Daily Archives

June 14, 2021

ବଲିଉଡ୍ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ । ଜାଣନ୍ତୁ, ବିହାରରେ ଜନ୍ମ ନେଇ କେମିତି ପହଞ୍ଚିଥିଲେ…

କନକ ବ୍ୟୁରୋ: ୧୪ ଜୁନ୍ ୨୦୨୦, ଆଜିକୁ ଠିକ୍ ବର୍ଷେ ତଳେ ମାୟାନଗରୀ ମୁୁମ୍ବାଇରୁ ଏମିତି ଏକ ଖବର ଆସିଥିଲା । ଯାହା ସମସ୍ତଙ୍କ ପାଦ ତଳୁ ମାଟି ଖସେଇ ଦେଇଥିଲା । ଖବର ଥିଲା ବଲିଉଡର ରାଜପୁତ ସୁଶାନ୍ତ ସିଂ ଆଉ ଏ ଦୁନିଆରେ ନାହାନ୍ତି । ବାସ୍ ଏ ଖବର ବିଜୁଳି ବେଗରେ ଚାରିଆଡେ ଖେଳିଗଲା । ଯେଉଁ…

ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା । ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ଲଢିବ ଆପ୍

କନକ ବ୍ୟୁରୋ: ଆସନ୍ତା ବର୍ଷ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି(ଆପ) ସମସ୍ତ ୧୮୨ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ। ଆଜି ଏବିଷୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁଜୁରାଟ ଗସ୍ତ କରି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ…

ଜୁନ ୧୬ରୁ ଦେଶରେ ଖୋଲିବ ସମସ୍ତ ସ୍ମାରକ । ପାଳନ ହେବ କୋଭିଡ ଗାଇଡଲାଇନ

କନକ ବ୍ୟୁରୋ: କରୋନା ମହାମାରୀ ଯୋଗୁଁ ଦେଶରେ ବନ୍ଦ ଥିବା ତାଜମହଲ ଭଳି ସ୍ମାରକ ଖୋଲିବାକୁ ନିର୍ଦ୍ଦେଶ । ସ୍ମାରକ ଖୋଲିବା ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ଅର୍ଥାତ ଜୁନ ୧୬ରୁ ଦେଶରେ ସମସ୍ତ ସ୍ମାରକ ବୁଲିପାରିବେ ପର୍ଯ୍ୟଟକ । ହେଲେ ଏହି ସମୟରେ…

ଆସନ୍ତାକାଲି ଦେବଦମ୍ପତିଙ୍କ ବିବାହ । ପରମ୍ପରା ଆଧାରରେ ଝିଅ ବାହାଘର ପାଇଁ ପାର୍ବତୀଙ୍କ ମାମୁଁ ଘରୁ ଆସିଲା ମଉଳା ଭାର ।

କନକ ବ୍ୟୁରୋ: ଆସନ୍ତାକାଲି ଶୀତଳ ଷଷ୍ଠୀ । ଦେବ ଦମ୍ପତିଙ୍କ ବାହାଘର । ଆଉ ଏହା ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଂଚିଲାଣି । କରୋନା କଟକଣାକୁ ଆଖି ଆଗରେ ରଖି ଅଳ୍ପ ସଂଖ୍ୟାର ବନ୍ଧୁ ବାନ୍ଧବ ଘରକୁ ଆସିବାକୁ ଲାଗିଲେଣି । ରୀତିନୀତି ଅନୁସାରେ ଘରେ ବାହାଘର ହେଲେ ମାମୁଁ ଘରୁ ମଉଳା ଭାର…

ଚାଷୀଙ୍କ ଉପରେ ଦାଉ ସାଧିଲା ମୌସୁମୀ ବର୍ଷା : ଲଗାଣ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ଶହ ଶହ ବସ୍ତା ଧାନ 

କନକ ବ୍ୟୁରୋ : ମଣ୍ଡିରେ ଭିଜିଲା ଶହ ଶହ ବସ୍ତା ଧାନ । ବର୍ଷ ଯାକ ପରିଶ୍ରମ କରି ଅମଳ କରିଥିବା ଧାନ ଏବେ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ି ରହିଛି । ଆଉ ଲଗାଣ ବର୍ଷା ଯୋଗୁଁ ମଣ୍ଡି ଧାନ ମଧ୍ୟ ଗଜା ହେବାରେ ଲାଗିଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜୟପାଟଣା ବ୍ଲକରେ । କେତେବେଳ…

ବରଗଡ ଜିଲ୍ଲାରେ ଧାନ କିଣାବିକାରେ ଅନିୟମିତତା ଅଭିଯୋଗ :  ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

କନକ ବ୍ୟୁରୋ : ବରଗଡ ଜିଲ୍ଲାରେ ଧାନ କିଣାବିକାରେ ଅନିୟମିତତା ଅଭିଯୋଗ । ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ । ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ଚାଷୀମାନେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା…