Daily Archives

June 6, 2021

ଭୁବନେଶ୍ୱରରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୬୬ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୨୩୧…

କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୫୬୬ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୪୫୪ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୨୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ଦୁଷ୍କର୍ମ ମାମଲାରେ ଜେଲରେ ଥିବା ରାମ ରହିମ କରୋନା ପଜିଟିଭ୍ । ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା

କନକ ବ୍ୟୁରୋ : ରୋହତକ ସୁନାରିୟା ଜେଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲଦଣ୍ଡ କାଟୁଥିବା ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମ କରୋନା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ମେଦାନ୍ତ ହସ୍ପିଟାଲର କରୋନା ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ରବିବାର ମଧ୍ୟାହ୍ନ ୧୨ ଟାରେ ସେ ଅସୁସ୍ଥ…

ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ୧୧ କୋଟି ଟଙ୍କା ଆଦାୟ କଲା ରେଳବାଇ । ସଂରକ୍ଷଣ ଟିକେଟର ହେଉଛି…

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପାଦ ଦେବା ପୂର୍ବରୁ ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବେଶ ଅଧିକ ରହୁଥିଲା । ରେଳ ପ୍ରଶାସନ ମଧ୍ୟ ସମୟ ସମୟରେ ଯାଞ୍ଚ କରୁଥିଲା । ତେବେ ମୁରାଦାବାଦ ରେଳ ଡିଭିଜନରୁ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ…

ଶିକୁଳିରେ ବନ୍ଧା ପଡିଛି ଜୀବନ । ଅର୍ଥ ଅଭାବରୁ ମାନସିକ ବିକାଗ୍ରସ୍ତ ପୁଅର ଚିକିତ୍ସା କରାଇ ପାରୁନି ଗରିବ ପରିବାର ।

କନକ ବ୍ୟୁରୋ: ଶିକୁଳିରେ ବନ୍ଧା ଜୀବନ । ଗରିବର ଚାବୁକ ମାଡ ଓ ଅଭିଶପ୍ତ ଭାଗ୍ୟକୁ ଆଦରି ଜିଉଛନ୍ତି ଜୀବନ । ଏଭଳି ଏକ ଖବର ଆସିଛି ମୟୂରଭଂଜ ଜିଲ୍ଲା କୁସୁମି ବ୍ଲକ୍ ପଣ୍ଡୁଗଣ୍ଡି ଗାଁରୁ । ପୁଅକୁ ନେଇ ବାପା-ମାଆ ଦେଖିଥିବା ସ୍ୱପ୍ନ, ଆଶା ଓ ଅଭିଳାଶା ସବୁ ଦୌଡିରେ ବନ୍ଧା ହୋଇଛି । ଆର୍ଥିକ…

ସାମ୍ନାକୁ ଆସିଲା ଆଉ ଜଣେ ଯୁବକଙ୍କ କରୁଣ କାହାଣୀ । ଭୁବନେଶ୍ୱର ଏକ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ…

କନକ ବ୍ୟୁରୋ: ସାମ୍ନାକୁ ଆସିଲା ଆଉ ଜଣେ ଯୁବକଙ୍କ କରୁଣ କାହାଣୀ । ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ଆଗରୁ ଡାକ୍ତରଖାନା ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଜଣେ ୨୮ ବର୍ଷିୟ ଯୁବକ । ମେ ୫ ତାରିଖରେ ବିବାହ କରିଥିଲେ ଭଦ୍ରକ ଜିଲ୍ଲାର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର । ବିବାହ ପରେ…

ମାଲକାନଗିରି ନାକାମାମୁଡି ପଂଚାୟତରେ ପାହାଡ ଚଢିପାରୁନି ବିକାଶ । ପାହାଡି ରାସ୍ତା ଚାଲିବା ପରେ ମିଳୁଛି ଟଙ୍କିକିଆ ଚାଉଳ…

କନକ ବ୍ୟୁରୋ: ପାହାଡ ଚଢି ପାରୁନି ବିକାଶ । ମାଇଲ ମାଇଲ ପାଦ ଚଲା ପାହାଡି ରାସ୍ତା ଅତିକ୍ରମ କଲେ, ମିଳୁଛି ଟଙ୍କିକିଆ ଚାଉଳ ଓ ସରକାରୀ ସୁବିଧା । ଏଭଳି ଖବର ଆସିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଂଚାୟତରୁ । ନାକାମାମୁଡି ପଂଚାୟତ ବାୟାପଡା ଘାଟିର ଲୋକେ ଚାଉଳ ପାଇଁ…