Daily Archives

June 5, 2021

ଟିଏମସିର ମହାସଚିବ ପଦରେ ଅବସ୍ଥାପିତ ହେଲେ ବିବାଦୀୟ ନେତା ଅଭିଷେକ ବାନାର୍ଜୀ । ଯୁବ ଟିଏମସିର ଅଧ୍ୟକ୍ଷ ପଦରୁ ଦେଲେ…

କନକ ବ୍ୟୁରୋ : ଟିଏମସି ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା କୁହାଯାଉଥିବା ଅଭିଷେକ ବାନାର୍ଜୀଙ୍କୁ ଦଳର ଏକ ବଡ ଦାୟିତ୍ୱ ମିଳିଛି । ତାଙ୍କୁ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ମିଳିଛି । କହିରଖୁ କି ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ପୂର୍ବରୁ…

ମାସ୍କକୁ ନେଇ ଅଜବ ନିୟମ । ଏହି କାଫେକୁ ମାସ୍କ ପିନ୍ଧି ଆସିଲେ ଦେବେ ଅତିରିକ୍ତ ଟଙ୍କା । କାରଣ ଜାଣିଲେ ହୋଇଯିବେ…

କନକ ବ୍ୟୁରୋ: ବର୍ତ୍ତମାନ କରୋନା ମହାମାରୀ ସମୟରେ ମାସ୍କ ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ସହ ଅନେକ ଦେଶ ରହିଛି ଯେଉଁଠି ମାସ୍କ ବହାରକୁ ବାଧ୍ୟତାମୂଳକ କରାଯାଇଛି । ଭାରତରେ ମାସ୍କ ନ ପିନ୍ଧିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ମାସ୍କ ପିନ୍ଧି ନଥିବା…

ଏମିତି ଗାଁ, ଯେଉଁଠି ସ୍ଥଳ ନୁହେଁ ଜଳ ଉପରେ ରହୁଛନ୍ତି ଲୋକ । ୧୩ ଶହ ବର୍ଷ ହେବ ପାଣିରେ ଘର ରହି ଆସୁଛନ୍ତ ଲୋକ । କାରଣ…

କନକ ବ୍ୟୁରୋ: ନିଜ ସଂସ୍କୃତିକୁ ବଞ୍ଚାଇବାକୁ କିଏ କେତେ କଣ କରିଥାଏ । ଆଜି ବି ଦୁନିଆରେ ବିଭିନ୍ନ ଲୋକ ନିଜ ସଂସ୍କୃତି ଓ ପରମ୍ପରାକୁ ପାଳନ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ କଥା କହିବୁ ଯେଉଁଠି ଲୋକମାନେ ନିଜ ପରମ୍ପରାକୁ ପାଳନ କରିବାକୁ ଯାଇ ପାଣି ଭିତରେ ରହୁଛନ୍ତି…

ହଜି ଯାଇଛି କି ଆଧାରକାର୍ଡ ? ଏଣିକି ବିନା ମୋବାଇଲ ନମ୍ବରରେ ବି ପାଇପାରିବେ ନୂଆ ଆଧାରକାର୍ଡ । ଜାଣନ୍ତୁ ନୂଆ…

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ । ଘର ହେଉ କିମ୍ବା ସରକାରୀ ବିନା ଆଧାରକାର୍ଡରେ କୌଣସି କାମ ସମ୍ଭବ ନୁହେଁ । କାରଣ ଆଧାର କାର୍ଡ ଏବେ ପ୍ରତିଟି ଲୋକଙ୍କ ପାଇଁ ପ୍ରମୁଖ ପରିଚୟ ପତ୍ର । ଲୋକମାନେ ଏବେ ଆଧାରକାର୍ଡକୁ ସାଙ୍ଗରେ ଧରି ମଧ୍ୟ ଯାତ୍ରା କରୁଛନ୍ତି…

ରାଜଧାନୀବାସୀଙ୍କୁ ନିଶ୍ଚୟ ମିଳିବ ଦ୍ୱିତୀୟ ଡୋଜ୍ । ଦ୍ରୁତ ଗତିରେ ଆଗେଇବ ସାବାଳକ ଟିକାକରଣ । ବିଦେଶ ଯିବାକୁ ଥିବା…

କନକ ବ୍ୟୁରୋ: ରାଜ୍ୟରେ କୋଭିଡ୍ ଟିକା ନେଇ ସଙ୍କଟ ଦେଖାଦେଇଥିବାବେଳେ ଆଜି ଏହାକୁ ନେଇ ଏକ ବଡ ବୟାନ ରଖିଛନ୍ତି ବିଏମସି କମିସନର । ରାଜଧାନୀରେ ବାସ କରୁଥିବା ସମସ୍ତ ୧୮ରୁ ୪୪ ବର୍ଷୀୟ ଲୋକଙ୍କୁ ଠିକ୍ ସମୟରେ ଟିକା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ତା ସହ ଯେଉଁମାନେ ଦ୍ୱିତୀୟ ଡୋଜ…

ଆସନ୍ତାକାଲିଠୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ କରୋନା ଟେଷ୍ଟିଂ । ମୋବାଇଲ୍ ଭ୍ୟାନ ପଠାଯାଇ କରାଯିବ ଆଣ୍ଟିଜେନ୍ ଏବଂ…

କନକ ବ୍ୟୁରୋ: ଆସନ୍ତାକାଲିଠୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ ବିଏମସି ପକ୍ଷରୁ କରାଯିବ କରୋନା ଟେଷ୍ଟିଂ । ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ବିଏମସି କମିସନର । ତାଙ୍କ କହିବା ମୁତାବକ, ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।…