Daily Archives

June 5, 2021

କରୋନ କାଳରେ ଆସିଲା ଦୁଇଟି ଭଲ ଖବର । ୩୦ ଦିନ ଆଇସିୟୁରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଲେ ରାୟଗଡ଼ାର ୨୦…

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ଭୟଙ୍କର ଥିଲେ ମଧ୍ୟ ତାକୁ ପରାସ୍ତ କରିବା ସମ୍ଭବ । ଯାହା କରି ଦେଖାଇଛନ୍ତି ରାୟଗଡା ଜିଲ୍ଲା ମୁନିଗୁଡାର ୨୦ ବର୍ଷୀୟ ଯୁବକ ପ୍ରତୀକ୍ଷ କାଦାମ୍ବାଲୁ । ଆଉ ମାସେ କାଳ ଡାକ୍ତରଖାନାରେ ମହାମାରୀ ସହ ଲଢ଼େଇ କରି ବିଜୟୀ ହୋଇଛନ୍ତି ପ୍ରତୀକ୍ଷ । ଯେତେବେଳେ…

ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରମେଶ । ସ୍ୱାମୀଙ୍କୁ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ସ୍ତ୍ରୀ ସ୍ମିତା ।…

କନକ ବ୍ୟୁରୋ: ମହାମାରୀରେ କରୋନା ବାପାଙ୍କୁ ଛଡେଇ ନେଇଛି । ଏବେ ପୁଅ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଘରର ଜଣେ ପୁରୁଷ ଆରପାରିକୁ ଚାଲିଯିବା ପରେ ଆଉ ଜଣେ ଏବେ ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଆଉ ସ୍ୱାମୀଙ୍କୁ ସୁସ୍ଥ କରି ଡାକ୍ତରଖାନାକୁ ଘରକୁ ଫେରାଇ ଆଣିବା ପାଇଁ…

ଏସଡିଜି ରିପୋର୍ଟକୁ ନେଇ ବିଜେପି-ବିଜେଡି କଥା କଟାକଟି ।  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କଟାକ୍ଷ । ସେପଟେ…

କନକ ବ୍ୟୁରୋ: ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ କଟାକ୍ଷ । ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ୫ଟି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଉ କହିଛନ୍ତି ୨୧ ବର୍ଷ ଶାସନ ପରେ ଓଡ଼ିଶାର ୩୩ ପ୍ରତିଶତ ଲୋକ କାହିଁକି ଅଛନ୍ତି…

କିପରି ହେବ ଯୁକ୍ତ ୨ ପରୀକ୍ଷା ଫଳ ମୂଲ୍ୟାୟନ? ବିଶେଷଜ୍ଞ ରଖିଲେ ଭିନ୍ନ ଭିନ୍ନ ମତ । ସେପଟେ ୧୫ ଦିନ ଭିତରେ ଗଠନ ହେବ…

କନକ ବ୍ୟୁରୋ: ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଛି । ହେଲେ, କେମିତି କରାଯିବ ମୂଲ୍ୟାୟନ? ଏହାକୁ ନେଇ ହରଡଘଣାରେ ପଡିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଗତବର୍ଷ ଅଳ୍ପ କେତେକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ହୋଇଥିଲା । କିନ୍ତୁ କରୋନା ସଂକ୍ରମଣ ବଢ଼ିବାରୁ ସରକାର ଏକାଦଶ…

ରାଜ୍ୟରେ କମୁଛି କରୋନା, ଆଣୁଛି ଆଶ୍ୱସ୍ତି । ୫ ଦିନରେ ହ୍ରାସ ପାଇଲା ୪ ପ୍ରତିଶତ ସଂକ୍ରମଣ ହାର । ରଜ ପରେ ଲକଡାଉନ…

କନକ ବ୍ୟୁରୋ: ଓଡ଼ିଶାର କରୋନା ମ୍ୟାପରେ ଏବେ ଧୀରେ ଧୀରେ ରେଡ୍ ଜୋନ ଜିଲ୍ଲା ସଂଖ୍ୟା କମି ଆସୁଛି । ଗତମାସରେ ଯେତେବେଳେ ରାଜ୍ୟରେ ଦ୍ୱିତୀୟ ଲହର ସଂକ୍ରମଣ ଶୀର୍ଷ ଦେଇ ଗତି କରୁଥିଲା, ସେତେବେଳେ ଗୋଟିଏ-ଦୁଇଟି ଜିଲ୍ଲାକୁ ଛାଡିଦେଲେ ବାକି ଜିଲ୍ଲାଗୁଡିକ ରେଡ୍ ଜୋନରେ ରହିଥିଲେ । ତେବେ ଆଜିର…

ଜିଏସଟି ସଂଗ୍ରହ ଉପରେ କରୋନା ମାଡ । ମେ ମାସରେ ମୋଟ ୧ଲକ୍ଷ ୨ ହଜାର କୋଟି ଜିଏସଟି ସଂଗ୍ରହ

କନକ ବ୍ୟୁରେ : ଦେଶର ସବୁକ୍ଷେତ୍ରରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । କୃଷି ଠାରୁ ଶିଳ୍ପ ସବୁଠି କମିଛି ଉତ୍ପାଦନ । ଲକଡାଉନ୍ ଓ ସଟଡାଉନ୍ ପାଇଁ କମିଛି ବେପାର । ଏହାସହ ଲୋକମାନଙ୍କର ରୋଜଗାର କମୁଥିବାରୁ କ୍ରୟ କ୍ଷମତା ମଧ୍ୟ ହ୍ରାସ ପାଇଛି । ଏହି କ୍ରମରେ ମେ ମାସରେ ମୋଟ ୧ଲକ୍ଷ ୨ ହଜାର…