Daily Archives

June 6, 2021

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ଆଶଙ୍କା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ…

କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଟିଟିଲାଗଡ଼ରେ ୪୧.୨ଡିଗ୍ରି ସେଲସିୟସ ସର୍ବାଧିକ ତାପମାତ୍ରା ଥିବା ବେଳେ ଫୁଲବାଣୀରେ…

ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳାରୁ କମାରଶାଳ । ଚାଲିଛି ପୋଲଗୟଳ ହଣା ସହ ଫ୍ରେମ କାମ । ସ୍ନାନ…

କନକ ବ୍ୟୁରୋ: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଚତୁର୍ଦ୍ଧା ବିଗ୍ରହଙ୍କୁ ରଥାରୁଢ କରିବା ପାଇଁ ଚାଲିଛି ରଥ ନିର୍ମାଣ । ସେପଟେ ଜୁନ୍ ୨୪ ତାରିଖରେ ଶ୍ରୀଜିଉଙ୍କ ସ୍ନାନପୂର୍ଣ୍ଣିମା ପାଇଁ ବି ପ୍ରସ୍ତୁତି କରାଯାଉଛି । ରଥଖଳାରେ  ପୋଲଗୟଳ ହଣା ସହ ଫ୍ରେମ କାମରେ ଲାଗିଛନ୍ତି ସେବାୟତ ।…

ଶ୍ମଶାନ ନେଉଛନ୍ତି, ଶବ ସଂସ୍କାର କରୁଛନ୍ତି… ଅଜଣା ହେଉ କି ଆକ୍ରାନ୍ତ ମୃତଦେହ, ମଶାଣୀରେ ଦାହ ସଂସ୍କାର କରି…

କନକ ବ୍ୟୁରୋ: ଶବର ଶେଷ ସାଥୀ ଚିନ୍ମୟୀ । କିନ୍ନର କରୁଛନ୍ତି ଅନ୍ତିମ ସଂସ୍କାର । ଯେତେବେଳେ ସଂକ୍ରମଣ ଭୟରେ ଶବ ଛଅଁନ୍ତିନି ସମ୍ପର୍କୀୟ, ପାଖ ମାଡନ୍ତିନି ପରିବାର ଲୋକେ । କରୋନା ଭୟରେ ମାଆର ମୁହଁକୁ ଚାହେଁନି ପୁଅ । ସ୍ତ୍ରୀକୁ ଛୁଏଁନି ସ୍ୱାମୀ । ସେତେବେଳେ ଶବ ସତ୍କାର ପାଇଁ ଖୋଜା ପଡନ୍ତି…

ଏଣିକି ଦରମା ପାଇଁ ଆପଣଙ୍କୁ ସୋମବାର ଯାଏଁ କରିବାକୁ ପଡିବନି ଅପେକ୍ଷା । ୱିକେଣ୍ଡରେ ମଧ୍ୟ ଆସିବ ସାଲାରୀ ।

କନକ ବ୍ୟୁରୋ : କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର । ସପ୍ତାହର ଶେଷ ଦିନରେ ବି ଆସିବ ସାଲାରୀ । ଏବେ ଆଉ ଆପଣଙ୍କ ଦରମା ପାଇଁ ଆପଣଙ୍କୁ ଶନିବାର ଏବଂ ରବିବାର ଅର୍ଥାତ ସପ୍ତାହ ଶେଷ ହେବାର ଅପେକ୍ଷା କରିବାକୁ ପଡିବ ନାହିଁ । ନ୍ୟାସନାଲ୍ ଅଟୋମେଟେଡ୍ କ୍ଲିୟରିଂ ହାଉସ ବା ଏନଏସିଏଚ୍ ନିୟମରେ…

ଗାଁରେ ପାଣି ସମସ୍ୟା ଦୂର ପାଇଁ କେହି ଦେଲେନି ସାଥ୍ । ୪ ବର୍ଷ ଧରି କଷ୍ଟ କଲେ, ଏକା ଏକା ନିଜ ଜମିରେ ପୋଖରୀ ଖୋଳିଦେଲେ…

କନକ ବ୍ୟୁରୋ : ଦଶଥର ମାଂଝିଙ୍କ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । କେମିତି ଏକା ଏକା ବିଶାଳ ପାହାଡର ଛାତି ଚିରି ରାସ୍ତା ତିଆରି କରିଥିଲେ । ଆଉ ସେଇଥିପାଇଁ ତ ତାଙ୍କୁ ମାଉଂଟେନ ମ୍ୟାନ୍ ବୋଲି ମଧ୍ୟ କୁହାଯାଏ । ତେବେ ଆଜି ଆମେ ଆପଣଙ୍କୁ ସେମିତି ଜଣେ ବ୍ୟକ୍ତିଙ୍କୁ ଦେଖାଇବୁ, ଯିଏ ଦଶରଥ…

ଟୀକା ନିଅନ୍ତୁ, ବିୟର ପିଅନ୍ତୁ… ! ଟୀକା ନେଲେ ମାଗଣାରେ ମିଳିବ ବିୟର । ଜାଣନ୍ତୁ କେଉଁଠି ଲାଗୁ ହେଲା ଏମିତି…

କନକ ବ୍ୟୁରୋ : ଟୀକା ନିଅନ୍ତୁ, ବିୟର ପିଅନ୍ତୁ । ଟୀକା ନେଲେ ମାଗଣାରେ ମିଳିବ ବିୟର । କରୋନା ଟୀକା ନେଲେ ଆପଣଙ୍କୁ ମାଗଣାରେ ବିୟର ମିଳିବ । ଆଶ୍ଚର୍ଯ୍ୟ ହୋଇଗଲେ ନା...କିନ୍ତୁ ଏହା ସହ । ଯଦି ଆପଣ କରୋନା ଟୀକା ନେଉଛନ୍ତି ତେବେ ଆପଣଙ୍କ ବିୟର ମିଳିବ । ଏଭଳି କିଛି ଘୋଷଣା କରିଛନ୍ତି…