ଡୋଜ୍ ଟିକା ପରେ କାହିଁକି ହେଉଛି ସଂକ୍ରମଣ ଓ କାହିଁକି ହେଉଛି ମୃତ୍ୟୁ । ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । କିଛି ଦିନ ମଧ୍ୟରେ ରାଜ୍ୟରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁ, ଭିଜିଲାନ୍ସ ନିର୍ଦ୍ଦେଶକ…