Daily Archives

June 13, 2021

ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏ.ସି.ବି.ଏସ୍.ପି ଦକ୍ଷିଣ ପୂର୍ବ ଏସିଆର ଅଧ୍ୟକ୍ଷ ନିଯୁକ୍ତ । ପ୍ରଥମ ଓଡିଆ ଭାବେ ହେଲେ…

କନକ ବ୍ୟୁରୋ: ବିଶିଷ୍ଟ ଶିକ୍ଷାବତ୍ ଏବଂ ମ୍ୟାନେଜମେଣ୍ଟ ଗୁରୁ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଯୁକ୍ତରାଷ୍ଟ୍ର ଆମେରିକାର ଆକ୍ରେଡିଟେସନ୍ କାଉନସିଲ ଫର ବିଜିନେସ୍ ସ୍କୁଲସ ଏଣ୍ଡ ପ୍ରୋଗ୍ରାମ୍ସର ରିଜନ୍ ୧୦ (ଦକ୍ଷିଣ ପୂର୍ବ ଏସିଆ) କାଉନ୍ସିଲର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି  ।…

ମହାମାରୀ ସମୟରେ ମହଙ୍ଗା ହେଉଛି ଚିକିତ୍ସା, ମହରଗ ସାଜିଛି ଇକମୋ ମେସିନ୍ । ଜମିବାଡ଼ି ବିକ୍ରି କରି ପୁଅର ଜୀବନ…

କନକ ବ୍ୟୁରୋ: ଜୀବନ ଓ ମୃତ୍ୟୁର ଦୋଛକିରେ ଚାଲିଛି ଭୁବନେଶ୍ୱର ପାତ୍ରପଡ଼ା ନିବାସୀ ସନ୍ତୋଷ ପ୍ରଧାନଙ୍କ ସଂଘର୍ଷ । କୋଭିଡ୍ରୁ ସୁସ୍ଥ ହେବା ପରେ ଏବେ ଫୁସଫୁସ ସଂକ୍ରମଣ ଜନୀତ ସମସ୍ୟା । ଏଭଳି ସ୍ଥିତିରେ ଇକମୋ ଚିକିତ୍ସା ହୁଏତ ଏକମାତ୍ର ବିକଳ୍ପ । ପୁଅର ଚିକିତ୍ସା ପାଇଁ ଜମି ବିକ୍ରି…

ଜୁନ୍ ଶେଷ ସୁଦ୍ଧା ଆସିବ ଦଶମ ରେଜଲ୍ଟ, ପୂର୍ବ ପରୀକ୍ଷା ଆଧାରରେ ଚାଲିଛି ମୂଲ୍ୟାୟନ । ଗଣଶିକ୍ଷା ମନ୍ତ୍ରୀ କହିଲେ,…

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ପୂର୍ବପରୀକ୍ଷା ଆଧାରରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଚାଲିଛି । ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ସବୁଠାରୁ ଭଲ ନମ୍ବର ରଖିଥିବା ବିଷୟ ଏବଂ ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାର ସର୍ବଶ୍ରେଷ୍ଠ ନମ୍ବରକୁ…

ରାଜ୍ୟରେ କମୁଛି ସଂକ୍ରମଣ ହାର, ରଜ ପରେ ଆରମ୍ଭ ହେବ କି ଅନଲକ୍ । ୫ ପ୍ରତିଶତରୁ କମ୍ ସଂକ୍ରମଣ ଥିବା ୧୩ ଜିଲ୍ଲାରେ କୋହଳ…

କନକ ବ୍ୟୁରୋ: ଧିରେ ଧିରେ ରାଜ୍ୟରେ ଟେଷ୍ଟ ପଜିଟିଭିଟି ରେଟ୍ କମିବାରେ ଲାଗିଛି । କିିଛି ଜିଲ୍ଲାରେ ସଂକ୍ରମଣ ହାର ଚିନ୍ତାଜନକ ଥିବା ବେଳେ ୧୩ଟି ଜିଲ୍ଲାରେ ୫ ପ୍ରତିଶତ ତଳକୁ ଖସିଛି ସଂକ୍ରମଣ ହାର । ସଂକ୍ରମଣ ହାର ଦୃଷ୍ଟିରୁ ଏହି ସବୁ ଜିଲ୍ଲାକୁ ଗ୍ରୀନ ଜୋନ୍ରେ ରଖିଛି ସ୍ୱାସ୍ଥ୍ୟ ବିଭାଗ ।…

ବିପଦ ବେଳାରେ ଚିନ୍ତା ବଢ଼ାଇଲା ବିଷ ବେଉସା । ରାଜ୍ୟର୧୩ଟି ଜିଲ୍ଲାରେ ନକଲି ଔଷଧ, ଆଜି ଏକାଧିକ ସ୍ଥାନରେ ଚଢାଉ

କନକ ବ୍ୟୁରୋ: ବିଶ୍ୱାସରେ ବିଷ ଦେଇ ମୁନାଫା ଲୋଭରେ ମଣିଷ ଜୀବନକୁ ବିପଦରେ ଠେଲି ଦେଉଥିବା ଔଷଧ ମାଫିଆଙ୍କ କାରନାମା ସାମ୍ନାକୁ ଆସିବା ପରେ ଓଡ଼ିଶାର କୋଣଅନୁକୋଣରେ ତତ୍ପରତା । କଟକ ଓ ରାଉରକେଲା ପରେ କଳାହାଣ୍ଡି, ଝାରସୁଗୁଡ଼ା, ବଲାଙ୍ଗୀର ଭଳି ଏକାଧିକ ସ୍ଥାନରେ ଚଢ଼ାଇ କରାଯାଇଛି । କଟକ କନିକା…

ଭୂତାଣୁ ଭିତରେ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୭,୭୩୩ କରୋନା ଆକ୍ରାନ୍ତ

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୭ ହଜାର ୭୩୩ କରୋନା ପଜିଟିଭ । ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୪,୪୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୦୩ ଆକ୍ରାନ୍ତ…