Daily Archives

June 7, 2021

ଗଞ୍ଜାମରୁ ଭୁବନେଶ୍ୱର… ଏ କାହାଣୀ ଅସହାୟତାର, ଏ କାହାଣୀ ଅଭାବର… କେମିତି ପେଟ ପାଇଁ ପୁରୁଣା…

କନକ ବ୍ୟୁରୋ: କଂକ୍ରିଟର ସହର, କଟକଣାର ରାସ୍ତା । ପାଦେ ଆଗେଇଲେ ପଜିଟିଭର ଭୟ, ପାଦେ ପଛେଇଲେ ଭୋକର ଭଉଁରୀ । ଲକଡାଉନ ଲକ୍ଷ୍ମଣରେଖା ପାଇଁ ଜନପଥ ଜନହୀନ, ସହର ଶୂନଶାନ । ଉଦୁଉଦିଆ ଖରା ବେଳେ ଖାଁ ଖାଁ ଭିଡର ଭୁବନେଶ୍ୱର । ଆଉ ଏତିକି ବେଳେ ଅସହାୟତାର ଅପରାହ୍ନରେ ଗରିବ ଖୋଜେ ଗଛର ଛାଇ, ଆଉ…

ଦିଲ୍ଲୀ ଷ୍ଟେସନରେ ଲାଗିବ ସ୍ୱୟଂଚାଳିତ ଡଷ୍ଟବିନ୍ । ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ୍ ମାଷ୍ଟରଙ୍କ ପାଖକୁ ଆସିବ…

କନକ ବ୍ୟୁରୋ : ରେଳ ଷ୍ଟେସନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦିଲ୍ଲୀ ସରକାର ସ୍ୱୟଂଚାଳିତ ଡଷ୍ଟବିନ ଲଗାଇବାକୁ ଯୋଜନା କରିଛନ୍ତି । ଏହି ଯୋଜନା ଅନୁଯାୟୀ, ଡଷ୍ଟବିନରେ ୭୫ ପ୍ରତିଶତ ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ ମାଷ୍ଟରଙ୍କ ମୋବାଇଲକୁ ମେସେଜ ପହଞ୍ଚିବ । ଏବେ ନୂଆଦିଲ୍ଲୀ ରେଳ ଷ୍ଟେସନରେ…

ଏଠି ମହିଳା ନୁହେଁ, ରୋଷେଇ ଘର ସମ୍ଭାଳନ୍ତି ପୁରୁଷ । ୫୦୦ ବର୍ଷ ହେଲାଣି ରହିଆସିଛି ପରମ୍ପରା ।

କନକ ବ୍ୟୁରୋ : ସାଧାରଣତଃ ରୋଷେଇ ଘରକୁ ମହିଳାଙ୍କ କ୍ଷେତ୍ର ବୋଲି ବିବେଚନା କରାଯାଏ । ଯୁଗ ଯୁଗ ଧରି ପ୍ରତ୍ୟେକ ଘରେ ମହିଳାମାନେ ହିଁ ରୋଷେଇ ଘର ସମ୍ଭାଳିଆସୁଛନ୍ତି । ଆପଣଙ୍କ ଘରେ ମଧ୍ୟ ଆପଣଙ୍କ ମା କିମ୍ବା ଆପଣଙ୍କ ପତ୍ନୀ ରୋଷେଇ କରିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ…

ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ । ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି…

କନକ ବ୍ୟୁରୋ: ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ । ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ହୋଇଥିବା ୬ଟି ରିଟ୍ ପିଟିସନ୍କୁ କୋର୍ଟ ଖାରଜ କରି ଦେଇଛନ୍ତି । ୨୦୧୯ ଜୁଲାଇରେ ଓଏଟି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ କେନ୍ଦ୍ର ସରକାର । ଏହାକୁ…

ସେପ୍ଟେମ୍ବର ୧୯ରୁ ଖେଳାଯିବ ଆଇପିଏଲର ବଳକା ମ୍ୟାଚ୍ । ଅକ୍ଟୋବର ୧୫ରେ ଚଳିତ ସିଜିନର ଫାଇନାଲ ଫାଇଟ୍ ।

କନକ ବ୍ୟୁରୋ : କରୋନା ସହ ଲଢେଇ ଭିତରେ କ୍ରୀଡାପ୍ରେମୀଙ୍କ ପାଇଁ ଆସିଛି ଖୁସିର ଖବର । ଆସନ୍ତା ସେପ୍ଟେମ୍ବର ମାସ ୧୯ ତାରିଖରୁ ଖେଳାଯିବ ଆଇପିଏଲ ସିଜିନ-୧୪ର ବଳକା ମ୍ୟାଚ୍ । ସେହିପରି ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ଫାଇଟ୍ । କରୋନା ପାଇଁ ଆଇପିଏଲ ୨୦୨୧କୁ…

ବିଧବା ପରିବା ବିକାଳିଙ୍କୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ : ଗିରଫ ହେଲେ ୩ଦୁଷ୍କର୍ମକାରୀ, ଅଭିଯୁକ୍ତଙ୍କ ଭିତରେ ଜଣେ…

କନକ ବ୍ୟୁରୋ : ବଡବିଲରେ ଜଣେ ବିଧବା ପରିବା ବିକାଳୀଙ୍କୁ ଟେକିନେଇ ୩ଜଣ ଦୁର୍ବୃତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ଗୁରୁବାର ଦିନ ପୀଡିତା ଜଣକ ସୁନ୍ଦରଗଡ କୋଇଡା ହାଟରେ ପରିବା ବିକ୍ରି କରି ବଡବିଲ ଫେରିବାବେଳେ ଗୁରୁଦ୍ୱାରା ଛକ ନିକଟରୁ ଏକ ସ୍କର୍ପିଓ ଗାଡିରେ ଆସି ୩ ଜଣ ଦୁର୍ବୃତ…