Daily Archives

June 13, 2021

ଦିଲ୍ଲୀର ଏହି ହସ୍ପିଟାଲରେ ଆସନ୍ତା ସପ୍ତାହରୁ ଉପଲବ୍ଧ ହେବ ରୂଷର ସ୍ପୁଟନିକ-ଭି ଟିକା । ପ୍ରତି ଡୋଜର ଦାମ ରହିଛି ୧୧୪୫…

କନକ ବ୍ୟୁରୋ : ଦେଶରେ ଲାଗିରହିଥିବା ନିଅଣ୍ଟିଆ ଟିକା ସମସ୍ୟା ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି । କରୋନା ଭାଇରସ ବିରୋଧରେ ଚାଲିଥିବା ଟିକାକରଣରେ ଜୁନ ୧୫ ତାରିଖରୁ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଋଷ ଟିକା ସ୍ପୁଟିନିକ୍ –ଭି ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ଏହି ଟିକା…

ରାଜଧାନୀରେ କମୁଛି ସଂକ୍ରମଣ, ବଢୁଛି ସୁସ୍ଥ ସଂଖ୍ୟା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୦୯ କରୋନା ଆକ୍ରାନ୍ତ । ସେପଟେ…

କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୫୦୯ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟୃରୁ ୯୦ ଜଣ ଚିହ୍ନଟ ହୋଇଥିବା ବେଳେ ୪୧୯ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୯୨୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ପୁଣି ବିଶ୍ୱକୁ ଡରାଇଲାଣି କରୋନା ଭୂତାଣୁର ଡେଲଟା ଭାରିଏଣ୍ଟ । ବିଶ୍ୱର ବିଭିନ୍ନ ଦେଶରେ କଟକଣା ହେଉଛି କଡା କଡି

କନକ ବ୍ୟୁରୋ : କରୋନା ଭୂତାଣୁର ସବୁଠାରୁ ଭୟାନକ ରୂପ ଡେଲଟା ଭାରିଏଣ୍ଟକୁ ନେଇ ଏବେ ସାରା ବିଶ୍ୱର ଚିନ୍ତା ବଢିଛି । ଏନେଇ କିଛି ଦେଶ ପୁଣିଥରେ କରୋନା କଟକଣା ଓ ଲକଡାଉନ୍ ଲଗାଇଛନ୍ତି । ଜିମ୍ବାୱେ ସରକାର ଜୁନ ୧୨ ତାରିଖରେ କରୋନାର ଡେଲଟା ଭାରିଏଣ୍ଟ ବାବାଦରେ ଯାଂଚ କରିବା ପରେ ୨ ଟି…

ଗଞ୍ଜାମ ପୋଲସରା ଅଞ୍ଚଳରୁ ଆସିଲା ଅଭାବନୀୟ ଖବର । କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି ଗ୍ରାମବାସୀ ।

କନକ ବ୍ୟୁରୋ: କରୋନା ଟିକା ନେବାକୁ ରାଜି ହେଉନାହାନ୍ତି ଗ୍ରାମବାସୀ । ସ୍ୱାସ୍ଥ୍ୟ କର୍ମୀ ଟିକା ନେବାକୁ ବୁଝାସୁଝା କରିବାରୁ ଆମେ ମରିଗଲେ ତମେ ଦାୟୀ ହେବ କି ବୋଲି କରିଛନ୍ତି ପ୍ରଶ୍ନ । ଦୁର୍ଗମ ଅଂଚଳ ନୁହେଁ ଗଂଜାମ ଜିଲ୍ଲା ପୋଲସରା ନିକଟ ମରେଇପଲ୍ଲୀ, ଡାହାଣିପଲ୍ଲୀ ଗାଁରୁ ଆସିଛି ଏଭଳି…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ସଫଳତା । ୨୨ ବର୍ଷ ପରେ ଇଂଲଣ୍ଡରେ ରଚିଲା ଇତିହାସ

କନକ ବ୍ୟୁରୋ: ଭାରତ ବିପକ୍ଷରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ବଡ ବିଜୟ ହାସଲ କରିଛି । ଇଂଲଣ୍ଡ ବିପକ୍ଷ ୨ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚକୁ ନ୍ୟୁଜିଲାଣ୍ଡ ୮ ୱିକେଟରେ ଜିତି ନେଇଛି । ଫଳରେ ନ୍ୟୁଜିଲାଣ୍ଡ ୨୨ ବର୍ଷ ପରେ…

ସାବଧାନ ଲକଡାଉନରେ ମାତିଛନ୍ତି ସାଇବର ଲୁଟେରା । ଅଧିକ ଟଙ୍କା ପାଇବା ଲୋଭ ଦେଖାଇ କେନ୍ଦ୍ରାପଡାର ଡାକ୍ତରଙ୍କୁ ଲଗାଇଲେ…

କନକ ବ୍ୟୁରୋ: ଲକଡାଉନରେ ମାତିଛନ୍ତି ସାଇବର ଲୁଟେରା । ଲୋକଙ୍କୁ ପ୍ରଲୋଭନ ଦେଖାଇ ଜଣେ ଡାକ୍ତରଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକିନେଇଛନ୍ତି ସାଇବର ସୈତନା । ଅଧିକ ଟଙ୍କା ପାଇବା ଲୋଭରେ ଠକାମୀରେ ପଡିଛନ୍ତି କେନ୍ଦ୍ରପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡଆମ୍ବିଳାର ଡାକ୍ତର ବାଦଲ…