Daily Archives

June 7, 2021

ଭାରତ-ଶ୍ରୀଲଙ୍କା ସିରିଜ ପାଇଁ ତାରିଖ ଘୋଷଣା । ଶିଖର ଧୱନ ହେବେ ଅଧିନାୟକ

କନକ ବ୍ୟୁରୋ: ଟିମ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ପାଇଁ ତାରିଖ ଘୋଷଣା ହୋଇଛି । ଭାରତୀୟ ଟିମ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ, ୩ଟି ଟି-୨୦ ମ୍ୟାଚ ଖେଳିବ । ୧୩ ଜୁଲାଇରୁ ଏହି ମ୍ୟାଚ ଆରମ୍ଭ ହେବ । ଏନେଇ ସୋନି ସ୍ପୋର୍ଟସ ତରଫରୁ ଏନେଇ ଟୁଇଟ କରି ଘୋଷଣା କରାଯାଇଛି । ହେଲେ ବିସିସିଆଇ ପକ୍ଷରୁ…

ମହାମାରୀ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଘୋଷଣା । ନଭେମ୍ବର ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ

କନକ ବ୍ୟୁରୋ: ମହାମାରୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ଆଜି ଦେଶବାସୀଙ୍କୁ ସମ୍ବୋଧନନ କରିବା ବେଳେ ଏହି ବଡ ଘୋଷଣା କରିଛନ୍ତି ମୋଦୀ । କରୋନା ସଙ୍କଟ ବେଳେ ଦେଶବାସୀଙ୍କୁ ମ।।ଗଣା ରାସନ ମିଳିବା ଦରକାର ବୋଲି ସେ କହିଥିଲେ । ଆଉ ଦୀପାବଳୀ ଯାଏଁ ଅର୍ଥାତ ନଭେମ୍ବର ମାସ…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ । କହିଲେ, ଶତାବ୍ଦୀର ବଡ ମହାମାରୀ କରୋନା । ଟିକାକରଣ…

କନକ ବ୍ୟୁରୋ: ଚଳିତ ଶତାବ୍ଦୀର ବଡ ମହାମାରୀ ହେଉଛି କରୋନା । ହେଲେ ଏହାକୁ ମୁକାବିଲା କରିବାକୁ ସରକାରଙ୍କ ସମସ୍ତ ତନ୍ତ୍ର ଲାଗିପଡିଛନ୍ତି । ଭାରତ ନିଜେ ଏହାର ମୁକାବିଲା କରିବା ପାଇଁ ୨ଟି ଭ୍ୟାକ୍ସିନ ବାହାର କରିଥିବା ବେଳେ ଏବେ ଆହୁରି ୩ଟି ଟିକାର ପରୀକ୍ଷାନୀରିକ୍ଷା ଚାଲିଛି । ତା ସହିତ…

ଦେଶବାସୀଙ୍କୁ ମିଳିବ ମାଗଣା ଟୀକା । ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଘୋଷଣା… ଟୀକା ନେଇ ରାଜ୍ୟକୁ କରିବାକୁ ପଡିବନି…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ସମସ୍ତ ଦେଶବାସୀଙ୍କୁ ମାଗଣାରେ କରୋନା ଟିକା ଦେବାକୁ ମୋଦୀ ଆଜି ଘୋଷଣା କରିଛନ୍ତି । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସହ ଜୁନ ୨୧ ତାରିଖ ସୋମବାର ଠାରୁ ସମସ୍ତଙ୍କୁ ଏହି ଟିକା ଦିଆଯିବ ବୋଲି ମୋଦୀ…

କ୍ରାଉଡ୍ ଫଣ୍ଡିଂ ମାଧ୍ୟମରେ ଅମ୍ରିତଙ୍କ ପାଇଁ ଯୋଗାଡ ହେଲାଣି ୯୧ ଲକ୍ଷ ଟଙ୍କା । ଚିକିତ୍ସା ବାବଦକୁ ଆବଶ୍ୟକ ଆଉ ୬୦…

କନକ ବ୍ୟୁରୋ : ଚେନ୍ନାଇ ଆପୋଲୋରେ ଚିକିତ୍ସିତ ଅମ୍ରିତ ପ୍ରଧାନଙ୍କ ପ୍ରତି ବଢିବାରେ ଲାଗିଛି ସହାୟତା । କ୍ରାଉଡ୍ ଫଣ୍ଡିଂ ମାଧ୍ୟମରେ ଅମ୍ରିତଙ୍କ ପାଇଁ ଯୋଗାଡ ହୋଇ ସାରିଲାଣି ୯୧ ଲକ୍ଷ ଟଙ୍କା । ମିଲାପ ଫଣ୍ଡ ଜରିଆରେ ୩୬ ଘଂଟା ଭିତରେ ଆଉ ୧୬ ଲକ୍ଷ ଟଙ୍କା ମିଳିପାରିଛି । ୧ ହଜାର ୫୮୦ ଜଣ ଅଜଣା…

କରୋନା ଚିକିତ୍ସା ପାଇଁ ଅଣ୍ଡା ବିକାଳିଙ୍କୁ ଲମ୍ବା ବିଲ୍ ଧରାଇ ଦେଲା ଘରୋଇ ହସ୍ପିଟାଲ । ୮ ଲକ୍ଷ ଟଙ୍କାର ବିଲ ଦେଇ…

କନକ ବ୍ୟୁରୋ: କୋଭିଡ ପରିଚାଳନାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଲୁଟିଥିବାର ସ୍ପଷ୍ଟ ଚିତ୍ର ଏବେ ସାମ୍ନାକୁ ଆସିଛି । କରୋନା ଚିକିତ୍ସା ପାଇଁ ଅଣ୍ଡା ବିକାଳିଙ୍କୁ ଲମ୍ବା ବିଲ୍ ଧରାଇ ଦେଲା ଘରୋଇ ହସ୍ପିଟାଲ । ୮ ଲକ୍ଷ ଟଙ୍କାର ବିଲ ଦେଇ କହିଲା ରୋଗୀଙ୍କ ଫୁସଫୁସ୍ ନଷ୍ଟ…