Daily Archives

June 3, 2021

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା । ୟେଲୋ ୱାର୍ଣ୍ଣିଂ ଜାରି…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ମିଳିଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,…

ଗ୍ରୀନ୍ କରିଡରରେ ଅମ୍ରିତଙ୍କୁ ସ୍ଥାନାନ୍ତର । ବିମାନବନ୍ଦରରେ ପହଞ୍ଚିବା ପରେ ଏୟାରଲିଫ୍ଟ ଯୋଗେ ନିଆଯିବ ଚେନ୍ନାଇ,…

କନକ ବ୍ୟୁରୋ : ଗ୍ରୀନ୍ କରିଡରରେ ଗୁରୁତର ଅମ୍ରିତଙ୍କୁ ନିଆଗଲା ବିମାନବନ୍ଦର । ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଅମ୍ରିତଙ୍କୁ ଭୁବନେଶ୍ୱର ବିମାନବନ୍ଦରକୁ ନିଆଯାଇଛି ।  ଏମ୍ସ ହସ୍ପିଟାଲରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କରାଯାଇଛି ଗ୍ରୀନ୍ କରିଡର । ବିମାନବନ୍ଦରରେ…

କାହିଁକି ବିଫଳ ହେଲା ଗ୍ଲୋବାଲ ଟେଣ୍ଡର, ସ୍ପଷ୍ଟ କଲେ ଡିଏମଇଟି । କହିଲେ, ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ…

କନକ ବ୍ୟୁରୋ : ରାଜ୍ୟ ସରକାର ବାହାର ଦେଶରୁ ଟିକା ମଗାଇବାକୁ ନେଇ ଗ୍ଲୋବାଲ ଟେଣ୍ଡର କରିବା ପ୍ରସଙ୍ଗରେ ମତ ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଟିକା ପାଇଁ ଚେଷ୍ଟା କରିବା କଣ ଭୁଲ୍ ବୋଲି ସେ ପ୍ରଶ୍ନ କରିଛନ୍ତି । ଡିଏମଇଟି କହିଛନ୍ତି ଗ୍ଲୋବାଲ ଟେଣ୍ଡରର ଅର୍ଥ ନୁହଁ ଯେ ଆମେ ପାଇବୁ ।…

କୋଭିଡ ମହାମାରୀ ଭିତରେ ରିଲିଆନ୍ସ ଆଣିଲା ବଡ ଖବର । କୋଭିଡରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାରକୁ ୫ ବର୍ଷ ଯାଏଁ…

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏହାରି ଭିତରେ ରିଲିଆନ୍ସ କମ୍ପାନୀ ତା’ର କର୍ମଚାରୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛି । କମ୍ପାନୀ ତରଫରୁ ଘୋଷଣା କରାଯାଇଛି କି, ଯଦି କୌଣସି କର୍ମଚାରୀଙ୍କର କରୋନାରେ ମୃତ୍ୟୁ ହୁଏ ତେବେ ତାଙ୍କର ପରିବାରକୁ ଆଗାମୀ ୫…

ସ୍ୱାମୀ-ସ୍ତ୍ରୀର ସମ୍ପର୍କରେ ଅପରାଧର ଛିଟା । ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

କନକ ବ୍ୟୁରୋ: ସ୍ୱାମୀ, ସ୍ତ୍ରୀର ସମ୍ପର୍କରେ ଅପରାଧର ଛିଟା । ପ୍ରେମିକ ପାଇଁ ଅନ୍ଧ ହୋଇଗଲା ସ୍ତ୍ରୀ । ଆଉ ଘଟାଇଲା ଏମିତି ଅପରାଧ, ଯାହା କେବେ ବି କୌଣସି ସ୍ତ୍ରୀ ଭାବି ପାରିବନି । ୫ ପିଲାର ମାଆ ହୋଇ ମଧ୍ୟ ଭୁଲିଗଲା ସମ୍ପର୍କକୁ । ନା ସେ ଭାବିଲା ନିଜ ପିଲାଙ୍କ କଥା, ନା ଥରେ ଚିନ୍ତା କଲା…

କୋଭିଡ୍ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ତାମିଲନାଡୁ ସରକାର । ପ୍ରତି ପୋଲିସ…

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ବଳବତ୍ତର ରହିଥିବା ବେଳେ ଲୋକମାନଙ୍କୁ ସଚେତନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ପୋଲିସ । ରାସ୍ତା ଘାଟ ଠାରୁ ମେଡିକାଲ ପର୍ଯ୍ୟନ୍ତ ଅନିଦ୍ଧିଷ୍ଟ କାଳ ଡ୍ୟୁଟିରେ ଲାଗିଛନ୍ତି ପୋଲିସ କର୍ମଚାରୀ । ନା ଘରକୁ ଯିବାକୁ ମିଳୁଛି ସମୟ ନା ବୁଝି ହେଉଛି…