Daily Archives

June 11, 2021

ଚାଷୀଙ୍କ ଧାନ ନକିଣି କେମିତି କୋଟି କୋଟି ଟଙ୍କା ଠକୁଛନ୍ତି ମିଲର । କନକ ନ୍ୟୁଜରେ ଖବର ପ୍ରସାରଣ ପରେ, ଦୁର୍ନୀତିର…

କନକ ବ୍ୟୁରୋ : ମିଲରଙ୍କ କାରସାଦି ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ପ୍ରକୃତରେ ମିଲରମାନେ କଣ କରୁଛନ୍ତି, ଚାଷୀଙ୍କ ଧାନ ନ ଉଠିବା ପଛରେ ମିଲରଙ୍କ କଣ ଭୂମିକା ରହିଛି ସେ ନେଇ ତଦନ୍ତ କରିବାକୁ ନିଷ୍ପତି ନେଇଛି ପ୍ରଶାସନ । ଓଡିଶାର ବିଭିନ୍ନ…

ପଶ୍ଚିମବଙ୍ଗରେ ରୋଚକ ହେଉଛି ରାଜନୀତି । ମୋଦୀଙ୍କ ହାତ ଛାଡ଼ି ମମତାଙ୍କ ଶିବିରକୁ ପୁଣି ଫେରିଲେ ବରିଷ୍ଠ ନେତା ମୁକୁଲ ରୟ,…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ପରେ ରାଜ୍ୟ ରାଜନୀତିରେ ଏକ ବିରାଟ ପରିବର୍ତନ ହେବା ନେଇ ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । ବିଜେପି ଦଳ ଛାଡିଛନ୍ତି ବରିଷ୍ଠ ନେତା ମୁକୁଲ ରୟ । ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳକୁ…

କରୋନା ବେଳେ କେମିତି ହେବ ପରୀକ୍ଷା, ବାଟ ଦେଖାଇଲା ଭୁବନେଶ୍ୱର ଆଇଆଇଟି । କାଗଜ କଲମରେ ହେଲା ପରୀକ୍ଷା, ଅନଲାଇନରେ…

କନକ ବ୍ୟୁରୋ : କରୋନା ଭୂତାଣୁର ସଂକ୍ରମଣ ଭୟରେ ଦେଶରେ ଏକାଧିକ ପରୀକ୍ଷାକୁ ବାତିଲ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ପରୀକ୍ଷା କଲେ କାଳେ ସଂକ୍ରମଣ ବ୍ୟାପିଯିବ, ଏହି ଆଶଙ୍କାରେ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ସେହିପରି ଆଉ କେତେକ ପରୀକ୍ଷା ବାତିଲ ପାଇଁ…

କୋଭିଡ୍ ମୁକାବିଲା ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡ଼ିଶା ପାଇଁ ଆଉ ୨୫ କୋଟି ଟଙ୍କାର ସହାୟତା…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫…

ମୁକୁଲ ରାୟ ଟିଏମସିରେ ସାମିଲ ହେବା ପରେ ପଶ୍ଚିମବଙ୍ଗ ବିଜେପିରେ ଭାଳେଣୀ । ଜାଣନ୍ତୁ କଣ ରହିଛି ବିଜେପି ନେତାଙ୍କ…

କନକ ବ୍ୟୁରୋ : ବିଜେପି ଛାଡି ମୁକୁଲ ରାୟ ବିଜେପିରେ ଯୋଗ ଦେବା ପରେ ବିଜେପି ଶିିବିରରେ ଭାଳେଣୀ ପଡିଛି । ବିଜେପିର ନେତା ମାନେ ମୁକୁଲଙ୍କୁ ନେଇ ଭିନ୍ନ ଭିନ୍ନ ବୟାନ ଦେବାରେ ଲାଗିଛନ୍ତି । ବିଜେପିକୁ ଧୋକ୍କା ଦେଇ ମୁକୁଲ ଟିଏମସିରେ ସାମିଲ ହେବା ପରେ ବିଜେପି ସାଂସଦ ଅର୍ଜୁନ ସିଂ କହିଛନ୍ତି…

ଚୀନ୍ ପାଇଁ ଗଧ ପାଳୁଛି ପାକିସ୍ତାନ । ଗଧ ରପ୍ତାନୀ କରି ଅର୍ଜନ କରୁଛି ବୈଦେଶିକ ମୁଦ୍ରା ।

କନକ ବ୍ୟୁରୋ : ଆର୍ଥିକ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷରେ ପାକିସ୍ତାନରେ ପଶୁମାନଙ୍କ ସଂଖ୍ୟା ୧୯ଲକ୍ଷ ବୃଦ୍ଧି ପାଇଛି । ଏଥିସହ ଗଧଙ୍କ ସଂଖ୍ୟା ୫୫ ଲକ୍ଷରୁ ୫୬ ଲକ୍ଷକୁ ବୃଦ୍ଧି ପାଇଛି । ପାକିସ୍ତାନର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ଗଧ ଦେଖିବାକୁ ମିଳେ…