Daily Archives

June 14, 2021

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଗିରଫ । ହଳଦିଆରୁ ଦେଶୀ ଅସ୍ତ୍ରଶସ୍ତ୍ର ସହ ଗିରଫ କଲା ପୋଲିସ

କନକ ବ୍ୟୁରୋ: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଗିରଫ । ପଶ୍ଚିମବଙ୍ଗ ପୁଲିସ ଆଜି ହଳଦିଆରୁ ଦୁଇଟି ଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଗୋଟିଏ ସେମି ଅଟୋମେଟିକ୍ ଅସ୍ତ୍ରଶସ୍ତ୍ର ସହିତ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରିଛି। ଏହି ଦୁଇ…

କରୋନା ଯୋଗୁଁ ଓଜେଇଇ ପରୀକ୍ଷା ସ୍ଥଗିତ । ବଢ଼ିଲା ଆବେଦନର ସମୟ ସୀମା ।

କନକ ବ୍ୟୁରୋ: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର ଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିବା ପରୀକ୍ଷାକୁ ପରବର୍ତ୍ତୀ…

କେନ୍ଦ୍ରାପଡା ଜିଲ୍ଲା ଅମୃତ ମଣୋହୀ ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଅଘଟଣ । ନଈରେ ଗାଧୋଉଥିବାବେଳେ ବୃଦ୍ଧାଙ୍କୁ ଟାଣିନେଲା…

କନକ ବ୍ୟୁରୋ: ଗାଧୋଇବାକୁ ଯାଇଥିବା ବୃଦ୍ଧାଙ୍କୁ ନଈରେ ଟାଣି ନେଇଗଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ଅମୃତ ମଣୋହୀ ପଂଚାୟତ ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ଅଘଟଣ । ନଈକୁ ଅନ୍ୟ ଜଣେ ମହିଳା ସହ ଗାଧୋଇବାକୁ ଯାଇଥିଲେ ଜଗନ୍ନାଥପୁର ଗାଁର ପୁରସ୍ତମ ଧଳ । ଗାଧୋଇବା ବେଳେ କୁମ୍ଭୀର ପୁରସ୍ତମ…

୮ ବର୍ଷର କୁନି ଝିଅ ଏବଂ ଦେଢ ମାସର ପୁଅକୁ ଅନାଥ କରିଦେଲା କରୋନା । ଦୁନିଆକୁ ଚିହ୍ନିବା ଆଗରୁ ବାପା-ମା ଛେଉଣ୍ଡ ହୋଇଗଲେ…

କନକ ବ୍ୟୁରୋ: କରୋନାର କରୁଣ କାହାଣୀ । ମାତ୍ର ୮ ବର୍ଷର କୁନି ଝିଅ କ୍ରିଷ୍ଣା ଦୁନିଆଁକୁ ଚିହ୍ନିବା ଆଗରୁ ହୋଇଯାଇଛି ବାପା-ମା ଛେଉଣ୍ଡ । କରୋନାରେ ବାପା ମା ଆଖି ବୁଜିଛନ୍ତି କିନ୍ତୁ ତା ସାଥିରେ ଛାଡି ଯାଇଛନ୍ତି ମାତ୍ର ଦେଢ଼ ମାସର ଭାଇକୁ । ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଆସିଛି ଏହି ହୃଦୟ…

ଠିକ ବର୍ଷେ ତଳେ ଅଫେରା ରାଇଜକୁ ଚାଲିଯାଇଥିଲେ ରାଜପୁତ । ଏକ ବର୍ଷ ପରେ ବି ଖୋଲି ପାରୁନି ସୁଶାନ୍ତ ସିଂ ରାଜପୁତଙ୍କ…

କନକ ବ୍ୟୁରୋ: ନିରବୀ ଯାଇଛି ଏହି ହସୁଥିବା ଚେହେରା । ଚୁପ୍ ହୋଇଯାଇଛନ୍ତି ବଲିଉଡର ଏହି ଛିଛୋରେ ବୟ । ଆଜିବି ସୁଶାନ୍ତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ଥିଲା ନା ଆତ୍ମହତ୍ୟା । ଏହି ରହସ୍ୟ ଆଜି ବି ଫାଇଲ ତଳେ ଲୁଚି ହୋଇରହିଛି ।…

ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ଦିଲ୍ଲୀ ଏମ୍ସରେ ହେବ ୬ରୁ ୧୨ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ

କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ଧିରେ ଧିରେ ଦୁର୍ବଳ ହୋଇଚାଲିଛି । ହେଲେ ତୃତୀୟ ଲହର ଭୟ ବଢୁଛି । ଏହାପୂର୍ବରୁ ସତର୍କ ହୋଇଛନ୍ତି ସରକାର । ଏହା ମଧ୍ୟରେ ଛୋଟ ଛୁଆଙ୍କୁ କରୋନା ଭ୍ୟାକ୍ସିନ ଦେବାକୁ ସରକାର ଚିନ୍ତା କରିଛନ୍ତି । ଦିଲ୍ଲୀ ଏମ୍ସରେ ୬ରୁ ୧୨ ବର୍ଷ ପିଲାଙ୍କ ଉପରେ…